Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଦଳୀ ଚୋପା ଆପଣଙ୍କ ମୁହଁକୁ କରିବ ଉଜ୍ଜ୍ୱଳ, ଜାଣନ୍ତୁ ବ୍ୟବାହର କରିବାର ଉପାୟ

ଆଜିକାଲି ପ୍ରତିଦିନ ବଜାରରେ ନୂଆ ନୂଆ ପ୍ରଡକ୍ଟ ଆସୁଛି ଯାହା ମୁହଁକୁ ସୁନ୍ଦର କରିବା ଏବଂ ଦାଗମୁକ୍ତ ରଖିବାର ଦାବି କରୁଛି। ଏପରି ପରିସ୍ଥିତିରେ ପ୍ରତି ମାସରେ ଆପଣ ଏକ ନୂତନ କ୍ରିମ୍, ଫେସ୍ ମାସ୍କ, ସେରମ୍, ଟୋନର ଇତ୍ୟାଦି କିଣନ୍ତି। ସେମାନଙ୍କ ମଧ୍ୟରୁ କିଛି ଭଲ ଲାଗେ ତ କିଛି ଆପଣଙ୍କୁ…

ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର । ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା ।…

ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖ ତଥା ଆସନ୍ତାକାଲି ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ତେବେ…

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି.ନାରାୟଣନ୍

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ବୈଜ୍ଞାନିକ ଭି. ନାରାୟଣନ। ଏସ. ସୋମନାଥଙ୍କ ସ୍ଥାନ ନେଲେ ଭି. ନାରାୟଣନ। କେନ୍ଦ୍ର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ନାରାୟଣନ୍ ଦୁଇ ବର୍ଷ ପାଇଁ…

ଜାଣନ୍ତୁ ଅମୃତଭଣ୍ଡା ଖାଇବାର ସଠିକ୍ ସମୟ

ଅମୃତଭଣ୍ଡା ଏକ ଫଳ ଯାହା ଗ୍ରୀଷ୍ମ ଏବଂ ଶୀତ ଉଭୟ ସମୟରେ ଲୋକଙ୍କ ପ୍ରିୟ ଖାଦ୍ୟ ବୋଲି ବିବେଚନା କରାଯାଏ। ଏହାର ପୁଷ୍ଟିକର ତତ୍ତ୍ୱ କେବଳ ଆପଣଙ୍କ ପେଟକୁ ଆରାମ ଦିଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଖାଇବାର ସଠିକ୍ ସମୟ କ’ଣ? ଏହି ପ୍ରଶ୍ନ ବହୁତଙ୍କ…

ମକର ସଂକ୍ରାନ୍ତିରେ ଅଖିଆ, ଅପିଆ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ଵର: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ…

ଲସ୍ ଆଞ୍ଜେଲସ୍ ନିଆଁରେ କଏଦୀଙ୍କ ଲାଭ, ଜାଣନ୍ତୁ ପୂରା ଘଟଣା

କାଲିଫର୍ନିଆ: କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଜୋ ବାଇଡେନ୍ ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ୱେ ମଧ୍ଯ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଏହି…

ଜାନୁଆରୀ ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଗଣଯୋଗାଯୋଗର ନେଟ୍ ପରୀକ୍ଷା । ଜାନୁଆରୀ ୧୫ରେ ହେବାକୁ ଥିବା ଏହି ନେଟ୍ ପରୀକ୍ଷାକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ଆଧିକାରୀକ ୱେବସାଇଟ୍…

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ…

ଲେବୁଲ୍‌ କ୍ରସିଂରୁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ନିରାକାରପୁର ଲେବୁଲ୍‌ କ୍ରସିଂରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋକୁ କାବୁ କରିବାରେ ସକ୍ଷମ ହୋଇଛି ଟାଙ୍ଗୀ ଅବକାରୀ ବିଭାଗ । ଏହି ବୋଲେରୋରୁ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗିରଫ…