Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେଡିକାଲ୍‌ କଲେଜ୍ ସିଟ୍‌ ବିକ୍ରି; ୪ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ହୋଟେଲରେ ମେଡିକାଲ କଲେଜ ସିଟ୍ ପାଇଁ ଚାଲିଥିବା ମୂଲଚାଲ । ଛିଣ୍ଡି ସାରିଥିଲା ରେଟ୍ । ମାତ୍ର ଠିକ୍ ସମୟରେ ପହଞ୍ଚିଗଲା କମିଶନରେଟ ପୋଲିସ । ଏହାପରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଜଣଙ୍କୁ ମାଡ଼ି ବସିଛି ପୋଲିସ । ଓଡ଼ିଶାରୁ ୨ ଜଣ,…

ପୁଣି ପାକ୍ ମନ୍ତ୍ରୀଙ୍କ ଧମକ: ‘ଭାରତ ବନ୍ଧ ବନ୍ଧେଇଲେ, ଉଡେଇଦେବୁ’

ନୂଆଦିଲ୍ଲୀ: ଚେତୁନି ପାକିସ୍ତାନ । ଘର ବୁଡି ପାଣି ଆଣ୍ଠିଏ ହେଲାଣି, ତଥାପି ମୁହଁ ଭାଙ୍ଗୁନି । ମୁହଁଟାଣ କରି ଓଲଟା ଭାରତକୁ ଫମ୍ପା ଧମକ ଦେଉଛି । ଏବେ ପୁଣି ପାକ୍ ମନ୍ତ୍ରୀ ଭାରତ ଉପରେ ଆକ୍ରମଣ କରିବାର ଧମକ ଦେଇଛନ୍ତି । ଯଦି ଭାରତ ସିନ୍ଧୁ ନଦୀ ଜଳକୁ ରୋକିବାକୁ କୌଣସି ବି ବନ୍ଧ ବାନ୍ଧେ,…

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦୃଢ଼ ପ୍ରତିବାଦ

ଭୁବନେଶ୍ୱର: ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗ ଜୋର ଧରିଛି। ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ। ଚାରିଆଡେ ଅସନ୍ତୋଷ ତେଜିଛି। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି। ଜଗନ୍ନାଥ ମନ୍ଦିର କଲେ, ହେଲେ…

ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣର ଦାବି କଲା ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି । ତେବେ ଏହି ଉତ୍ତେଜନା ସମୟରେ ଆଜି (ଶନିବାର) ପାକିସ୍ତାନ…

ଦୀଘା ମନ୍ଦିର ବିବାଦ; ସଂଧ୍ୟା ୫ଟାରେ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବିଗ୍ରହଙ୍କ ପାଇଁ ବଳକା ଦାରୁ କାଠ ଦିଆଯିବା ଘଟଣା । ଆଜି ଅପରାହ୍ନ ୫ଟାରେ ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ମହାରଣା,ଦେଉଳକରଣ, ପାଟଯୋଶୀ…

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ କଂଗ୍ରେସ ସାଂସଦ: ବିଜେପି କହିଲା, ‘ରାହୁଲଙ୍କୁ ନେଇ ଦେଖିଆସ’

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସ ସାଂସଦ ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟାଇକ୍ ନେଇ ଏବେ ୭ ବର୍ଷ ପରେ ପ୍ରଶ୍ନ ଉଠାଇବା ପ୍ରସଙ୍ଗ ତାକୁ ବିବାଦକୁ ଟାଣି ଆଣିଛି । ଜଣେ ପୂର୍ବତନ…

ସିବିଏସଇର ବଡ଼ ପରିବର୍ତ୍ତନ: ପ୍ରଥମ ମିଳିବ ଉତ୍ତର ଖାତା, ତା’ପରେ ହେବ ରିଭାଲ୍ୟୁଏଶନ!

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପରେ ପୁନଃମୂଲ୍ୟାୟନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ପ୍ରଥମେ ମିଳିବ ଉତ୍ତର ଖାତା, ତା’ପରେ ହେବ ରିଭାଲ୍ୟୁଏଶନ। ସିବିଏସଇ ଦ୍ୱାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ଖୁବ ଶୀଘ୍ର…

ପୁଣି ଆଉ ଏକ ବଡ ପ୍ରହାର: ପାକିସ୍ତାନରୁ ବ୍ୟାନ ହେଲା ସମସ୍ତ ଆମଦାନୀ

ନୂଆଦିଲ୍ଲୀ: ଚାରିଆଡୁ ମାରିଲାଣି ଭାରତ । ଜଳ, ସ୍ଥଳ, ଆକାଶ ପଥରୁ କଟକଣା ପରେ ଏବେ ପାକିସ୍ତାନ ପିଠିରେ ଆଉ ଏକ ବଡ ପ୍ରହାର ଦେଇଛି ନୂଆଦିଲ୍ଲୀ । ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ୍‌ କଲେ ଭାରତ ସରକାର । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ପାକିସ୍ତାନରୁ…

‘ଜଗନ୍ନାଥ ଧାମ ନାଁ, ଗ୍ରହଣୀୟ ନୁହେଁ’, ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ,…