Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତଳକୁ ଖସୁଛି ସୁନା ଦର: ଜାଣନ୍ତୁ ଆଜି କେତେ କମିଲା…

ଭୁବନେଶ୍ବର: ଏବେ ଲଗାତାର ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟ୍ରେଡ୍ ବଜାରରେ ଅସ୍ତିରତା କାରଣରୁ ଧିରେ ଧିରେ ତଳକୁ ଖସିବାରେ ଲାଗିଛି ହଳଦିଆ ଧାତୁ । ରେକର୍ଡ ସଂଖ୍ୟକ ହ୍ରାସ ପାଇନଥିଲେ ମଧ୍ୟ ଦିନକୁ ଦିନ ଦରରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ।…

‘କେବଳ ଘରେ ପଶିକି ମାରନି…ପଶିକି ବସିରୁହ’, ସରକାରଙ୍କୁ ଆହ୍ବାନ ଦେଲେ ଓଓ୍ବେସି

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଏବେ ଏକାଠି ହୋଇଛି ପୂରା ଦେଶ । ବିରୋଧୀ ଶାସକ ମଧ୍ୟ ଏକମତ ରଖୁଛନ୍ତି….‘ଆତଙ୍କୀଙ୍କୁ ଶେଷ କର । ପିଓକେକୁ ଅକ୍ତିଆରକୁ ଆଣ ।’ ଯାହାକୁ ନେଇ ପ୍ରତିଦିନ ନେତାଙ୍କ ବୟାନ ସାମ୍ନାକୁ ଆସୁଥିବା ବେଳେ , ଆତଙ୍କୀଙ୍କ କାର୍ଯ୍ୟକଳାପ ନେଇ ସରକାର ବିରୋଧୀ ଖବରର…

ଏନଆଇଏର ବଡ଼ ଖୁଲାସା; ବୈସାରନ ଘାଟିରୁ ୧୦ କିମି ଦୂରରେ ଲୁଚାଇ ରଖାଯାଇଥିଲା ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣର NIA ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇଏସଆଇ ଏବଂ ପାକିସ୍ତାନ ସେନା ମଧ୍ୟରେ ସମ୍ପର୍କ ଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବେତାବ ଘାଟିରେ…

ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ଡାକ୍ତରଙ୍କୁ ବାଧ୍ୟତାମୂଳକ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ଦେଶର ସମସ୍ତ ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ବାଧ୍ୟତାମୂଳକ କରାଯାଉ। ଏହି ନିର୍ଦ୍ଦେଶ ଔଷଧ କମ୍ପାନୀଗୁଡ଼ିକର ଅନୈତିକ ବ୍ୟବସାୟ ଅଭ୍ୟାସକୁ ରୋକିବା ଏବଂ ରୋଗୀମାନଙ୍କ ପାଇଁ…

କେଉଁଟା ସତ?: ପୁଣି ଭାଇରାଲ ହେଲା ହାନିଆ ଆମିରଙ୍କ ପୋଷ୍ଟ, ଏଥର ଭାରତ…

ନୂଆଦିଲ୍ଲୀ: ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଭାରତରେ ବହୁତ ଲୋକପ୍ରିୟତା ରହିଛି। ହେଲେ ପହଲଗାମ ଆକ୍ରମଣ ପରେ ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତା କାରଣରୁ ଦେଶ ସମସ୍ତ ପାକିସ୍ତାନୀ ଅଭିନେତାଙ୍କ ସୋସିଆଲ ମିଡ଼ିଆ ବ୍ୟନ୍ କରିବା ପରେ ପହଲଗାମ୍ ଆକ୍ରମଣ…

ବୈଦିକ ରୀତିନୀତିରେ ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର ଦ୍ବାର

ଡେରାଡୁନ୍: ଦୀର୍ଘ ଛଅ ମାସ ପରେ ଉତ୍ତରାଖଣ୍ଡରେ ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର ଦ୍ବାର । ଆଜି ସକାଳ ୭ଟାରେ ବୈଦିକ ରୀତିନୀତିରେ ଖୋଲା ହୋଇଛି ଦ୍ବାର । ଏହି ସମୟରେ ହରହର ମହାଦେବ, ଜୟ ଭବାନୀ, ଜୟ ବାବା କେଦାରନାଙ୍କର ଜୟ, ଘଣ୍ଟ ଘଣ୍ଟା ଓ ଓଁକାର ଧ୍ବନୀରେ ପ୍ରକମ୍ପିତ ହେଲା ଗଗନ ପବନ ।…

ବିଜେପିର ଜାତି ଜନଗଣନା ନିଷ୍ପତ୍ତି: ମୋଦୀ ସରକାର କାହିଁକି ନେଲେ ୟୁ-ଟର୍ଣ୍ଣ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗାମୀ ଜନଗଣନାରେ ଜାତି ଆଧାରିତ ଗଣନା କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀ ଓ ରାଜନୈତିକ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ଦୀର୍ଘ ସମୟ ଧରି ଜାତି ଜନଗଣନାକୁ ବିଭାଜନକାରୀ ବୋଲି ଅଭିହିତ କରି…

‘ପହଲଗାମ ଆକ୍ରମଣ ପରେ ଭାରତ ଉପରେ ୧୦ ଲକ୍ଷରୁ ଅଧିକ ଥର ସାଇବର ଆକ୍ରମଣ ହୋଇଛି’

ମୁମ୍ବାଇ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ଏକାଧିକ ବୈଠକ ଚାଲିଛି । ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଉଛି । ଅନ୍ୟପକ୍ଷରେ, ଭାରତ ଉପରେ ସାଇବର ସୁରକ୍ଷାର ବିପଦ ମଧ୍ୟ ଘନୀଭୂତ ହେଉଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ…

ରଥଯାତ୍ରା ଇତିହାସରେ ପ୍ରଥମ: ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ

ପୁରୀ: ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି…

ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ: ଚାରି ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ସତର୍କତା

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହିତ କୁଆପଥର ମାଡ଼ ଯୋଗୁଁ ୪୦ରୁ ଅଧିକ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇଥିବା ବେଳେ ପ୍ରାୟ ୧୦୦ଟି ବିମାନ ବିଳମ୍ବିତ ହୋଇଛି। ଦିଲ୍ଲୀର ଦ୍ୱାରକାରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ…