Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ପୁଣି ଖୋଲିବ ବନ୍ଦ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ…

ତେଜସ୍ବୀ ସିଏମ୍ ଫେସ୍… କାହିଁକି ସହମତ ହେଉନି କଂଗ୍ରେସ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି । ଏବେଠୁ ସବୁ ରାଜନୈତିକ ଦଳ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି । ଏନଡିଏ ବିହାରର ସବୁ ଜିଲ୍ଲାରେ ମିଳିତ କର୍ମକର୍ତ୍ତା ସମ୍ମିଳନୀ କରୁଛି ତ ସମ୍ବାଦ କାର୍ଯ୍ୟକ୍ରମ କରୁଛନ୍ତ ତେଜସ୍ବୀ ଯାଦବ । ସେପଟେ ରାଜ୍ୟରେ ନେତୃତ୍ବ…

ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ…

କାହିଁକି ଗାଜାରେ ହମାସକୁ ବିରୋଧ?

ନୂଆଦିଲ୍ଲୀ: ଗାଜାରେ ହମାସର କାଉଣ୍ଟଡାଉନ୍ ଆରମ୍ଭ ! ହମାସକୁ ଜୋରଦାର ବିରୋଧ । ହମାସ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ । ଲଗାଇଲେ ହମାସ ଆଉଟ୍ ନାରା। ଯେଉଁ ଗାଜା ଉପରେ ହମାସକୁ ଶରଣ ଦେବା ନେଇ ଆରୋପ ଲାଗୁଥିଲା, ଏବେ ସେଇ ଗାଜାର ଲୋକେ ହମାସ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଗାଜାରେ…

କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ…

ଆସିଛି ସାଂଘାତିକ ଅଭିଯୋଗ: ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ହଜାରେ ଦେଲେ ମିଳୁଛି ଛୁଆ!

ସୁନ୍ଦରଗଡ: ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌) କର୍ମଚାରୀଙ୍କ ନାମରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି। ସୂଚନାମୁତାବକ , ଟଙ୍କା ପାଇଁ ୪୦…

ଡରାଉଛି ସୁନାଦର; ୯୦ ହଜାର ଡେଇଁଲା ସୁନା

ଭୁବନେଶ୍ବର: ବେଲଗାମ୍ ହେଲାଣି ସୁନାଦର । ସୁନା କିଣିବାକୁ ଯାଉଥିଲେ ଏବେ ଆହୁରି ପକେଟ ଖାଲି କରିବାକୁ ପଡିବ । ଆଜି ଅର୍ଥାତ୍‌ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦ ହଜାର ୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍…

ଜିଓ ୧୭୫ପ୍ଲାନ; ଡାଟା ସହ ୧୦ ଓଟିଟି ଆପର ମିଳିବ ମଜା

ଭୁବନେଶ୍ବର: ଆପଣ ନୂଆ ୱେବ୍ ସିରିଜ୍ ଏବଂ ଫିଲ୍ମ ଦେଖିବା ପାଇଁ ପସନ୍ଦ କରନ୍ତି, ଯେଉଁଥିପାଇଁ ଆପଣ ବିଭିନ୍ନ OTT ଆପ୍ ର ସବସ୍କ୍ରିପସନ୍ କିଣିବା ପାଇଁ ପ୍ରତି ମାସରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି? ତେଣୁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଆମେ ଆପଣଙ୍କ ପାଇଁ ଏପରି ଶସ୍ତା ପ୍ଲାନ ପାଇଛୁ…

ସାଂସଦଙ୍କ ପରେ ଏବେ ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ। ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଶୂନ୍ୟକାଳରେ ଦାବି ଉଠାଇଲା ବିଜେଡି। ସାଂସଦଙ୍କ ପରେ ଏବେ ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି। ବିରୋଧୀ…

ପାତ୍ରପଡ଼ାରେ ଗୋରୁ ବୋଝେଇ ଗାଡ଼ି ଜବତ: ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ। ପାତ୍ରପଡ଼ା ଭି-ଟୁ ସାମ୍ନାରୁ ଗୋରୁ ଗାଡି ଜବତ କରିଛନ୍ତି ଗୋ ସେବକ। ଗୋ ସେବକ ଗାଡ଼ିକୁ ଗୋଡେଇବାରୁ ଗାଡି ଛାଡ଼ି ଚାଳକ ଫେରାର ହୋଇଛନ୍ତି। ଗାଡ଼ିରେ ୧୩ରୁ ଉର୍ଦ୍ଧ୍ବ ଗୋରୁ ଥିବା ଜଣାପଡ଼ିଛି। ସୂଚନା ମୁତାବକ, ପାତ୍ରପଡ଼ା…