Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ ଏହି ସବୁ ପରିବର୍ତ୍ତନ ଆସେ…

ଭୁବନେଶ୍ବର : ଆଜିର ଜୀବନଶୈଳୀ, ଖାଦ୍ୟପେୟ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରୁଛି । ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଥାଏ । ପ୍ରଥମଟି ହେଲା 'ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ' (low density lipoproteins/LDL) ବା ଖରାପ କୋଲେଷ୍ଟ୍ରଲ ଏବଂ ଦ୍ବିତୀୟଟି 'ହାଇ ଡେନସିଟି…

ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଖସାପଡା ନୀତି…

ସରିଲା ରେଲୱେ ଟ୍ରାକ୍‌ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ

କଟକ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କାରଣ…

ପାଣିକୁ ଧୀରେ ଧୀରେ କାହିଁକି ପିଇବାକୁ ପରାମର୍ଶ ଦିଆଯାଏ ?

ଭୁବନେଶ୍ବର: ସ୍ୱାସ୍ଥ୍ୟ ପାଇଁ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,କିନ୍ତୁ ପାଣିକୁ ସଠିକ୍ ଭାବରେ ପିଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଅନେକ ଲୋକ ଢକଢକ କରି ଶୀଘ୍ର ପାଣି ପିଅନ୍ତି, ଯେଉଁଥିପାଇଁ ଶରୀର ସମ୍ପୂର୍ଣ୍ଣ ଲାଭ ପାଇ ନଥାଏ । ଉଭୟ ମେଡିକାଲ ସାଇନ୍ସ ଏବଂ ଆୟୁର୍ବେଦ ହିସାବରେ…

ଚୈତ୍ର ନବରାତ୍ରୀର ନଅ ଦିନ ଏହି ଭୋଗ କରନ୍ତୁ; ମିଳିବ ବିଶେଷ କୃପା

ଭୁବନେଶ୍ବର:ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି, ଯାହା ୬ଏପ୍ରିଲରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ ଭଗବତୀଙ୍କର ନଅ ସ୍ବରୂପଙ୍କ ପୂଜା କରାଯାଏ । ନବରାତ୍ରୀରେ ବ୍ରତ କରି ମା'ଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ତେବେ ଜାଣିଛନ୍ତି କି ନବରାତ୍ରୀର ଏହି…

ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଅରୁଣାଚଳ ପ୍ରଦେଶରେ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସରେ' ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।…

ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର

ନୂଆଦିଲ୍ଲୀ: ଡିଜିଟାଲ୍ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଭାରତ ବର୍ତ୍ତମାନ ଅଣ୍ଟା ଭିଡିଛି । ନିକଟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ମାଧ୍ୟମରେ ଦେଶର ନିଜସ୍ୱ ୱେବ୍ ବ୍ରାଉଜର ସୃଷ୍ଟି କରିବା…

ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା

ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିିରେ ରଖି ଚଳିତବର୍ଷ ରାଜ୍ୟରେ କଇଁଛଙ୍କ ଆଗମନ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ କଇଁଛ ଓଡ଼ିଶା ଆସିଛନ୍ତି। ଏହାକୁ ନେଇ ପରିବେଶପ୍ରେମୀ ଅଧିକ ଉତ୍ସାହିତ ହୋଇଥିବାବେଳେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ପକ୍ଷରୁ…

ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ

କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା  ସହିତ ସେମାନେ  ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ…

ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ବଡ ବୟାନ ଦେଇଛନ୍ତି। ଇରାନକୁ ଏକପ୍ରକାର ସ୍ପଷ୍ଟ ଧମକ ଦେଇଛନ୍ତି ଟ୍ରମ୍ପ । ନ୍ୟୁକ୍ଲିୟର ବୁଝାମଣାରେ ସହମତି ନଦେଲେ ଇରାନ ଉପରେ ବୋମାମାଡ ହେବ ବୋଲି କହିଛନ୍ତି। ଏହା ସହିତ ଦେଶକୁ ବଡ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିବ…