Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ଏକକ ନିର୍ବାଚନରେ ମତ ଦେଲେନି ଗଡକରୀଙ୍କ ସମେତ ବିଜେପିର ୧୯ ସାଂସଦ?

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସରକାରଙ୍କ ପକ୍ଷରୁ ଲୋକସଭା ସଦନରେ ବହୁ ଚର୍ଚ୍ଚିତ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ ଆଗତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଏହାକୁ ଗୃହରେ ଉପସ୍ଥାପନା କରିଥିବା ବେଳେ ଏହାକୁ ନେଇ ଭୋଟିଂ ପ୍ରକ୍ରିୟା ଦ୍ବାରା ମତ ଗ୍ରହଣ କରାଯାଇଥିଲା । ହେଲେ ସବୁଠୁ…

ଇଡି ଜାଲରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ 

ଭୁବନେଶ୍ୱର: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି। ତେବେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ବିଶ୍ବ ଏନ୍‌ଜିଓର ଫାଉଣ୍ଡର।…

ଶୀତଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ କିଛି ଟିପ୍ସ…

ଶୀତ ଦିନେ ପ୍ରେତ୍ୟକ ବ୍ୟକ୍ତିଙ୍କର ଜୀବନଶୈଳୀରେ କିଛି ନା କିଛି ପରିବର୍ତ୍ତନ ଆସେ। ତେବେ ଅତ୍ୟଧିକ ଥଣ୍ଡାରେ କିଛି ଲୋକେ ନିଜକୁ ଫିଟ ରଖିବାକୁ ମଧ୍ୟ ଭୁଲିଯାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଶୀତ ଦିନେ କିପରି ଫିଟ୍ ରହିବେ। ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଲୋକେ ଅନେକ ପୁଷ୍ଟିକର ଖାଦ୍ୟ…

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ: ପାରାଦୀପ ପୋର୍ଟ ଫାଟକ ସମ୍ମୁଖରେ ଉତ୍ତେଜନା। ଗତକାଲିଠୁ ପାରାଦୀପ ପୋର୍ଟ ୩ ନମ୍ବର ଫାଟକ ସମ୍ମୁଖରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ ସାମିଲ ରହିଥିବା ଦେଖିବାକୁ ମିଳିଛି। ୫୦ ଲକ୍ଷ ଟଙ୍କା…

ଦିବା ପହୁଡ ନୀତି: ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ହେବ। ଏଥିପାଇଁ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ…

ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଜାଗୋ ଟିମ୍ ପ୍ରତିଶ୍ରୁତିବଦ୍ଧ: ଉପସଭାପତି

ଭୁବନେଶ୍ୱର: ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି 'ଜାଗୋ'। ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋ ସମ୍ପର୍କରେ  ଦିଗ୍‌ଦର୍ଶନ ଦେବା ଅବସରରେ ଏକ କାର୍ଯ୍ୟକ୍ରମରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ…

ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ଖୁବ୍‌ ଶୀଘ୍ର ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ ହେବେ

ନୂଆଦିଲ୍ଲୀ : ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର।ଆଗାମୀ  ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ   ଆଇସିୟୁରୁ ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ କରାଯିବାର ସମ୍ଭାବନା ରହିଛି। ୧୨ ଡିସେମ୍ୱରରେ ସ୍ୱାସ୍ଥ୍ୟାବସ୍ଥା…

ରାସ୍ତାରେ କାହିଁକି ଥାଏ ହଳଦିଆ ଓ ଧଳା ଲାଇନ୍‌?

ଭୁବନେଶ୍ବର: ରାସ୍ତାମାନଙ୍କରେ ବିଭିନ୍ନ ପ୍ରକାରର ଚିହ୍ନ ଦେଖିବାକୁ ମିଳିଥାଏ । କେଉଁଠି ନିରବଚ୍ଛିନ୍ନ ଭାବେ ଧଳା ଲାଇନ୍ ରାସ୍ତା ମଝିରେ ଲମ୍ବିଥାଏ ତ କେଉଁଠି ଖଣ୍ଡଖଣ୍ଡ ହଳଦିଆ ଲାଇନ୍ ରାସ୍ତାରେ ଦେଖିବାକୁ ପାଉ । ଏପରି ଚିହ୍ନ କାହିଁକି ରାସ୍ତା ମଝିରେ ଦିଆଯାଇଥାଏ? ଆସନ୍ତୁ ଜାଣିବା ଏହି…

ଆଇଏଏସ ସ୍ତରରେ ଅଦଳବଦଳ: ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

ଭୁବନେଶ୍ବର: ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ। ଆଇଏଏସ ମନୋଜ କୁମାର ସାହୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ। ପୂର୍ବରୁ ସେ କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ,…

ପଦରୁ ହଟିଲେ ବିଷ୍ଣୁପଦ: ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ନିଯୁକ୍ତ

ଭୁବନେଶ୍ବର: ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ସଚିବ ପଦବୀରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ୧୯୯୫ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ…