Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଇଫତାର୍ ପାର୍ଟିକୁ ନେଇ ବିବାଦ, ରାଗିଗଲେ ଆମେରିକାନ୍ ମୁସଲିମ୍

ୱାଶିଂଟନ: ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ବାର୍ଷିକ ଇଫତାର ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ପାର୍ଟିରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟ ପାଇଁ ​​ଆମେରିକୀୟ ମୁସଲିମ ସମ୍ପ୍ରଦାୟକୁ ଧନ୍ୟାବାଦ ଏବଂ କୃତଜ୍ଞତା ପ୍ରକାଶ କରିଥିଲେ। କିନ୍ତୁ…

ଏହି ଲକ୍ଷଣ ଥିଲେ ଜାଣିବେ କିଡନୀରେ ଷ୍ଟୋନ ହେଇଛି..

ଭୁବନେଶ୍ବର: ଆଜିକାଲି କିଡନୀ ଷ୍ଟୋନ ସମସ୍ୟା ବଢିବାକୁ ଲାଗିଲାଣି । ଏହି ସମସ୍ୟା ହେଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ । କିଡନୀ ଆମ ଶରୀରରୁ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ…

କଠୁଆରେ ବଡ଼ ଏନକାଉଣ୍ଟର; ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଗତ ୪ ଦିନ ଧରି ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଚାଲିଛି। ଗୁରୁବାର ଦିନ, ରାଜବାଗର ଘାଟି ଜୁଥାନା ଅଞ୍ଚଳର ଜଖୋଲେ ଗାଁ ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ତିନି ଜଣ ଆତଙ୍କବାଦୀ ନିହତ…

ସନସ୍କ୍ରିନକୁ ନେଇ ଆମ ମନରେ ଥିବା ଭୁଲ ଧାରଣା..

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକମାନେ ନିଜ ସ୍କିନ ସୁରକ୍ଷା ବିଷୟରେ ସଚେତନ ହୁଅନ୍ତି । ସୂର୍ଯ୍ୟଙ୍କ ଶକ୍ତିଶାଳୀ କିରଣରୁ ନିଜକୁ ରକ୍ଷା କରିବା ପାଇଁ ସନସ୍କ୍ରିନ ବ୍ୟବହାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ଆଜି ବି ଅନେକ ଲୋକ ଏହା ବିଷୟରେ ଅନେକ ଭୁଲ ଧାରଣାର…

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଦୁଇ ରାଉଣ୍ଡ ଫୁଟିଲା ଗୁଳି, ଦୁଇ ଅଟକ

ରାଉରକେଲା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ ଘଟିଛି। ରଘୁନାଥପାଲି ଥାନା ଦେ ଗାଁର ଏକ ଢାବା ନିକଟରେ ପ୍ରଥମେ ବଚସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାପରେ ଶେଷରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିବା…

ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’, ନିଷ୍ପତ୍ତି ନେଲା କ୍ରୁଟ୍

ଭୁବନେଶ୍ୱର: ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ୍‌। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର ଓ ରାୟଗଡ଼ାରେ ଆମ ବସ ଗଡ଼ିବ।…

ଗୋଲାପ ଜଳ ବ୍ୟବହାରର ସଠିକ୍ ଉପାୟ ..

ଭୁବନେଶ୍ବର: ଗୋଲାପ ଜଳ ଆମ ତ୍ୱଚା ପାଇଁ ବେଶ୍ ଭଲ ।  ସୁନ୍ଦର ତଥା କୋମଳ ତ୍ୱଚା ପାଇଁ ସବୁବେଳେ ମୁହଁରେ ଗୋଲାପ ଜଳ ଲଗାଇବାକୁ କୁହାଯାଏ । ଗୋଲାପ ଜଳରେ ଭିଟାମିନ୍ ସି, ଆଣ୍ଟିସେପ୍ଟିକ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସମେତ ଅନେକ ପୋଷକତତ୍ତ୍ୱ ମିଳିଥାଏ । ସବୁଦିନେ ଯଦି…

ମର୍ଣ୍ଣିଂ ୱାକ୍‌ କରିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବାଲେଶ୍ୱର: ମର୍ଣ୍ଣିଙ୍ଗ୍ ୱାକ୍‌ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଆଇଚର୍‌। ଚାଲିଗଲା ଯୁବକଙ୍କ ଜୀବନ। ମୃତକ ହେଲେ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପୁଅ ବିଜୟ କୁମାର ଜେନା। ୧୬ ନଂ ଜାତୀୟ ରାଜପଥ ଗୁଣୁଦା ଛକଠାରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାହାନଗା ବ୍ଲକ…

ନିଆଁର ବର୍ଷା: ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣିଂ, ୪୦ ଡିଗ୍ରୀ ଡେଇଁଲା ୮ ସହରର ପାରଦ

ଭୁବନେଶ୍ୱର: ଆସନ୍ତା ତିନି ଦିନ ନିଆଁର ବର୍ଷା। ଆଜିଠୁ ପୁଣି ଜାଳିବ ଖରା। ଜଳିବ ପଶ୍ଚିମ ଓଡ଼ିଶା। ଅସମ୍ଭାଳ ହେବ ତାତି। ଆଜିଠୁ ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣି । ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା। ଆଜି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ…

ଆସୁଛି ଚୈତ୍ର ନବରାତ୍ରୀ; ସର୍ତକ ରୁହନ୍ତୁ ଏହି ରାଶିମାନେ..

ଭୁବନେଶ୍ବର: ଆଗାମୀ ମାର୍ଚ୍ଚ ୩୦ ତାରିଖ (ରବିବାର) ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରୀ । ଚୈତ୍ର ନବରାତ୍ରୀ ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥାଏ । ନବରାତ୍ରୀରେ ମା'ଦୁର୍ଗାଙ୍କ ଆରାଧନା କରାଯାଏ । ତେବେ ଏହି ୯ ଦିନ ଅତ୍ୟନ୍ତ ଶୁଭ । ଏଥର ନବରାତ୍ରୀରେ ମା' ଦୁର୍ଗା ହାତୀ ଉପରେ…