Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି, ଅର୍ଥାତ୍ ମେ ୨୪ରେ କେରଳ ଛୁଇଁଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଉଁଥିବା ବେଳେ ଏଥର ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଯାହା ଗତ ୧୬ ବର୍ଷ ପରେ ସଅଳ…

ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ, ୫୪ ବର୍ଷରେ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ । ଗତକାଲି ଅର୍ଥାତ୍ ମେ ୨୩ ତାରିଖରେ ତାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ତାଙ୍କର ଦେହ ବହୁତ ଖରାପ ରହୁଥିବାରୁ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ ଶୁକ୍ରବାର ୫୪ ବର୍ଷୀୟ ତାଙ୍କ ତାଙ୍କ ପାର୍ଥୀବ ଶରୀର ତ୍ୟାଗ କାରିଛନ୍ତି ।…

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ପ୍ରଭାବରେ ବଦଳିଲା ପାଗର ମିଜାଜ୍ 

ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ। ଏହାର ସାଧାରଣ ସମୟସୀମା ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ ଦେଶକୁ ପ୍ରବେଶ କରିବାକୁ ଯାଉଛି। ଏଥିସହିତ କେରଳରେ ଏହି ବର୍ଷ ମୌସୁମୀ ପହଞ୍ଚିବା ଗତ ୧୬ ବର୍ଷ ମଧ୍ୟରେ ସବୁଠାରୁ ଶୀଘ୍ର ପହଞ୍ଚିବ ମୌସୁମୀ । ଏନେଇ ସୂଚନା…

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୩୦ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହିନ୍ଦୋଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି। ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିମାଡର ଶିକାର ହୋଇଥିଲେ ଫରେଷ୍ଟ ଗାର୍ଡ। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କଇ ରିଜର୍ଭରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ(୩୭) ବୋଲି…

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ଵର: ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆଜିଠୁ ଆରମ୍ଭ ହେବ। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ଯାଏଁ ଚାଲିବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ, ଜୁଲାଇ ୭ରେ ପ୍ରଥମ ମେରିଟ୍‌…

ଶ୍ରୀ ଭାଗବତ ସାର ୪୬: ଯେଉଁ ପରମ ଯୋଗୀ ପୁରୁଷ ଆତ୍ମାରେ ପରମାତ୍ମିକ ସତ୍ତାଙ୍କ ଉପସ୍ଥିତି ଅନୁଭବ କରନ୍ତି ସେ ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର କିଛି ସାର କଥା ଆଲୋଚନା କରିବାର ଉଦ୍ୟେଶ ନେଇ, ଏହି "ଶ୍ରୀ ଭାଗବତ ସାର " ରଚନାର ଶୁଭ ଆରମ୍ଭ ହୋଇଥିବାରୁ ଏଥିରେ ଭାଗବତର ବିଷୟ ବସ୍ତୁ ଛଡା କିଛି ଏପରି ବିଷୟର ଚର୍ଚ୍ଚା କରିବା ଯାହା ସାଧାରଣ ମନରେ କୌତୁହଳ…

ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।…

ରୋଗୀ ସେବାର ଉନ୍ନତି ପାଇଁ ଗବେଷଣାକୁ ସାକ୍ଷମ କରିବା: ଏସ୍‌ସିବି ମେଡିକାଲ୍ କଲେଜରେ ଗବେଷଣା ପ୍ରଣାଳୀ କାର୍ଯ୍ୟଶାଳା

କଟକ: ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ୟୁନିଟ୍ (MRU) ରେ ଆୟୋଜିତ ତିନି ଦିନିଆ ଗବେଷଣା ପ୍ରଣାଳୀ କାର୍ଯ୍ୟଶାଳା ବ୍ୟାପକ ସଫଳତା ସହିତ ଶେଷ ହୋଇଛି। ୨୧ ରୁ ୨୩ ମଇ ଯାଏଁ ଏହି କାର୍ଯ୍ୟଶାଳୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାଜ୍ୟ…

ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ, ପାକ୍ ବିମାନ ପାଇଁ ଏନଓଟିଏଏମକୁ ମାସେ ବୃଦ୍ଧି କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ। ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପୂର୍ବରୁ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସରକାର ମେ ୨୩ ପର୍ଯ୍ୟନ୍ତ…

ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟ୍ୱିନ ସିଟିର ଟ୍ରାଫିକ୍ ଭିଡ ହ୍ରାସ ଓ ସୌନ୍ଦର୍ଯ୍ୟକରଣକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ ଯୋଜନା ସମ୍ପର୍କରେ ଆଲୋଚନା…