Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହମାସର ହେବ ଦି ଏଣ୍ଡ !

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକରେ ୩ଶହରୁ ଅଧିକ ମୃତ । ଗାଜା ଖାଲି କରିବାକୁ ଫରମାନ୍ । ହମାସକୁ ମୂଳରୁ ଉପାଡିବାକୁ ବଡ଼ ପ୍ଲାନ୍ । ପ୍ରାୟ ଦୁଇ ମାସର ନିରବତା ପରେ ପୁଣି ଗାଜାରେ ଗର୍ଜିଛି ଇସ୍ରାଏଲ ତୋପ । ୧୯ଜାନୁଆରୀରେ ଇସ୍ରାଏଲ୍-ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରେ ସବୁଠୁ ବଡ଼…

କାହିଁକି ୨ଶହ ବର୍ଷ ପୁରୁଣା ଆକ୍ଟ ଲାଗୁ କଲେ ଟ୍ରମ୍ପ?

ନୂଆଦିଲ୍ଲୀ: ଅନୁପ୍ରବେଶ ରୋକିବାକୁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ । ଲାଗୁ କଲେ ୨ଶହ ବର୍ଷ ପୁରୁଣା ଆଇନ । ଶତ୍ରୁ ଦେଶ ଉପରେ ଚାପ ପକାଇ ପାରିବ କି ଆମେରିକା? ପୁଣି ଚମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ଶହ ବର୍ଷ ତଳର ଏଲିଅନ୍ ଏନିମିଜ ଆକ୍ଟକୁ ପୁଣି ଲାଗୁ କରିବା ସହ…

ଏହି ବୟସରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ 

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ…

‘କହ୍ନେୟା’ ଯାତ୍ରା…ବଳ ବଢାଇବ ନା ଚିନ୍ତା?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିଯୁକ୍ତିକୁ କଂଗ୍ରେସର ଫୋକସ୍ । ବେକାରୀ ସମସ୍ୟା ନେଇ ଦଳ ଦେଇଛି ଯୁଦ୍ଧଂ ଦେହୀ ଡାକରା । ବିହାରରେ କଂଗ୍ରେସର ପଳାୟନ ରୋକ, ଚାକିରି ଦିଅ ଯାତ୍ରା । ଯୁବ କଂଗ୍ରେସ ଓ ଏନଏସୟୁଆଇ ଦ୍ବାରା ପଦଯାତ୍ରା ଆରମ୍ଭ କରାଯାଇଛି । ଯାତ୍ରାରେ ଫୋକସରେ…

୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ

ଭୁବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ୬ଟି ମହାବଳ ବାଘ ଓ ୬୩ଟି…

ପୁଣି ଏପ୍ରିଲରୁ ମହଙ୍ଗା ହେବ ମାରୁତି କାର୍

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଏପ୍ରିଲ ୧ରୁ ନିଜର କାର / ଗାଡିର ମୂଲ୍ୟ ୪ପ୍ରତିଶତ ବୃଦ୍ଧି କରିବାକୁ ଯାଉଛି। କମ୍ପାନୀ ଗତ ସୋମବାର ଏହି ବୃଦ୍ଧି ଘୋଷଣା କରିଛି। କମ୍ପାନୀର ଏହି ଘୋଷଣା ପରେ ମାରୁତି ସୁଜୁକିର ସେୟାର ମଧ୍ୟ ୨ପ୍ରତିଶତ ବୃଦ୍ଧି ପାଇଛି ।…

୬୦.୬୧ ସ୍କୋର୍‌ ସହ ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍‌ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ…

ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ସରକାରଙ୍କ ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏନେଇ ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ବୋଲି ଆଜି…

ରିମାଣ୍ଡରେ ଯିବେ ରାଜା ଚକ୍ର, କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ରାଜା ଚକ୍ର। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି ବିଜେଡି ନେତା ରାଜା। ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗନ୍ଧମାର୍ଦ୍ଦନ…

ପିଇବା ପାଣି ପ୍ରକଳ୍ପରେ ବିଳମ୍ବ ହେଲେ ଏଫଆଇଆର

ଭୁବନେଶ୍ବର: ପିଇବା ପାଣି ପ୍ରକଳ୍ପରେ ଡେରି ହେଲେ ସିଧା ମାମଲା ରୁଜୁ ହେବ । ଠିକା କମ୍ପାନୀକୁ ବି ବ୍ଲାକ୍ ଲିଷ୍ଟେଡ୍ କରାଯିବ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହରେ କିଛି ଏପରି କଡା ଚେତାବନୀ ଦେଇଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ତେବେ ଯେତେବେଳେ ବିଜେଡି ବିଧାୟକ ରମେଶ ବେହେରା…