Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ସେପଟେ ଆତ୍ମସମର୍ପଣ କଲେ ୬ ନକ୍ସଲ

ନୂଆପଡ଼ା: ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ…

ଏଠାରେ କୁବେର ଦେବଙ୍କ ଦର୍ଶନ କଲେ ଋଣ ଏବଂ ଆର୍ଥିକ ସଙ୍କଟରୁ ମୁକ୍ତି ମିଳେ

ଡେରାଡୁନ: ଭାରତରେ ବିଭିନ୍ନ ଦେବାଦେବୀଙ୍କର ଅନେକ ମନ୍ଦିର ଅଛି । ଏହି ମନ୍ଦିରଗୁଡ଼ିକର ବିଭିନ୍ନ ରହସ୍ୟ ଏବଂ ଚମତ୍କାରରେ ଭରା । ଏପରି ଅନେକ ମନ୍ଦିର ଅଛି, ଯାହାର ଚମତ୍କାର କାହାଣୀ ଲୋକପ୍ରିୟ ଅଟେ । ସେଥିମଧ୍ୟରୁ ଗୋଟିଏ ହେଉଛି କୁବେର ଦେବଙ୍କ ମନ୍ଦିର। କୁବେର ଦେବଙ୍କୁ ଧନର ଦେବତା କୁହାଯାଏ…

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି- ୨୦୨୦: ୬ ବର୍ଷ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାକୁ ମିଳିବ ଅନୁମତି

ଭୁବନେଶ୍ବର: ଏଣିକି ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ୬ ବର୍ଷ ବୟସ ହୋଇଥିବା ଦରକାର । ନଚେତ୍ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ । ଏହା ଦ୍ବାରା ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ…

ସର୍ବିୟାରେ ବଡ ଅଘଟଣ, ବୃଦ୍ଧାଶ୍ରମରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ

ବେଲଗ୍ରେଡ: ସର୍ବିୟା ରାଜଧାନୀ ବେଲଗ୍ରେଡରେ ବଡ ଅଘଟଣ ଘଟିଛି। ଏଠାରେ ଥିବା ଏକ ବୃଦ୍ଧାଶ୍ରମରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବେଲଗ୍ରେଡର ବରାଜୋବେ ଅଞ୍ଚଳରେ…

ଭାରତୀୟ ସେନାର ସିକ୍ରେଟ୍ ସ୍ମାର୍ଟ ଫୋନ୍ ‘ସମ୍ଭବ’; କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ଏବେ ସିକ୍ରେଟ 'ସମ୍ଭବ' ସ୍ମାର୍ଟ ଫୋନ ଧରିବେ ଭାରତୀୟ ଜବାନ ମାନେ । ବର୍ଡର ଅଞ୍ଚଳରେ ଏହାର ବ୍ୟବହାର ସହ କଥା ମଧ୍ୟ ହୋଇପାରିବେ ସେନା ମାନେ । ଏହି ସ୍ମାର୍ଟଫୋନଗୁଡ଼ିକୁ ଲିକ-ପ୍ରୁଫ ଏବଂ ସୁରକ୍ଷିତ ଯୋଗାଯୋଗର ଏକ ମାଧ୍ୟମ ଭାବରେ ବିକଶିତ କରାଯାଇଛି । 'ସମ୍ଭବ' ହେଉଛି ସିକ୍ୟୁର…

ତିରୁମାଲା ମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ମନ୍ଦିର ପରିସରରେ ଅଣ୍ଡା ବିରିୟାନି ଖାଉଥିବା ଧରାପଡିଲେ ଭକ୍ତ

ତିରୁପତି: ତିରୁମାଲା ମନ୍ଦିରରେ ସୁରକ୍ଷା ତ୍ରୁଟିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ମନ୍ଦିର ଭିତରେ ଜଣେ ଭକ୍ତ ଅଣ୍ଡା ବିରିୟାନି ଖାଉଥିବାର ଧରାପଡ଼ିବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିରୋଧୀ ଦଳଗୁଡ଼ିକ ଏଥିପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ…

ଦୟା ଜଳ ପ୍ରଦୂଷିତ, ପିଇବା ପାଇଁ ଅନୁପଯୁକ୍ତ: ପୁରୀ ସିଡିଏମଓ

ପୁରୀ: ଦୟା ନଦୀର ପାଣି ଅତ୍ୟନ୍ତ ପ୍ରଦୂଷିତ ଏବଂ ଏହା ଲୋକଙ୍କ ପିଇବା ପାଇଁ ଉପଯୁକ୍ତ ନୁହେଁ। ଏହାକୁ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ରୂପଭାନୁ ମିଶ୍ର। ସୂଚନା ଅନୁଯାୟୀ, କଣାସ ବ୍ଲକର ଗୋପୀନାଥପୁର ଏବଂ ଗଡିଶଗୋପା…

ଭାରତୀୟ ନୌସେନା ଯବାନଙ୍କ ଡ୍ୟାନ୍ସ ବ୍ରେକ୍ ଭିଡଓ ଭାଇରାଲ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭାରତର ରାଜଧାନୀ ନୂଆଦିଲ୍ଲୀରେ ପରେଡ୍ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ପରି ଏହି ପରେଡରେ ସାମରିକ, ସାଂସ୍କୃତିକ ଏବଂ ବୈଷୟିକ ସଫଳତା ପ୍ରଦର୍ଶିତ ହେବ । ଏନେଇ ଦେଶର…

ହମାସ ଛାଡିଲା, ହସ ଫୁଟିଲା

ନୂଆଦିଲ୍ଲୀ: ୪୭୧ ଦିନ ପରେ ମୁହଁରେ ଫୁଟିଛି ହସ । କିଏ ଆଲିଙ୍ଗନ କରି ତ ଆଉ କିଏ ମୁଣ୍ଡରେ କୋଳ ରଖି, ଆତ୍ମହରା ହୋଇପଡିଛନ୍ତି । ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତିର ପ୍ରଥମ ଚରଣରେ ଉଭୟ ପକ୍ଷରୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଉଛି। ରବିବାର ପ୍ରଥମେ ହମାସ, ନିଜ…

ବେଡ୍ ଉପରେ ବସି ଖାଇବା କାହିଁକି ଅଶୁଭ?

ଭୁବନେଶ୍ବର: କିଛି ଜଣ ଖଟ ଉପରେ ବସି ଖାଇବା ଖାଇଥାନ୍ତି । ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ, ଘରେ ନକାରାତ୍ମକତା ବୃଦ୍ଧି ପାଇବାରେ ଲାଗେ । ଏହା ବ୍ୟତୀତ ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ତେଣୁ ଡାଇନିଂ ଟେବୁଲ…