Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଜିଲ୍ଲାରେ ସାଢେ ୧୧ରୁ ୩୬ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ଜଳୁଛି ସାରା ଓଡିଶା। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ଆଜି ସାଢେ ସମ୍ବଲପୁରରେ ୧୧ରୁ ୩୬ ଡିଗ୍ରୀ ଟପିଲାଣି ପାରଦ। ସମ୍ବଲପୁରରେ ତାପମାତ୍ରା ୩୬.୮, ହୀରାକୁଦ ୩୬, ଝାରସୁଗୁଡା…

ତ୍ରିଶୁଳିଆ ନୁହେଁ, କଟକ ଯାଏଁ ଗଡିବ ମେଟ୍ରୋ

ଭୁବନେଶ୍ବର: ଲୋକେ ତ୍ରିଶୁଳିଆ ଯାଇ କ’ଣ କରିବେ, କଟକ ସହ ସଂଯୋଗ ହେବା ଆବଶ୍ୟକ । ମେଟ୍ରୋ ପ୍ରକଳ୍ପ ନେଇ ଆଜି କିଛି ଏପରି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହିତ ଏବେ ତ୍ରିଶୁଳିଆ ଯାଏଁ ନୁହଁ, ସିଧା କଟକକୁ ମେଟ୍ରୋ ଯୋଡିହେବ ବୋଲି କହିଛନ୍ତି ମନ୍ତ୍ରୀ ।…

ରେକର୍ଡ ଭାଙ୍ଗିଲା ସୁନା ଦର: ଟପିଯିବ ଲକ୍ଷେ!

ଭୁବନେଶ୍ୱର: ଆକାଶ ଛୁଆଁ ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି। ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା। ଅର୍ଥାତ୍‌…

ଆଇଏଏସ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରି ଆଇଏଏସ୍ କ୍ୟାଡରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପକ୍ରକାଶ ପାଇଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ କେ.…

ଯୁଦ୍ଧବିରତିକୁ ବି ଖାତିର ନାହିଁ: ଇସ୍ରାଏଲୀ ସେନାଙ୍କ ବୋମାମାଡରେ ପୁଣି ଗଲା ୨୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ବରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗୋଟେ ପଟେ ରୁଷ-ୟୁକ୍ରେନ, ଆଉ ଗୋଟେ ପଟେ ଇସ୍ରାଏଲ-ପାଲେଷ୍ଟାଇନ । ରୁଷ ୟୁକ୍ରେନ ଓ୍ବାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ରାଷ୍ଟ୍ର ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏବେ ଚିନ୍ତା ବଢାଇଲାଣି…

ସ୍ୱର୍ଗତ ନବ ଦାସଙ୍କ ଘରେ ବୟାନ ରେକର୍ଡ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ମଙ୍ଗଳବାର ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ା ସ୍ଥିତ ଘରେ ପହଞ୍ଚିଛନ୍ତି । ବୟାନ ରେକର୍ଡ ପାଇଁ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିବା ସୂଚନା ମିଳିଛି । ତେବେ ନୂଆ ତଦନ୍ତ ଅଧିକାରୀ ଏଏସପି ବିଜୟ…

ଆଇଏସଏସରୁ ବାହାରିଲେ ସୁନୀତା, ପୃଥିବୀ ଠାରୁ ଏତିକି ଦୂରରେ….

ନୂଆଦିଲ୍ଲୀ: ମହାକାଶକୁ ବିଦାୟ ଦେଲେ ସୁନୀତା । ଦୀର୍ଘ ୯ ମାସ ପରେ ଆଇଏସଏସରୁ ବାହାରିଲେ ସୁନୀତା ଓ ତାଙ୍କ ସାଥୀ ବୁଚ ୱିଲମୋର୍ । ସୁନିତା ୱିଲିୟମ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀ ପହଞ୍ଚିବା ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ପୃଥିବୀଠାରୁ ପ୍ରାୟ ୪୨୩ କିଲୋମିଟର (୨୬୩ ମାଇଲ)…

ରାଜ୍ୟରେ ବଢୁଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା ୬୩ ହଜାର ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ସଂଖ୍ୟା। ୨୦୨୧-୨୨ରେ ୨୩୪୧ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଜଣ ଏବଂ ୨୦୨୩-୨୪ ବର୍ଷରେ ୩୪୩୬ଜଣ ଏଚଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚଆଇଭି…

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ପୁରୀ: ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଛନ୍ତି। ପୁରୀ…

ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା

ଦେବଗଡ: ପୁଣି ଦନ୍ତା ଆତଙ୍କ। ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଘରୁ ଟାଣି ଆଣି ଦଳି ଦେଲା ଦନ୍ତା ହାତୀ। ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଘଟିଛି ଏଭଳଇ ଅଭାବନୀୟ ଘଟଣା। ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି। ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ…