Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନନ୍ଦନକାନନରୁ ପ୍ରତି ମାସରେ ୧.୭୭ କୋଟି ରାଜସ୍ବ ଆସୁଛି: ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭିନ୍ନ ସେବା ଏବଂ କାର୍ଯ୍ୟକଳାପ ପ୍ରଦାନ କରି ମାସିକ ହାରାହାରି ୧.୭୭ କୋଟି ଟଙ୍କା ରାଜସ୍ୱ ଆଣୁଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…

ବିପଦରେ ଓଡ଼ିଶାର ନଦୀ: ପୁନରୁଦ୍ଧାର ପାଇଁ ସଂଗଠିତ ହେଲେ ନାଗରିକ

ଭୁବନେଶ୍ୱର: ଓଡ଼ିଶାର ନଦୀ ଓ ଜଳାଶୟଗୁଡ଼ିକର ଖରାପ ଅବସ୍ଥାକୁ ନେଇ ଚିନ୍ତା ବଢ଼ୁଛି ଏଥିପାଇଁ ବିଭିନ୍ନ ପୃଷ୍ଠଭୂମିର ନାଗରିକମାନେ ଏକାଠି ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଭୁବନେଶ୍ୱର ସହିଦ ନଗରରେ ଆୟୋଜିତ ଓଡ଼ିଶା ମନସ୍କ ସର୍କଲର ଅଷ୍ଟମ ସଂସ୍କରଣରେ ପରିବେଶ କର୍ମୀ, ଐତିହ୍ୟ…

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲାର ବସ୍ତା ଥାନା ଅଧୀନ ବାସୁ ଚକୁରାଇରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ଜଣକ ହେଲେ ନିମା ଗ୍ରାମର ସୁଧାଂଶୁ ଜେନା । ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୁଚନା…

ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା; ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦…

କାଲି ଏହି ସମୟରେ ବନ୍ଦ ରହିବ ଜଗା ଦର୍ଶନ…

ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା ପରଠାରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି, ୧୯.୩.୨୦୨୫ ରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ…

ଫେରୁଛନ୍ତି ସୁନୀତା…ବାଟରେ ବିପଦ ପରେ ବିପଦ

ନୂଆଦିଲ୍ଲୀ: ମହାକାଶକୁ ବାଏ ବାଏ କହିଲେ ସୁନୀତା । ଦୀର୍ଘ ୯ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏଥିପାଇଁ ଆଜି ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ସଫଳ ହୋଇଛି…

‘ଆମ ଓଡିଶା ନବୀନ ଓଡିଶା’ ଅଧିନରେ ହାତ ମରା ହୋଇନି ୨୫ ପ୍ରକଳ୍ପ

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଆଜି ଗୃହରେ ପୂର୍ବ ସରକାରଙ୍କ ବହୁ ପରିଚିତ ଯୋଜନା ନେଇ କିଛି ଏପରି ଖୁଲାସା କରିଛନ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ବିଧାୟକ…

‘ନରେନ୍ଦ୍ର ମୋଦି ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ’

ଭୁବନେଶ୍ୱର: ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦି ହୋଇଛନ୍ତି ବୋଲି ଆଜି ସଂସଦରେ ଏଭଳି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ସାଂସଦ ଆହୁରି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋତେ…

ସ୍ୱପ୍ନରେ ନୋଟର ବର୍ଷା ହେବା ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ…

ସ୍ୱପ୍ନ ଶାସ୍ତ୍ର ମାଧ୍ୟମରେ ଆପଣଙ୍କ ଜୀବନରେ ଏବଂ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଶୁଭ ଏବଂ ଅଶୁଭ ଫଳାଫଳ ଜାଣି ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ମାନେ ଥାଏ। ସ୍ୱପ୍ନରେ ଟଙ୍କା ବା ନୋଟର ବର୍ଷା ଦେଖିବା କ'ଣ ସୂଚିତ କରେ? ଯଦି ଆପଣଙ୍କ ସ୍ୱପ୍ନରେ ଟଙ୍କାର…

କାହିଁକି ତୁଳସୀଙ୍କ ଉପରେ ବାଂଲାଦେଶର କ୍ଷୋଭ?

ନୂଆଦିଲ୍ଲୀ: ଏବେ ଭାରତ ଗସ୍ତରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତଥା ଭାରତୀୟ ବଂଶୋଦ୍ଭବ ତୁଳସୀ ଗାବାର୍ଡ । ୩ ଦିନିଆ ଭାରତ ଗସ୍ତରେ ରହିଥିବା ତୁଳସୀଙ୍କୁ ଭାରତରେ ଭବ୍ୟ ସ୍ବାଗତ ମିଳିଥିଲା । ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ତୁଳସୀ । ହେଲେ ଏବେ ଭାରତରେ…