Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହଠାତ୍ କାହିଁକି ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିୱାଲ? ଆପ୍‌କୁ ‘ଅପରେସନ ଲୋଟସ୍’ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗଣନା ପୂର୍ବରୁ ଲଗାତାର ହଙ୍ଗାମା ଲାଗି ରହିଛି। 'ଅପରେସନ୍ ଲୋଟସ୍'ର ସମ୍ଭାବନାକୁ ଆକଳନ କରି, ଶାସକ ଆମ ଆଦମୀ ପାର୍ଟି (ଆପ୍) ସତର୍କତା ଅବଲମ୍ବନ କରିଛି। ଏହାକୁ ଦୃଷ୍ଟିରେ ରଖି, ଅରବିନ୍ଦ କେଜରିୱାଲ ଆଜି ଶୁକ୍ରବାର ଦଳର ଏକ ବଡ଼ ବୈଠକ…

ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ ୨ ଓ ୩ ତାରିଖ ଏବଂ ଫେବୃଆରୀ ୫ ଓ ୬ ତାରିଖ…

ଭିଜିଲାନ୍ସ ରେଡ୍: ପିଡି ବାବୁଙ୍କ ସହ ୫ ଗିରଫ

ଭୁବନେଶ୍ୱର: ମାଲକାନଗିରି ଭିଜିଲାନ୍ସ ରେଡ୍ ମାମଲାରେ ପିଡି ବାବୁଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଗିରଫ କରାଯାଇଛି। ସରକାରୀ ଅର୍ଥ…

ଏମଆରଆଇ କରିବା ହେଲା କାଳ: ସ୍କାନିଂ ବେଳେ ଚାଲିଗଲା ମହିଳାଙ୍କ ଜୀବନ

ଅମରାବତୀ: ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଏଲୁରୁ ଜିଲ୍ଲାରେ ଏମଆରଆଇ (MRI) ସ୍କାନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଏଲୁରୁର ପଟ୍ଟି କୋଲାଲଙ୍କା ଗାଁର ମହିଳା ରାମା ତୁଳସୀ (୬୦) କିଛି ଦିନ ଧରି କିଡନୀ…

୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଖସିଲା ରେପୋ ରେଟ୍ । ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ସୂଚନା ଦେଇଛନ୍ତି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଥିବା ନେଇ ସୂଚନା ମିଳିଛି । ଏହା ଫଳରେ ଗୃହ ନିର୍ମାଣ ଉପରେ ଇଏମଆଇ ଖସିବାର…

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।…

ଏହି ବାସ୍ତୁ ନିୟମ ଅନୁସାରେ ଘରେ ରଖନ୍ତୁ ଆକ୍ୱାରିୟମ୍‌..

ଭୁବନେଶ୍ବର: ଘରେ ଆକ୍ୱାରିୟମ୍‌ ରଖିଲେ ଘରର ପରିବେଶରେ ସକାରାତ୍ମକ ଭାବ ଆସିଥାଏ । କିନ୍ତୁ ଜାଣି ରଖନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆକ୍ୱାରିୟମ୍‌ ରଖିବା ଉଚିତ୍ । ନହେଲେ ଅଶୁଭ ଫଳ ମିଳିବ । -ଆକ୍ୱାରିୟମ୍‌ରେ ୯ଟି ମାଛ ରଖିବେ । କାରଣ ଏହା ଅତ୍ୟନ୍ତ ଶୁଭ । ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ…

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ; ଏହି ୫ରାଶିର ହେବ ଭାଗ୍ୟ ଉଦୟ

ଭୁବନେଶ୍ବର:ବୁଧ କୌଣସି ରାଶିରେ ପ୍ରବେଶ କଲେ କିଛି ନା କିଛି ପ୍ରଭାବ ପକାଇଥାଏ । ବୁଧଙ୍କ କୃପା ଥିଲେ ବୁଦ୍ଧିମତା ଏବଂ ତର୍କ କ୍ଷମତା ବଳରେ ସଫଳତା ହାସଲ କରି ହେବ । ୧୧ ଫେବୃଆରୀ ୨୦୨୫ ଦିନ ୧୨:୪୧ ସମୟରେ କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ । କୁମ୍ଭ ରାଶିରେ ବୁଧଙ୍କ ପ୍ରବେଶ ଫଳରେ ୫ଟି…