Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଏମସି ଉଚ୍ଛେଦକୁ ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍

ଭୁବନେଶ୍ୱର: ବିଏମସି ଉଚ୍ଛେଦକୁ ନେଇ ହାଇକୋର୍ଟଙ୍କ ଫକ୍ଷରୁ ମିଳିଲା ଗ୍ରୀନ୍ ସିଗନାଲ୍। ଘାଟିକିଆ ବାରମାଣସାହି ଗାଁକୁ ଯାଇଥିବା ବିଏମସି ରାସ୍ତାରୁ ହଟିବ ଅବରୋଧ। ବେଆଇନ ଭାବେ ବନ୍ଧା ଯାଇଥିବା ଟେଣ୍ଟ୍ ଉଖୁଡ଼ିବ। ବିଏମସିର ପିଚୁ ରାସ୍ତାରେ ଗଦା ଯାଇଥିବା ମାଟିକୁ ଉଚ୍ଛେଦ କରିବ ବିଏମସି।…

ପହଲଗାମ ଆତଙ୍କୀ ଆକ୍ରମଣ: ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ

ଭୁବନେଶ୍ବର: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଶ୍ରୀନଗରରୁ ଆଜି ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ । ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ । ଏହା ପରେ ବାଲେଶ୍ବର ରେମୁଣା ଅଞ୍ଚଳର…

ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଭୁବନେଶ୍ବର: ଅପ୍ରେଲ ୨୩ ତାରିଖ ଅର୍ଥାତ୍ ଆଜି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ…

ସେନା-ଆତଙ୍କୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍…

ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌

ଭୁବନେଶ୍ୱର: ଆହୁରି ମଜଭୁତ ହେବ ଅଗ୍ନିଶମ ବିଭାଗ। କାରଣ ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌। ଗୋଟିଏ ଉପକୂଳ ଓ ଅନ୍ୟଟି ପଶ୍ଚିମାଞ୍ଚଳରେ ରହିବ। ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ ଲାଗି ପଡ଼ିଛନ୍ତି। ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ…

ସାମ୍ନାକୁ ଆସିଲା ଜମ୍ମୁ-କଶ୍ମୀର ଆତଙ୍କୀର ପ୍ରଥମ ଫଟୋ; ସେପଟେ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋଟି ଘଟଣାସ୍ଥଳର । ଯେଉଁଥିରେ ଆକ୍ରମଣକାରୀ ହାତରେ ଏକ ବନ୍ଧୁକ ଧରିଛନ୍ତି । ଯଦିଓ ଏହି ଫଟୋଟି ପଛରୁ ଉଠାଯାଇଛି । ଏପରି ପରିସ୍ଥିତିରେ ଆତଙ୍କବାଦୀର ମୁହଁ…

ଅସହ୍ୟ ତାତି: ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ସହ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ। ଅସହ୍ୟ ତାତି ଓ ଗରମ ସାଙ୍ଗକୁ ଗୁଳୁଗୁଳି। ତାତିରୁ ନାହିଁ ନିସ୍ତାର, ଜଳୁଛି ପଶ୍ଚିମ ଓଡ଼ିଶା। ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ଜାରି କରିଛି ପାଣିପାଗ ବିଭାଗ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ଓ ହିଟ ୱେଭ ପାଇଁ ୭ ଜିଲ୍ଲାକୁ…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି କଶ୍ମୀର ବନ୍ଦ ଡାକରା

ଶ୍ରୀନଗର; ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କଲେ । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶର ଲୋକଙ୍କ…

ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍‌ଲା ପରେ ହାଇଆଲର୍ଟରେ ଦିଲ୍ଲୀ ଓ ମୁମ୍ବାଇ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରିଛନ୍ତି । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଓ ତିନି ଜଣ ସ୍ଥାନୀୟବାସିନ୍ଦା ରହିଛନ୍ତି । ଏହି…

ପହଲଗାମ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ଏହି ଦୁଇ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର…