Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ବର୍ଷିବ! ବିଜୁଳି ଓ ଘଡ଼ଘଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା। ବିଜୁଳି ଓ ଘଡ଼ଘଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଣ୍ଟା ପ୍ରତି…

ଶ୍ରୀ ଭାଗବତ ସାର ୧୮: ଭଗବାନଙ୍କ ନିକଟରେ ଯିଏ ଶରଣାପନ୍ନ ହୁଅନ୍ତି ସେହି ପ୍ରକାରେ ପ୍ରଭୁଙ୍କର କୃପା ପ୍ରାପ୍ତ ହୁଅନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଯେ ନିଜେ ସତ ସ୍ୱରୂପ ପରମେଶ୍ୱର ଏଥିରେ ଆଉ ସନ୍ଦେହ ନାହିଁ। ଏବେ ଆମେ ଚିନ୍ତା କରିବା କାହିଁକି ଏ ମଣିଷ ସର୍ବଦା ଶ୍ରୀମଦ ଭାଗବତଙ୍କ ସାଙ୍ଗରେ ରହିବ, ଅବା ଅନ୍ୟ ଅର୍ଥରେ କହିଲେ ସତସଙ୍ଗ କରିବ? ଏହି କଥା…

ଏହି ରୋଗୀ ଖାଲି ପେଟରେ ଉଷୁମ ପାଣି ପିଅନ୍ତୁ ନାହିଁ..

ଭୁବନେଶ୍ବର: ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଭଲ । ଏହାଦ୍ୱାରା ଓଜନ ହ୍ରାସ, ପେଟ ସଫା ଏବଂ ଅନେକ ଲାଭ ମିଳିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ସକାଳେ ଗରମ ପାଣି ପିଇବା ତାଙ୍କୁ ଅସୁବିଧାରେ ପକାଇ ପାରେ । ଏପରି ୫ଟି ରୋଗ ଅଛି , ଯେଉଁଥିରେ ସକାଳେ ଗରମ ପାଣି ପିଇବା ଦ୍ବାରା ସମସ୍ୟାକୁ…

ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢ଼ିଲା ଅଡୁଆ; ଆଗୁଆ ଜାମିନ ଆବେଦନ ଖାରଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଢ଼ିଲା ଅଡୁଆ । ୨୦୧୯ ଷ୍ଟେନୋ ଦେବନାରାୟଣ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ମନୀଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଏହି ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ଭି. ବେଣୁଗୋପାଳ ଓ…

ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ; ଅନୁଭବ ଦେବେନି କୌଣସି କ୍ଷତିପୂରଣ

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଅନୁଭବ…

ମଣପ୍ପୁରମ ସୁନା ଲୁଟ୍‌ ଘଟଣାରେ ଆଉ ୪ ଗିରଫ; ଲୁଟ୍‌ ସୁନା ବିକି କିଣୁଥିଲେ ପାକିସ୍ତାନୀ ବନ୍ଧୁକ

ସମ୍ବଲପୁର: ଗତ ଜାନୁଆରି ମାସ ୩ ତାରିଖରେ ସମ୍ବଲପୁର ସହରର ବୁଢ଼ାରଜାସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡ୍‌ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଲା । ପୋଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଦିଲ୍ଲୀ ପୋଲିସ ସହଯୋଗ କରିଥିଲା। ଲୁଟ ସୁନା ବିକି…

ମେ’ ୧ରୁ ୨୦ ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ୱର: ଚଳିତ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନସିଂ…

ପହଲଗାମ ଆତଙ୍କବାଦୀ ଆକ୍ରମଣ; ମଟନ୍ ରୋଗାନ୍ ଜୋଶ୍ ବଞ୍ଚାଇଦେଲା ୧୧ ଜୀବନ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଲେ କେରଳର କୋଚିର ଏକ ପରିବାର । ମଟନ୍ ରୋଗାନ୍ ଜୋଶ୍ ବଞ୍ଚାଇଦେଲା ୧୧ ଜୀବନ । ଲାବଣ୍ୟା, ଯିଏ ଦଶ ଜଣ ପରିବାର ସଦସ୍ୟଙ୍କ ସହିତ ଛୁଟି କଟାଇବାକୁ କଶ୍ମୀର ଆସିଥିଲେ । ସେ କହିଛନ୍ତି ଯେ କିପରି…

ସିକିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ଫସି ରହିଛନ୍ତି ୧୦୦୦ରୁ ଅଧିକ ପର୍ଯ୍ୟଟକ

ସିକିମ: ଉତ୍ତର ସିକିମରେ ଲଗାତାର ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ, ହଜାରରୁ ଅଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଚୁଙ୍ଗଥାଙ୍ଗ ଗୁରୁଦ୍ୱାରା ଏବଂ ଆଇଟିବିପି କ୍ୟାମ୍ପରେ ପ୍ରାୟ ୨୦୦ ପର୍ଯ୍ୟଟକ ଗାଡ଼ି ଫସି ରହିଛି, ଲାଚୁଙ୍ଗରେ ପ୍ରାୟ ୧୦୦୦…

ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ଉଦ୍ଧାର ହେଲା ମାଓ ଡ଼ମ୍ପ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ଗୋରାସେତୁ ଓ ଯୋଡାମ୍ବ ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ୍ ବାଟାଲିୟନ ପକ୍ଷରୁ…