Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପହଲଗାମ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ଏହି ଦୁଇ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର…

ସ୍ନାୟୁ ରୋଗର ଶିକାର ହେଲେ ଦେଖାଯାଏ ଏହି ଲକ୍ଷଣ..

ଭୁବନେଶ୍ବର: ଏପରି କିଛି ରୋଗ ଅଛି ଯାହା ଅନେକ ଲୋକ ଜାଣିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ ଉକ୍ତ ରୋଗ ସାଙ୍ଘାତିକ କରିଦିଏ । ଯେପରିକି ସ୍ନାୟୁ ସମ୍ବନ୍ଧୀୟ ରୋଗ । ଏହି ସ୍ନାୟୁ ସମ୍ବନ୍ଧୀୟ ଜନିତ ବ୍ରେନ୍ ଟ୍ୟୁମର, ମସ୍ତିଷ୍କ ଆଘାତ ଓ ମେରୁଦଣ୍ଡ ଆଘାତ ଜନିତ ରୋଗୀଙ୍କ ସଂଖ୍ୟା ଏବେ ବୃଦ୍ଧି…

ପହଲଗାମ୍‌ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଦିଲ୍ଲୀରେ ପହଞ୍ଚିବା ପରେ ଆଜି ସକାଳୁ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି । ବୈଠକରେ…

ଶ୍ରୀ ଭାଗବତ ସାର ୧୫: ଏ ବ୍ରହ୍ମାଣ୍ଡରେ ଏକ ମାତ୍ର ଆଶ୍ରୟଦାତା ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ ଅନୁରାଗ ଡୋରିରେ ବାନ୍ଧିବା ପାଇଁ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନେହ ଲୋଡ଼ା ସେପରି ପ୍ରଭୁଙ୍କର ଆଶ୍ରୟ ବି ଲୋଡ଼ା। ପ୍ରଭୁଙ୍କର ଆଶ୍ରିତ ନହେଲେ ଆମର ବା ଏ ଜୀବଙ୍କର ଅନ୍ୟ ଗତି ନାହିଁ। ଏ…

ମଧ୍ୟରାତ୍ରିରେ ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ପହଞ୍ଚିବା ମାତ୍ରେ ସିସିଏସ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ଅଛନ୍ତି । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଭାରତ…

ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଟିଆରଏଫ ଆତଙ୍କବାଦୀ ସଂଗଠନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ ) ନିଜକୁ ଦାୟୀ କରିଛି। ଟିଆରଏଫ ନାମରେ ଜଣାଶୁଣା ଏହି ସଂଗଠନ କହିଛି ଯେ, ଉପତ୍ୟକାରେ ଏପରି ଆକ୍ରମଣ ଜାରି ରହିବ। ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ…

ଯାଅ ମୋଦିଙ୍କୁ କହିବ; କାଶ୍ମୀରରେ ମୃତକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର ଶିବମୋଗାର ମଞ୍ଜୁନାଥ ରହିଛନ୍ତି। ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ପୁଅ ସହିତ ଜମ୍ମୁ କାଶ୍ମୀରରେ ଛୁଟି…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକଙ୍କ ନାଁ ପଚାରିଲେ, ଗୁଳି ମାରିଦେଲେ..

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ମଙ୍ଗଳବାର ଦିନ ଅପରାହ୍ନରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ଜଣଙ୍କ ମୃତ୍ୟୁର ଆଶଙ୍କା କରାଯାଉଛି। ଏହା ମଧ୍ୟରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ସୂଚନା…

ରାଜ୍ୟରେ ନକଲି ଶିକ୍ଷକ ତଦନ୍ତର ସବିଶେଷ ବିବରଣୀ ମାଗିଲେ ହାଇକୋର୍ଟ

କଟକ: ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି। ସୂଚନାଥାଉକି…

କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପହେଲଗାମ ଠାରେ ଆଜି ଉଗ୍ରପନ୍ଥୀମାନେ ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଧିକ…