Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୭୦ ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପ୍ରକଳ୍ପକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଘୋଷଣାକୁ ଅନୁମୋଦନ

ଭୁବନେଶ୍ୱର: ଭିତ୍ତିଭୂମି ତଥା ଜନସାଧାରଣଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ଏହାର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳବାଇ (ସଂଶୋଧନ) ଅଧିନିୟମ ୨୦୦୮ ଅନୁଯାୟୀ ୧୭୦ ଗୋଟି ରୋଡ୍ ଓଭର ବ୍ରିଜ୍ (ଆରବିଓ) ନିର୍ମାଣ ପ୍ରକଳ୍ପକୁ…

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୋଲିସ

ମୟୂରଭଞ୍ଜ: ଆହୁରି ସୁଦୃଢ ହେବ ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭର ସୁରକ୍ଷା ବ୍ୟବସ୍ଥା । ଏ ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ…

ସୁଲଭ ମୂଲ୍ୟରେ ଲଞ୍ଚ ହେଲା ଦମଦାର୍ ଫିଚର୍ସ ସହ ଡୁଆଲ୍ ଡିସପ୍ଲେ ଫୋନ୍

ନୂଆଦିଲ୍ଲୀ: ଘରୋଇ କମ୍ପାନୀ 'ଲାଭା' ନୂଆ ବର୍ଷ ପୂର୍ବରୁ ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଉପହାର ଦେଇଛି | ସୁଲଭ ମୂଲ୍ୟରେ କମ୍ପାନୀ ଏକ ନୂତନ ସ୍ମାର୍ଫୋନ୍ ଆଣିଛି | ଲାଭା ବ୍ଲେଜ୍ ଡୁଓ ୫G ନାମକ ଫୋନରେ ଏକ ଡୁଆଲ୍ ଡିସପ୍ଲେ ଅଛି, ଯାହା ଏହାକୁ ଅନ୍ୟ ଫୋନ୍ ଠାରୁ ସ୍ୱତନ୍ତ୍ର କରୁଛି | ଏଥିରେ…

ଜୁନ୍ ସୁଦ୍ଧା ଶେଷ ହେବ ବୈତରଣୀ ନଦୀରେ ନିର୍ମିତ ବୃହତ୍ତ ଜଳ ସେଚନ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତିଯେ, ଜ୍ଞାନ ହିଁ ଶକ୍ତି । ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ । ରାଜ୍ୟରେ ଶିକ୍ଷା ପରିବେଶକୁ…

ରାଜସ୍ଥାନରେ ଅଭ୍ୟାସ ବେଳେ ଆର୍ମି ଟ୍ୟାଙ୍କରେ ବିସ୍ଫୋରଣ, ଜଣେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର: ରାଜସ୍ଥାନରେ ଫାୟାରିଂ ଅଭ୍ୟାସ ବେଳେ ଶହୀଦ ହେଲେ ଓଡ଼ିଆ ଯବାନ। ଶହୀଦ ଯବାନ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ। ରାଜସ୍ଥାନର ବିକାନେର ସ୍ଥିତ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା…

ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେଇଥିଲେ ତହସିଲଦାର; ୩ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ନବରଙ୍ଗପୁର: ଲାଞ୍ଚୁଆ ତହସିଲଦାରଙ୍କୁ ମିଳିଳା ୩ ବର୍ଷ କାରାଦଣ୍ଡ । ଜମି ପଞ୍ଜୀକରଣ ପାଇଁ ତହସିଲଦାରଙ୍କ ୨୦ ହଜାର ଟଙ୍କା ଲାଞ୍ଚ ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି କୋଡିଗାଁ ତହସିଲଦାରଙ୍କୁ ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ତହସିଲଦାର ହେଲେ ନବରଙ୍ଗପୁର…

ବଡ ଯୋଜନାକୁ ପଣ୍ଡ କଲା ଏସଟିଏଫ୍; ୮ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀଙ୍କ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛନ୍ତି । କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ୍ ମିଳିତ ଭାବେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଆତଙ୍କବାଦୀ ମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା…

ବିଦାୟ ୨୦୨୪: ଚଳିତବର୍ଷ ଏହି କାରଗୁଡକ ରହିଲେ ଚର୍ଚ୍ଚାରେ, ଜଲଓ୍ବା ଦେଖାଇଲା ନୂଆ ଇ-କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ବର୍ତ୍ତମାନ ବିଦାୟ ନେବା ଆଡକୁ ଗତି କରୁଛି | ଏହି ବର୍ଷ ଅଟୋମୋବାଇଲ କ୍ଷେତ୍ରରେ ଅନେକ ନୂତନ ମାଇଲଖୁଣ୍ଟ ହାସଲ କରିଛି | କମ୍ପାନୀଗୁଡିକ ବଜାରରେ ଅନେକ ନୂତନ ଯାନବାହନ ଲଞ୍ଚ କରିଥିଲେ, ଯାହା ହେଡଲାଇନ୍ ରେ ରହିଥିଲା ​​| କିଛି ନୂତନ ଇଲେକ୍ଟ୍ରିକ୍ କାର୍ ବିଷୟରେ ବହୁତ…

ସଂସଦରେ ଲହୁଲୁହାଣ; ଜେଲ୍ ଯାଆନ୍ତି କି ସାଂସଦ? ରାହୁଲଙ୍କ ମାମଲାରେ କେଉଁ ବାଟେ ଯିବ ଆଇନ୍…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୀତି ବୃଦ୍ଧି ପାଉଛି। ଯେତେବେଳେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ରାହୁଲ ଗାନ୍ଧୀଙ୍କୁ ସଂସଦରେ ଠେଲିଦେବା ଅଭିଯୋଗ କରିଥିଲେ, ସେତେବେଳେ ଏହି ମାମଲା ଆହୁରି ଗତିଶୀଳ…

ସରିଲା ହ୍ୟାସଟାଗର ଯୁଗ; ବ୍ୟବହାର ନ କରିବାକୁ ଅପିଲ୍‌ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ବ୍ୟବହାର କରିବା ସମୟରେ କିଛି ପୋଷ୍ଟ ସହିତ ହ୍ୟାସଟାଗ୍‌ (#) #blessed କିମ୍ବା #Retirement ଆଦିର ବ୍ୟବହାର କରୁଛନ୍ତି ଯଦି ଏବେ ଏହାର ଆଉ ଆବଶ୍ୟକତା ନାହିଁ । ଏବେ ଆପଣଙ୍କୁ ଏହି ଷ୍ଟାଟେର୍ଜିରେ ପରିବର୍ତ୍ତନ କରିବାକୁ ପଡିବ । ଆଜ୍ଞା…