Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରକାଶ ପାଇଲା ବିଜ୍ଞପ୍ତି; ଏହି ତାରିଖରୁ ଆରମ୍ଭ ହେବ ବିଏଡ୍ ନାମ ଲେଖା

ଭୁବନେଶ୍ୱର: ବିଏଡ୍ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ମାର୍ଚ୍ଚ ୨୪ ତାରିଖ ଠାରୁ କମନ୍ ଆପଲିକେସନ ଫର୍ମ (ସିଏଏଫ) ପୂରଣ ପ୍ରକିୟା ଆରମ୍ଭ ହେବ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ମଧ୍ୟ ବିଗତ ବର୍ଷ ପରି ଦୁଇ ବର୍ଷିଆ ବି.ଏଡ଼/ଏମ.ଏଡ଼/…

ଲଞ୍ଚ Google Pixel 9a; ଜାଣନ୍ତୁ ଭାରତରେ ଏହାର ମୂଲ୍ୟ କେତେ..

ନୂଆଦିଲ୍ଲୀ:ଗୁଗୁଲ ବୁଧବାର ଦିନ ଭାରତ ଏବଂ ବିଶ୍ୱ ବଜାରରେ ଲଞ୍ଚ କରିଛି ନିଜର ନୂତନ ଏ-ସିରିଜ୍ ସ୍ମାର୍ଟଫୋନ୍ ପିକ୍ସେଲ 9a(Pixel 9a) ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ଗୁଗୁଲ୍ ଟେନସର୍ ଜି 4 ପ୍ରୋସେସର୍ ରେ ଚାଲିଥାଏ ଏବଂ ଆଣ୍ଡ୍ରଏଡ୍ 15 ସହିତ ଆସିଥାଏ, ଯାହା 7 ବର୍ଷ ପାଇଁ OS ଏବଂ…

ଭାରତର ‘ହୀରୋସୀମା-ନାଗାସାକୀ’: ଏବେବି ଜନ୍ମ ନେଉଛନ୍ତି ବିକଳାଙ୍ଗ ଛୁଆ

ବେଙ୍ଗାଲୁରୁ: ଜାପାନୀ ସହର ହିରୋସୀମା ଏବଂ ନାଗାସାକି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଉପରେ ପଡିଥିବା ପରମାଣୁ ବୋମା , ଏବେ ବି ବିଭୀଷିକା ରଚିଛି । ସେଦିନ ମୃତ୍ୟୁ, ଧ୍ୱଂସ ଏବଂ ଯୁଦ୍ଧର ଅନ୍ତ ଘଟିଥିଲା ସତ ହେଲେ ଏବେ ବି ସେଠି ଘାସ ଟିଏ ବି କଅଁଳିବାକୁ ଡରେ । ସେଠିକା ପିଲା ଏବେ ବି…

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ଘୋଡାଇଲା ଏଏସଆଇ

ନାଗପୁର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଥିବା ଔରଙ୍ଗଜେବଙ୍କ ସମାଧିର କିଛି ଅଂଶକୁ ଏଏସଆଇ ଟିଣ ଚାଦରରେ ଘୋଡାଇ ଦେଇଛି। ନାଗପୁରରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାପାଳ ଦିଲୀପ ସ୍ୱାମୀ ଏବଂ ପୋଲିସ ଅଧୀକ୍ଷକ ବିନୟକୁମାର ରାଠୋଡ ଏଏସଆଇ…

ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ, ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ ହୋଇଥିବା…

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା…

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

ପାକିସ୍ତାନ ପାଇଁ ଚାରିଆଡୁ ବିପଦ !

ନୂଆଦିଲ୍ଲୀ: ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଜାଫର ଏକ୍ସପ୍ରେସ ଟ୍ରେନ୍ ହାଇଜାକ୍ ହେଉ କି ନୌସକିରେ ସେନା ଉପରେ ଆକ୍ରମଣ ଘଟଣା, ବଲୁଚିସ୍ତାନ ସ୍ଥିତି ଏବେ ପାକିସ୍ତାନ ନିୟନ୍ତ୍ରଣ ବାହାରେ । ହିଂସା ବଢୁଥିବା ବେଳେ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି ।…

ପୁରୀରେ ‘ବାଣ’ ରେଡ୍, ପୂଜା ସାମଗ୍ରୀ ନାଁରେ ଚାଲିଥିଲା ଗୋଦାମ

ପୁରୀ: ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଚାଲିଛି ରେଡ୍। ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଏକ ଗୋଦାମ ଘରେ ଚଢ଼ାଉ କରି ବାଣ ଜବତ କରିଛି ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ…

ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ ରାସନ୍‌ ସାମଗ୍ରୀ ନିଆଯାଉଥିଲା।…