Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘରର ଏହି ଦିଗରେ ଏକ ପିତ୍ତଳ କଇଁଛ ରଖନ୍ତୁ, ହେବ ଧନ ଲାଭ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ । ଯେଉଁଥିରେ କିଛି ଜିନିଷ,ଦିଗ ଏବଂ ସ୍ଥାନର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଏକ ପିତ୍ତଳ କଇଁଛ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଏହା ସଠିକ୍ ଦିଗରେ ରଖାଯାଏ ସେତେବେଳେ ହିଁ ଏହା ଲାଭ…

ଫିଟ୍ ରହିବାକୁ ସାଇକେଲକୁ କରନ୍ତୁ ନିଜର ସାଥୀ..

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ.. -ଯଦି ଆପଣ ପ୍ରତିଦିନ ୩୦…

‘ଓଡ଼ିଶାକୁ ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ତା’ର ସ୍ଥାନ ମିଳୁ’

ଭୁବନେଶ୍ବର: ମନି ମ୍ୟାଟର୍ସର ଦ୍ବିତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଛି । ଓଡ଼ିଶାର ଜିଡିପି ହାର ରାଷ୍ଟ୍ରୀୟ ଜିଡିପି ହାରଠୁ ଅଧିକା ଆଉ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି । ଏହା ହିଁ ହେଉଛି ଏଭଳି କନକ୍ଳେଭ କରିବାର ଉପଯୁକ୍ତ ସମୟ ବୋଲି ଡିଜିଟାଲ ପ୍ଲାଟଫର୍ମ ନିଉଜରୁମ ପକ୍ଷରୁ…

ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲରଙ୍କ ଫାଟିଲା ମୁଣ୍ଡ

ବାଲେଶ୍ୱର: ଆଜି ଅପରାହ୍ନ ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲର ସୁରଜ୍ ଚୌରାସିଆ ଗୁରୁତର । କାଉନସିଲରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବରମୁତାବକ, ଜଳେଶ୍ବର ଥାନା ଶେଖବାଡ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ…

ଫୋନର ଏହି ପାସୱାର୍ଡକୁ ଭୁଲରେ ବି ରଖନ୍ତୁ ନାହିଁ, ପର୍ସନାଲ ଡାଟା ହେବ ହ୍ୟାକ୍

ଭୁବନେଶ୍ବର:ଆପଣଙ୍କ ପାସୱାର୍ଡ କେତେ ସୁରକ୍ଷିତ ତାହା ଆପଣ ଜାଣନ୍ତି କି? କିଛି ପାସୱାର୍ଡ ଏତେ ଦୁର୍ବଳ ଥାଏ ଯେ ସେଗୁଡିକ ସହଜରେ ହ୍ୟାକ୍ ହୋଇପାରେ । କିନ୍ତୁ ପାସୱାର୍ଡ ତିଆରି କରିବା ପୂର୍ବରୁ, ଏହା କେତେ ଷ୍ଟ୍ରଙ୍ଗ ତାହା ବିଷୟରେ ଆମେ କେବେ ଚିନ୍ତା କରୁ କି? ସରକାର ମଧ୍ୟ ଏ ବିଷୟରେ ସୂଚନା…

ଜାଣତ କିମ୍ବା ଅଜାଣତରେ ରାତିରେ ଅନୁସରଣ କରୁଛନ୍ତି କି ଏହି ଅଭ୍ୟାସ? ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ବିପଦ

ଦୈନନ୍ଦିନ ଜୀବନରେ ଅନୁସରଣ କରାଯାଉଥିବା କିଛି ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବା ଆରମ୍ଭ କରେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଅବଗତ ନୁହଁନ୍ତି। ଯଦି ଆପଣ ମଧ୍ୟ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ରାତିରେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍।…

ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ

ପୁରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ…

ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କଡା କାର୍ଯ୍ୟନୁଷ୍ଠାନ

ପୁରୀ: ଖଜା ମହାପ୍ରସାଦ ନୁହେଁ । ବଡଦାଣ୍ଡରେ ଖଜାକୁ ମହାପ୍ରସାଦ କହି ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ । ଏଭଳି କାର୍ଯ୍ୟରୁ ଖଜା ବ୍ୟବସାୟୀ ନିବୃତ୍ତ ରୁହନ୍ତୁ । ଶ୍ରୀମନ୍ଦିର ବାହାରେ ଏହାକୁ ମହାପ୍ରସାଦ କହି ବିକ୍ରି ହେବା ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

ଚେଇଁ ଶୋଇଛି ବନବିଭାଗ, ଖୋଲାଖୋଲି ମାରି ଖାଉଛନ୍ତି କଇଁଛ

ଭୁବନେଶ୍ବର: କ୍ରୁରତାର ଚରମ ସୀମାରେ ପହଞ୍ଚିଗଲାଣି ଆଜିର ମଣିଷ । ପାଟିର ଟିକିଏ ସ୍ବାଦ ପାଇଁ ନିରୀହ ଜୀବଙ୍କୁ ବଳି ପକାଇବାକୁ ବି ପଛାଉନାହିଁ । କଇଁଛ ଭଳି ସଂରକ୍ଷିତ ସରିସୃପକୁ ମାରି ଖାଉଛି । ଶୀକାର କରି, ରୋଷେଇ କରି ଖାଲି ଯେ ତାକୁ ଖାଉଛୁ ତାହା ନୁହେଁ, ଖୁଲମଖୁଲା ଭାବେ ପୂରା…

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା…