Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗ୍ରୀଷ୍ମ ପ୍ରବାହ ପାଇଁ ହେବ କି ଅନଲାଇନ କ୍ଲାସ?

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡ଼ିକ ନିର୍ଦ୍ଧାରିତ ସମୟ ଠାରୁ ଆଗୁଆ ବନ୍ଦ କରିଦିଆଯାଇଛି। ଛାତ୍ରଛାତ୍ରୀ ମାନଙ୍କର ପାଠ ପଢାରେ କୌଣସି ଅସୁବିଧା ନ ହେବା ପାଇଁ ଓଡ଼ିଶା ସରକାର ବର୍ତ୍ତମାନ ଅନଲାଇନ କ୍ଲାସ କରିବା ନେଇ ବିଚାର କରୁଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା…

ଭାରତକୁ AT4 ଆଣ୍ଟି-ଆର୍ମର ଅସ୍ତ୍ର ପଠାଇଲା ଏହି ଦେଶ, ସହରୀ ଯୁଦ୍ଧ ପାଇଁ ହୋଇଛି ଡିଜାଇନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାବ୍ ଇଣ୍ଡିଆ(Saab India ) ଭାରତୀୟ ସଶସ୍ତ୍ର ବାହିନୀକୁ ନିଜର ଆଡଭାନ୍ସ AT4 ଆଣ୍ଟି-ଆର୍ମର ସିଷ୍ଟମ ପ୍ରଦାନ କରିଛି। ଏଥିପାଇଁ, AT4CS AST ଭାରିଏଣ୍ଟକୁ ସ୍ୱତନ୍ତ୍ର ଭାବରେ ଚୟନ କରାଯାଇଛି, ଯାହା ସଂକୀର୍ଣ୍ଣ…

ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ପେଗାସନ୍‌ ସ୍ବାଇଓ୍ବେର ମାମଲା ଶୁଣାଣି କରିଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉଦେଶ୍ୟରେ କୌଣସି ଦେଶ ପାଖରେ ସ୍ପାଇଓ୍ବେର ରହିବା କୌଣସି ଖରାପ କଥା ନୁହେଁ। ପ୍ରକୃତ ଚିନ୍ତା ଏହା କରିବା କଥା ଯେ, ଏହି ସ୍ପାଇଓ୍ବେରର…

ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର: ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’। NCERT ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ। ଏଥିପ୍ରତି ଖର୍ଚ୍ଚ ହେବ ୯୦ କୋଟି ଟଙ୍କା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଶିଶୁ…

ପାକିସ୍ତାନର ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସେନାର ଅଟୋନୋମସ ୱେବସାଇଟ୍ ହ୍ୟାକ୍ ପାଇଁ କରୁଥିଲା ଉଦ୍ୟମ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଭାରତର ପ୍ରତିଶୋଧର ଭୟରେ ବଞ୍ଚୁଛି । ଏହା ନିଜର ଆତଙ୍କକୁ ଲୁଚାଇବା ଏବଂ ଭାରତୀୟ ସେନା ବିରୁଦ୍ଧରେ ପ୍ରଚାର ପ୍ରସାର କରିବା ସହିତ, ଘୃଣ୍ୟ ଷଡ଼ଯନ୍ତ୍ର ମଧ୍ୟ ରଚୁଛି । ଏବେ ସୀମା ପାରରୁ ସାଇବର…

ବର୍ଷକରେ ୧ଲକ୍ଷ ଚାରା ରୋପଣ କଲା ବେଦାନ୍ତ ଆଲୁମିନିୟମ

ଝାରସୁଗୁଡା: ୨୨ ଏପ୍ରିଲରେ ବିଶ୍ୱ ପୃଥିବୀ ଦିବସ ୨୦୨୫ ପାଳନ କରିବାକୁ ଏକତ୍ରିତ ହେଉଥିବା ବେଳେ, ଏହି ବର୍ଷର 'ଆମର ଶକ୍ତି, ଆମ ଗ୍ରହ' ବିଷୟବସ୍ତୁ ଏକ ଆକର୍ଷଣୀୟ ସ୍ମରଣକାରୀ ଯେ ଆମ ଗ୍ରହକୁ ସୁରକ୍ଷା ଏବଂ ପୋଷଣ କରିବାର କର୍ତ୍ତବ୍ୟ ଆମ ନିଜ ହାତରେ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟ ଉପରେ ନିର୍ଭର…

ଜାତୀୟ ସୁରକ୍ଷା ସହ ଜଡିତ ସୂଚନା ସେୟାର ବେଳେ ସତର୍କତା ଜରୁରୀ; CERTର ଆଡଭାଇଜରୀ ଜାରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ବେଦନଶୀଳ ସୁରକ୍ଷା ପରିସ୍ଥିତି ମଧ୍ୟରେ, ଜାତୀୟ ସାଇବର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ନ୍ୟାସନାଲ ସିଇଆରଟି) ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛି। ଏଥିରେ, ଜାତୀୟ ସୁରକ୍ଷା ସହ…

ଭାରତ ବଡ଼ ଆକ୍ସନ ପାଇଁ ହେଉଛି ପ୍ରସ୍ତୁତ! ଆସନ୍ତାକାଲି ପୁଣି ଥରେ ବସିବ ସିସିଏସ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ସକାଳ ୧୧ଟାରେ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଏସ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ। ପହଲଗାମ ଆକ୍ରମଣ ପରେ ଏହା…

ଭାରତର ଏୟାର ଷ୍ଟ୍ରାଇକ ଆଶଙ୍କାରେ ଛାନିଆ ପାକିସ୍ତାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ସୂଚନା ଅନୁଯାୟୀ, ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ପାଇବା ପାଇଁ…

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ତାଳଚେର: ପୋଲିସ ବାବୁଙ୍କ ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଖବର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡା ଅଞ୍ଚଳରେ । ମୃତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ । ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ…