Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’ ଶିଶୁ

ଅଜୱଲ୍: ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’। ଭାରତରେ ଏହି ପିଢିର ପ୍ରଥମ ଶିଶୁ ଜାନୁଆରୀ ୧ରେ ମିଜୋରାମର ଅଜୱଲ ସହରରେ ଜନ୍ମଗ୍ରହଣ କରିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ଶିଶୁର ନାମ ହେଉଛି ଫ୍ରାଙ୍କି ରେମ୍ରୁଟଡିକା ଜେଡେଙ୍ଗ୍। ସେ ଜାନୁଆରୀ ୧ ରେ ଆଇଜୱାଲର ଡର୍ଟଲାଙ୍ଗର…

ସାମ୍ବାଦିକଙ୍କୁ ବିଭତ୍ସ ଭାବେ ହତ୍ୟା: ଛାତି ଥରାଇବ ବ୍ୟବଚ୍ଛେଦ ରିପୋର୍ଟ

ବିଜାପୁର: ଖବର ପ୍ରସାରଣ କାଳ ସାଜିଲା । ଚାଲିଗଲା ଜୀବନ । ଦିନ ଗଡିବା ସାଙ୍ଗରେ ଏବେ ଫିଟୁଛି ଗୋଟେ ପରେ ଗୋଟେ ଛତିଶଗଡ ସାମ୍ବାଦିକଙ୍କ ମୃତ୍ୟୁ ରହସ୍ୟ। କିପରି ଅତି ନିର୍ମମ ଭାବେ ନିଜର ସମର୍କୀୟ ଭାଇ ହିଁ ତାଙ୍କ ପ୍ରାଣ ନେଇଥିଲା ତାହା ଆପଣ ଜାଣିଲେ ବାସ୍ତବରେ ଆପଣଙ୍କ ଛାତି ଥରି ଉଠିବ ।…

୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି, ଯୋଗକ୍ରାନ୍ତି ପରେ ଆଗକୁ ହେବ ପଞ୍ଚକ୍ରାନ୍ତି

ହରିଦ୍ୱାର: ୩୦ ବର୍ଷରେ ପାଦ ଥାପିଲା ପତଞ୍ଜଳି ଯୋଗ ପୀଠ। ପତଞ୍ଜଳି ପ୍ରତିଷ୍ଠାନର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ସଂକଳ୍ପ ନେଇଛି ଏହି ଯୋଗପୀଠ। ଏହି ଅବସରରେ ସ୍ୱାମୀ ରାମଦେବ କହିଛନ୍ତି ଯେ, ଯୋଗ କ୍ରାନ୍ତି ପରେ ଏବେ ପଞ୍ଚକ୍ରାନ୍ତିର ଶଙ୍ଖନାଦ ହେବ। ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ…

ସାଧୁ ଓ ଅଘୋରୀ ବାବାମାନେ କାହିଁକି ଲମ୍ବା କେଶ ରଖନ୍ତି? ଜାଣନ୍ତୁ ଏହା ପଛର ରହସ୍ୟ

ମହାକୁମ୍ଭ ମେଳା ଆରମ୍ଭ ହେବାକୁ ମାତ୍ର ୮ ଦିନ ବାକି ଅଛି। ଏଥର ଏକ କୋଟି ଭକ୍ତ ମହାକୁମ୍ଭରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଯେଉଁଥିରେ ସାଧୁ ସମ୍ପ୍ରଦାୟର ବହୁ ସଂଖ୍ୟକ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଛନ୍ତି। କିନ୍ତୁ ସାଧୁମାନଙ୍କୁ ଦେଖିବା ପରେ, ଆପଣ କେବେ ଚିନ୍ତା କରିଛନ୍ତି କି…

ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି, ବର୍ଷାଙ୍କୁ ଅନୁଭବଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ

ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି । ଅଭିନେତ୍ରୀ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ । ଫେସ୍‌ବୁକ୍‌ ପୋଷ୍ଟରେ ବର୍ଷାଙ୍କୁ ଅନୁଭବଙ୍କ ଖୋଲା ଆହ୍ବାନ । ଯେକୌଣସି ଚ୍ୟାନେଲରେ ମୁହାଁମୁହିଁ ଆଲୋଚନା କରିବା ପାଇଁ ଆହ୍ବାନ ଦେଲେ ଅନୁଭବ । ଆଲୋଚନା ହେଲେ ଲୋକଙ୍କ…

ହୃଦୟ ବିଦାରକ ଘଟଣା: ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ପରିବାରର ୫ ସଦସ୍ୟ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏଠାରେ ପନ୍ଦ୍ରେଥନ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରିଛି। ଏଥି ସହିତ ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ବିପିଏସସି ବିକ୍ଷୋଭ: ପୋଲିସ ହେପାଜତରେ ପ୍ରଶାନ୍ତ କିଶୋର

ପାଟନା: ଗାନ୍ଧୀ ମୈଦାନରେ ଜୋରଦାର ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୁଲିସ। ଅତି ଭୋରରୁ ପିକେଙ୍କୁ ଉଠାଇନେଇଛି ପୋଲିସ। ଯାହା ଜଣାପଡ଼ିଛି ପୋଲିସ ଏବେ ତାଙ୍କୁ ଗିରଫ କରିଛି। ସମର୍ଥକ ଓ ପୋଲିସ…

ବଡ ଖବର, ଭରତରେ ଚିହ୍ନଟ ହେଲା ପ୍ରଥମ ଏଚଏମପିଭି ଆକ୍ରାନ୍ତ!

ବେଙ୍ଗାଲୁରୁ: ବଡ ଖବର । ଭରତରେ ଚିହ୍ନଟ ହେଲା ଚୀନରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ୍ । ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ବେଙ୍ଗାଲୁରୁର ଏକ ୮ ମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ…

ଦକ୍ଷିଣ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି: ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

ଭୁବନେଶ୍ୱର: ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ…

ଘରର ଏହି ଦିଗରେ ଏକ ପିତ୍ତଳ କଇଁଛ ରଖନ୍ତୁ, ହେବ ଧନ ଲାଭ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ । ଯେଉଁଥିରେ କିଛି ଜିନିଷ,ଦିଗ ଏବଂ ସ୍ଥାନର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଏକ ପିତ୍ତଳ କଇଁଛ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଏହା ସଠିକ୍ ଦିଗରେ ରଖାଯାଏ ସେତେବେଳେ ହିଁ ଏହା ଲାଭ…