Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଣାସରେ ଝାଡ଼ାବାନ୍ତି ଆକ୍ରାନ୍ତ ଘଟଣା: ସାମୁହିକ ଭୋଜି କରିବାକୁ ପ୍ରଶାସନର ବାରଣ

ପୁରୀ: ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍‌ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ଦୁଇଟି ଆମ୍ବୁଲାନ୍ସରେ…

ରାଜ୍ୟରେ କମିବ ଶୀତ, ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ କମିବ ଶୀତ। ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି। ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି…

ଓଜନ ହ୍ରାସ ପାଇଁ ଖାଆନ୍ତୁ କଳା ଲୁଣ ଓ ହେଙ୍ଗୁ

ଭୁବନେଶ୍ବର: ଆମ ରୋଷେଇ ଘରର ସାମଗ୍ରୀରୁ ଆମେ ଅନେକ ରୋଗରୁ ନିସ୍ତାର ପାଇ ପାରିବା । ଯେମିତି କଳା ଲୁଣ ଓ ହେଙ୍ଗୁ । ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ କଳା ଲୁଣ ଏବଂ ହେଙ୍ଗୁ ପାଣି ପିଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । -କଳା ଲୁଣ ଏବଂ…

ଘିଅ ତ୍ବଚାକୁ କରେ କୋମଳ

ଭୁବନେଶ୍ବର:ଗୁଆ ଘିଅ ଦେହ ପାଇଁ ଯେତିକି ଭଲ ସେମିତି ତ୍ବଚା ପାଇଁ ବି ଭଲ । ଘିଅରେ ଓମେଗା ଥ୍ରୀ ଫ୍ୟାଟି ଏସିଡ, ଭିଟାମିନ ଏ, ବି12,  ଡି,  ଇ,  କେ, ବ୍ୟୁଟିରିକ ଏସିଡ ଭଳି ପୋଷକତତ୍ତ୍ବ ରହିଛି । ଶୀତଦିନେ ତ୍ବଚାରେ ଘିଅ ଲଗାଇଲେ ଚର୍ମର ଶୁଷ୍କତା ବା ଡ୍ରାଏନେସ୍ ସମସ୍ୟା ଦୂର ହୁଏ । -…

ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ; ପ୍ରତାପ ଦେବ ବିଜେଡି ନିର୍ବାଚନ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ସୋମବାର ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ…

ରାଜ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ପାଇଁ ଟାଟା ପାୱାର ରିନ୍ୟୁଏବଲ ଓ ଓରେଡା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଟାଟା ପାୱାରର ସହାୟକ ସଂସ୍ଥା ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ (ଟିପିଆରଇଏଲ) ଆବାସିକ ଗ୍ରାହକଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆଗେଇ ଆସିଛି । ଅକ୍ଷୟ ଶକ୍ତି ଲାଗି ରାଜ୍ୟର ନୋଡାଲ ଏଜେନ୍ସି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ…

ପୁଣି ଆରମ୍ଭ ହେଲା ‘ଟ୍ରମ୍ପ ଯୁଗ’: ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ୪୭ ତମ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କଲେ ଟ୍ରମ୍ପ । ଏହାକୁ ମିଶାଇ ସେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ । ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା…

ରାସ୍ତାକଡର ବିଷାକ୍ତ ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡା: ରାସ୍ତାକଡର ଅମରି ଜଡ଼ା ଫଳ ଖାଇ ଦଶ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ରାୟଗଡା ଜିଲ୍ଲା କୋଲନରା ବ୍ଲକର ବରିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଜଙ୍ଗଲୀ ଫଳକୁ ଖାଇ ଅସୁସ୍ଥ ହୋଇଛନ୍ତି । ଶିଶୁ ମାନଙ୍କ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ…

ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଘଣ୍ଟା ପୂର୍ବରୁ ରେକର୍ଡ କଲା ବିଟକଏନ୍

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ, କ୍ରିପ୍ଟୋକରେନ୍ସି ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ବିଟକଏନ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଟକଏନ୍ ମୂଲ୍ୟ ୧୭ ଡିସେମ୍ବରରେ ବୃଦ୍ଧି ପାଇଥିଲା।…

ଆସିଲା ନୂଆ ଫିଚର; ହ୍ବାଟ୍ସଆପ୍‌ ଷ୍ଟାଟସରେ ଏବେ ମ୍ୟୁଜିକ୍‌ ଆଟାଚ୍‌ କରିପାରିବେ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ନିଜର ୟୁଜରଙ୍କ ପାଇଁ ଆଣିଛି ନୂଆ ଫିଚର'ମ୍ୟୁଜିକ୍‌ ଅଫ୍‌ ଷ୍ଟାଟସ୍‌' ଅପଡେଟ୍ । ନାଁରୁ ହିଁ ଜଣା ପଡୁଛି ଫିଚର ଟି କଣ ହୋଇଥିବ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ମ୍ୟୁଜିକ୍‌ ଆଟାଚ୍‌ କରିବା ପାଇଁ କୌଣସି ବିକଳ୍ପ…