Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନଡିଆ; ମିଳିବ ଏହି ଲାଭ..

ଭୁବନେଶ୍ବର: ନଡିଆ ସ୍ବାସ୍ଥ୍ୟ ପାଇଁ ବେଶ୍ ଭଲ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ ରଖିଥାଏ । ତେବେ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ…

ଦେଶର କୋଟିପତି ବିଧାୟକ, ଏମାନଙ୍କ ପାଖରେ ରହିଛି ସର୍ବାଧିକ ସମ୍ପତ୍ତି… 

ନୂଆଦିଲ୍ଲୀ: ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ଆର୍ଥିକ ସତ୍ୟପାଠ ଅନୁଯାୟୀ, କିଛି ବିଧାୟକଙ୍କ ପାଖରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଅଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ବିଧାୟକମାନଙ୍କ ସମ୍ପତ୍ତିରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ। ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ…

ଶୁଭାରମ୍ଭ ହେଲା ଭୋଡାଫୋନ-ଆଇଡିଆ 5G ସେବା;୨୯୯ଟଙ୍କାରୁ ପ୍ଲାନ ଆରମ୍ଭ

ନୂଆଦିଲ୍ଲୀ: ଭାରତର ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vi) ଆଣିଛି ଖୁସି ଖବର । ଏହା ଦେଶରେ ମଙ୍ଗଳବାର ଦିନ 5ଜି ସେବାର ଶୁଭାରମ୍ଭ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି ସେବାକୁ କେବଳ ମୁମ୍ବାଇରେ ଉପଲବ୍ଧ କରାଇଛି । ଏହାପରେ ଏହି ସେବା ଦେଶର ଅନ୍ୟ ଅଞ୍ଚଳ ଦିଲ୍ଲୀ,…

ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଉ ସାଧାରଣତଃ ଖରା ଦିନେ ସହର କେଉ କି ଗାଁ ବିଦ୍ୟୁତ୍ କାଟ୍ ହେବା ସାଧାରଣ କଥା । ଆଉ ଅତ୍ୟଧିକ ଖରାର ପ୍ରକୋପରେ ବିଦ୍ୟୁତ୍ କାଟ୍ କାରଣରୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥାନ୍ତି ଲୋକେ । ତେବେ ବିଦ୍ୟୁତ୍…

ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ । ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ରାସନ କାର୍ଡ…

ଓପୋ ଆଣିଲା iPhone 16 Pro ଲୁକ୍ ର ଫୋନ୍; ମୂଲ୍ୟ ୧୭ହଜାରରୁ କମ୍

ଭୁବନେଶ୍ବର: ଓପୋ ଏକ ସାନଦାର୍ ଫୋନ୍ ଲଞ୍ଚ କରିଛି। ଯାହା ଆଇଫୋନ୍ 16 ପ୍ରୋ ପରି ଦେଖାଯାଉଛି । ଚାଇନିଜ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ ଓପୋ ଏ 5 ପ୍ରୋ ( Oppo A5 Pro) ନାଁରେ ଲଞ୍ଚ ହୋଇଛି । ଏହି ଫୋନରେ 5,800mAhର ଏକ ଦମଦାର ବ୍ୟାଟେରୀ ସହିତ ଅନେକ ସାନଦାର ଫିଚର ଅଛି । ଏହା ବ୍ୟତୀତ ଏହା…

ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ଦ୍ୱନ୍ଦ୍ୱ…

ଅତ୍ୟଧିକ ଡିଟକ୍ସ ୱାଟର ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି, ଜାଣନ୍ତୁ ପିଇବାର ସଠିକ୍ ଉପାୟ…

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ ହୋଇଗଲେଣି। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସଠିକ୍ ଖାଦ୍ୟ, ବ୍ୟାୟାମ ଏବଂ ଅନେକ ପଦ୍ଧତି ଗ୍ରହଣ କରନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଡିଟକ୍ସ ୱାଟର। ଡିଟକ୍ସ ପାଣି ଶରୀର ପାଇଁ ଅନେକ ଦୃଷ୍ଟିରୁ ଲାଭଦାୟକ। ଏହାର ନାମ ଅନୁଯାୟୀ, ଏହା…

ନା ଦିଲ୍ଲୀ ନା ନାଗପୁର…କେଉଁଠି ରହିଛି ଔରଙ୍ଗଜେବଙ୍କ କବର?

ନୂଆଦିଲ୍ଲୀ: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା ଦାବିକୁ ନେଇ ବିରୋଧ ଓ ହିଂସା ଘଟଣା ସାମନାକୁ ଆସିଛି। ତେବେ ସବୁଠୁ ରୋଚକ କଥା ହେଲା, ଔରଙ୍ଗଜେବଙ୍କ କବର ନା ମୋଗଲ ରାଜଧାନୀ ଦିଲ୍ଲୀରେ ରହିଛି ନା ନାଗପୁରରେ । ମହାରାଷ୍ଟ୍ରର ଏକ ଛୋଟ ସହର ଖୁଲଦାବାଦରେ ରହିଛି ଔରଙ୍ଗଜେବଙ୍କ କବର ।…