Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି

ଭୁବନେଶ୍ବର: ଓଡ଼ିଶା ସରକାର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ପାଇଁ ଜୁନ୍ ୨୦ ତାରିଖରେ ସମ୍ବଲପୁରରେ ଛୁଟି ଘୋଷଣା କରିଛନ୍ତି। ଉତ୍ତର ଆରଡିସିଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ଏହି ସମୟରେ ମହୋତ୍ସବକୁ…

ଓଡ଼ିଶାରେ ପ୍ରଳୟଙ୍କରୀ କାଳବୈଶାଖୀ ଆଲର୍ଟ! ପ୍ରବଳ ପବନ ସହ ବର୍ଷା ଆଶଙ୍କା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଏକ ଅଭାବନୀୟ ଦ୍ଵିମୁଖୀ ପାଗ ଦେଖିବାକୁ ମିଳିଛି। ରାଜ୍ୟର ଗୋଟିଏ ପଟେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ତୋଫାନର ସମ୍ଭାବନା ଥିବା ବେଳେ ଅନ୍ୟପଟେ ପଶ୍ଚିମାଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ଚରମ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ…

୨୦୦ତମ ମ୍ୟାଚ୍‌ରେ ମେସିଙ୍କ ମହା-ରେକର୍ଡ

ଫୁଟବଲ୍ ଜଗତର ଜାଦୁଗର ଲିଓନେଲ୍ ମେସି ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର। ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ମ୍ୟାଚ୍‌ରେ ହିଁ ମେସି ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଆର୍ଜେଣ୍ଟିନା ପାଇଁ ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍‌କୁ ସେ ଏଭଳି ଭାବେ ସ୍ମରଣୀୟ…

୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ;୩ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଥିଲେ ଆବେଦନ

ଭୁବନେଶ୍ୱର:୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ । ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବୋର୍ଡ ୱେବସାଇଟରେ ଅପଲୋଡ କରାଯିବ । ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ…

ଫୁଟବଲର ଥୋମାସ୍ ପାର୍ଟେଙ୍କୁ ଭିସା ଦେଲାନି କାନାଡ଼ା, ବିଶ୍ୱକପ୍‌ ଓପନର୍‌ରୁ ବାଦ୍, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଟରଣ୍ଟୋ: ଫିଫା ବିଶ୍ୱକପ୍ ୨୦୨୬ ମଧ୍ୟରେ ଘାନା ଜାତୀୟ ଫୁଟବଲ୍ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅଭିଜ୍ଞ ମିଡ୍‌ଫିଲ୍ଡର ତଥା ସହକପ୍ତାନ ଥୋମାସ୍ ପାର୍ଟେଙ୍କୁ କାନାଡ଼ା ସରକାର ପ୍ରବେଶ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆଉ ଏହାର କାରଣ ଜାଣିଲେ ଖାସ କରି ଭାରତରେ ରହୁଥିବା ଲୋକ ଜାଣିଲେ…

Modi’s Message to Trump: G7 ମଞ୍ଚରେ ପାଖରେ ବସିଥିଲେ ଟ୍ରମ୍ପ, ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦୀ,…

ନୂଆଦିଲ୍ଲୀ: ଫ୍ରାନ୍ସରେ ଆୟୋଜିତ G7 ସମ୍ମିଳନୀରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଥିବା ଭାରତୀୟ…

ନୀଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’ ଉପରେ କେନ୍ଦ୍ର ସରକାରଙ୍କ ସାମୟିକ କଟକଣାକୁ ନେଇ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ। ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ନୀଟ୍ ୟୁଜି ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଟେଲିଗ୍ରାମକୁ ଦେଶବ୍ୟାପୀ ସାମୟିକ ଭାବେ ବ୍ୟାନ୍ କରିଛନ୍ତି।…

Puri Rath Construction:ବିବାଦ ପରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଫଳରେ ରଥ ଖଳାରେ କାମ ବନ୍ଦ ରହିଛି। ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍…

ପିଲା ଚୋର ସନ୍ଦେହରେ ୨ ଜଣଙ୍କୁ ନିସ୍ତୁକ ମାଡ଼, ଫେଲୋଶିପ୍ କାମରେ ଯାଇଥିଲେ…

ଭୁବନେଶ୍ବର: ପିଲା ଚୋର ସନ୍ଦେହରେ ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ନିକଟରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଫେଲୋଶିପ୍ କରୁଥିବା ଉକ୍ତ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ…

Modi-Trump Meet: ରାଗିଛନ୍ତି କି ମୋଦି? ଟ୍ରମ୍ପଙ୍କୁ କଲେନି ଆଲିଙ୍ଗନ…

ନୂଆଦିଲ୍ଲୀ: ୧୬ ମାସ ପରେ ଭେଟାଭେଟି ହେଲେ ମୋଦି-ଟ୍ରମ୍ପ! କେବଳ ମିଳାଇଲେ ହାତ… ନଥିଲା ସେ ପୁରୁଣା ଯାଦୁ କି ଝପ୍ପି… ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୬ ମାସ ପରେ ଫ୍ରାନ୍ସରେ G7 ଶିଖର ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ। ଏହି…