Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜନ୍ମ ତାରିଖରୁ ଜାଣନ୍ତୁ ଲକି ନମ୍ବର ଓ ସ୍ବଭାବ !

ଭୁବନେଶ୍ବର:ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । କୌଣସି ବ୍ୟକ୍ତିର ଆଚରଣ ଓ ସେ କିଭଳି ବ୍ୟକ୍ତିତ୍ବ ସେ ବିଷୟରେ ଜନ୍ମ ତାରିଖରୁ ଜାଣି ହୁଏ । କେବଳ ଏତିକି ନୁହେଁ କେଉଁ ସଂଖ୍ୟା ଆପଣଙ୍କର ପାଇଁ ଲକି ତାହା ମଧ୍ୟ ଆପଣ ଜାଣିପାରିବେ ।…

ଆଇଏଏସ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ

ଭୁବନେଶ୍ଵର: ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଦାୟିତ୍ଵ ମୁକ୍ତ କରିଛନ୍ତି। ୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା: ନିର୍ମାଣ ହେବ ଓୟୁଏଟିର ସୁଦୃଶ୍ଯ ପ୍ରଶାସନିକ ଭବନ

ଭୁବନେଶ୍ୱର: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ଆଇପିଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ବିଭାଗ…

ଭୁବନେଶ୍ୱର: ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଶୁକ୍ରବାର ଦିନ ଜେଲ୍ କାରାଗାରର ନୂତନ ମହାନିର୍ଦ୍ଦେଶକ (ଡିଜି) ଭାବରେ ଓଡ଼ିଶା ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ତାଙ୍କର ଏହି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି ଓ ସେ ଏବେ…

ଜାତି ଜନଗଣନା ଉପରେ କଂଗ୍ରେସ ଚଲାଇବ ଦସ୍ତଖତ ଅଭିଯାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜନଗଣନା ସହିତ ଜାତିଗତ ଜନଗଣନା କରିବାକୁ ଘୋଷଣା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଦୀର୍ଘ ଦିନ ଧରି ଜାତିଗତ ଜନଗଣନା ପାଇଁ ଦାବି କରିଆସୁଥିଲେ, ଆଉ ଶେଷରେ ବିଜେପି ସରକାର ରାଜି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତିଗତ…

ଭାରତର ଆକ୍ରମଣ ଭୟ; ପିଓକେ ବାସିନ୍ଦାଙ୍କୁ ଘରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବାକୁ ଅପିଲ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି । ପାକିସ୍ତାନର ଭୟ ହେଲା ଭାରତ ତାଙ୍କ ଉପରେ କେତେବେଳେ ବି…

ପାକ୍ ଉପରେ ଭାରତ ଆକ୍ରମଣ କଲେ ଉତ୍ତର-ପୂର୍ବାଞ୍ଚଳର ୭ ରାଜ୍ୟକୁ ଅକ୍ତିଆର କରିବୁ: ୟୁନୁସଙ୍କ ସହଯୋଗୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ମନରେ ଭୟ ଦେଖାଦେଇଛି। କାରଣ ଭାରତୀୟ ସେନା କୌଣସି ମୂହୁର୍ତ୍ତରେ ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହା ମଧ୍ୟରେ ବାଂଲାଦେଶ…

ଭାରତର ୱେବ୍‌ସାଇଟ୍‌କୁ ପାକ୍‌ ହ୍ୟାକରଙ୍କ ଟାର୍ଗେଟ, ସେନା ସ୍କୁଲକୁ ବି ଛାଡିଲେନି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପ୍ରିଲ ୨୨ ତାରିଖରେ ପହଲଗାମରେ ୨୬ ଜଣ ନିରୀହ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଦଣ୍ଡ ଦେବାରେ ଭାରତ କୌଣସି କସରତ ଛାଡୁନାହିଁ। ଅନ୍ୟପକ୍ଷରେ,…

ହିମାଚଳକୁ ୪ର୍ଥଥର ପାଇଁ ବୋମାରେ ଉଡ଼ାଇବାକୁ ମିଳିଲା ଧମକ;ଗୁଇନ୍ଦା ସଂସ୍ଥାର ତଦନ୍ତ ଆରମ୍ଭ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବୋମା ଧମକ। ଏହି ଧମକ ଇମେଲ୍ ମାଧ୍ୟମରେ ମିଳିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଧମକ ସମ୍ପର୍କରେ ପୋଲିସ ସମେତ ସମସ୍ତ ଅଧିକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ସମୟରେ ରାଜ୍ୟରେ ଏହା ଚତୁର୍ଥ ବୋମା ଧମକ । ପୂର୍ବରୁ…

ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ: ମାତ୍ର ୩୮ ମିନିଟରେ ହୋଇଥିଲା ଶେଷ, ଜାଣନ୍ତୁ କେଉଁ ଦେଶ ମଧ୍ୟରେ ହୋଇଥିଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା କଥା ବହୁତ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନୀମାନେ ଧମକ ଦେଉଛନ୍ତି ଯେ ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି, ଯେତେବେଳେ ଭାରତ ମଧ୍ୟ ଶତ୍ରୁ ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…