Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା, ୨ ଦିନ ପରେ ସାମାନ୍ୟ ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଡିସେମ୍ବରରେ ଆକାଶ ମେଘୁଆ ରହିବା ସହିତ ଲଘୁଚାପ ଜନିତ ବର୍ଷା ଯୋଗୁ ଶୀତର ପ୍ରଭାବ ବିଶେଷ ପରିଲକ୍ଷିତ ହେଉ ନଥିଲା । ଜାନୁଆରୀ ପ୍ରଥମ ସପ୍ତାହରୁ ସାରା ଓଡିଶାରେ ଶୀତ ଜୋର ଧରିଛି।…

ମହିଳାମାନେ ଜିମ୍‌ରେ କେତେ ଓଜନ ଉଠାଇବା ଉଚିତ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଫିଟ୍ ଏବଂ ସୁସ୍ଥ ରହିବା ପାଇଁ, ମହିଳାମାନେ ଷ୍ଟ୍ରନ୍ଥ ଟ୍ରେନିଂ ଉପରେ ଧ୍ୟାନ ଦିଅନ୍ତି। ବିଶେଷକରି ଯେଉଁ ମହିଳାମାନେ ଓଜନ ହ୍ରାସ କରୁଛନ୍ତି, ସେମାନଙ୍କୁ ମାଂସପେଶୀ ବଜାୟ ରଖିବା ପାଇଁ ଓଜନ ହ୍ରାସ ତାଲିମ ଦିଆଯାଏ। ବିଶେଷଜ୍ଞମାନେ କୁହନ୍ତି ଯେ ଓଜନ ତାଲିମ ଶରୀରର ସନ୍ତୁଳନ ବଜାୟ ରଖିବାରେ…

ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଧର୍ମଗଡ଼: ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ଚଳନ୍ତା ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। କିନ୍ତୁ ଡ୍ରାଇଭରଙ୍କ ପାଇଁ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ନିକଟରେ ଆଜି…

ଫିଟୁଛି ଠକରାଣୀ ହଂସିକାଙ୍କ ଗୁମର, Z1ରେ ରହିଛି ୩ଟି ଫ୍ଲାଟ୍‌

ଭୁବନେଶ୍ବର: ଦିନକୁ ଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ଠକ ହଂସିକାଙ୍କର ରହିଛି ୩ଟି ଫ୍ଲାଟ୍‌। ସେ ୭୦୩ ନମ୍ୱର ଫ୍ଲାଟ୍‌ରେ ଅନୀଲ ମହାନ୍ତିଙ୍କ ସହ ରହୁଥିବା ଅଭିଯୋଗ ହେଉଛି। ଗୁରୁବାର ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ…

ଓଡ଼ିଶା ହେବ ଆଇଟି ହବ୍: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା । ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ । ସେମିକଣ୍ତକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେବେ ଆଇଟି ହବ ନେଇ…

ମହାନଦୀ ପଠାରେ ଭୋଜିଭାତ ମନା; ନିଷେଧାଦେଶ ଜାରି କଲା ସିଏମସି

କଟକ: ମହାନଦୀ ପଠାରେ ଆଉ ହେବନି ଭୋଜି ଭାତ । ପିକନିକ୍‌ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ । ତେବେ ଏହି କଟକଣା ବୋଟିଂ କ୍ଲବ ଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏଥିସହିତ ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା ଜାରି ହୋଇଛି । ଲୋକେ…

ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ…

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ CISF ଯବାନ

ରାଉରକେଲା: ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଜଣେ CISF କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ CISF ରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼…

ଉତ୍ତର କୋରିଆରେ ବ୍ୟାନ ହେଲା ହଟ୍ ଡଗ୍ସ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ଦେଶରେ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ଯ ନିଷେଧାଦେଶ ଜାରି କରିଛନ୍ତି। ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରୟ ଉପରେ ନିଷେଧାଦେଶ ଲଗାଇଛନ୍ତି। ତେବେ ଜନତାଙ୍କ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ…

ରାଜଧାନୀରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ବୁଧବାର ଘଟିଥିବା ରସୁଲଗଡ ଫ୍ଲାଏଓଭର ହତ୍ୟାକାଣ୍ଡରେ ଆଉ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ସଦ୍ୟ ଗିରଫ ଦୁଇ ଜଣଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ଅଭିଯୁକ୍ତ ରହିଛନ୍ତି । ଏଥିସହିତ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୋଲିସ ଦୁଇଟି ବାଇକ୍‌ ସହ…