Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକ । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ରତ୍ନଭଣ୍ଡାରର ମରାମତି କାମ । ଏଏସଆଇ ଟିମ୍ ସହ ପ୍ରଥମ ଦିନରେ ୧୫ରୁ…

ଏବେ ବାଘୁଣୀଙ୍କୁ ଅଡୁଆ ଶିମିଳିପାଳ, ଜିନ୍ନତ ପରେ ଯମୁନା ଗାଏବ

ମୟୂରଭଞ୍ଜ: ବାଘୁଣୀ ଜିନ୍ନତ ପରେ ଏବେ ଶିମିଳିପାଳ ସୀମା ଡେଇଁଛି ବାଘଣୀ ଯମୁନା । ଗତ ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି । ତେବେ ବାଘୁଣୀ ଯମୁନାର ସ୍ଥିତି…

ଏଣିକି କାମର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଶୁଭାରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ। ପୂର୍ତ୍ତ ବିଭାଗ ପ୍ରକଳ୍ପଗୁଡିକର କ୍ୱାଲିଟି ତନଖି ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍। ଲୋକସେବା ଭବନ ପରିସର ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ପୂର୍ତ୍ତ ବିଭାଗୀୟ ବିଭିନ୍ନ ପ୍ରକଳ୍ପ ଗୁଡିକର…

ଆପାର୍ଟମେଣ୍ଟ ଲୁଟେରାଙ୍କୁ ତ୍ରାହି ନାହିଁ; ସ୍ବତନ୍ତ୍ର ଟିମ୍‌ ଗଠନ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଲଗାତାର କିଛି ଦିନ ହେବ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବରେ ଥିବା ଆପାର୍ଟମେଣ୍ଟ ଗୁଡିକ । ପ୍ରତ୍ୟେକ ସପ୍ତାହ ଭିତରେ ଯେ କୌଣସି ଆପାର୍ଟମେଣ୍ଟରେ ଚୋରି, ଡକାୟତି ଓ ଲୁଟ୍ ର ଖବର ସାମ୍ନାକୁ ଆସୁଛି । ଫଳରେ ସମସ୍ତ ରାଜଧାନୀବାସୀ ବିଶେଷ କରି ଆପାର୍ଟମେଣ୍ଟରେ ରହୁଥିବା…

ଦେଶର ୧୭ଟି ସହରରେ ଭୋଡାଫୋନ୍ ଆଇଡିଆର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରର ସିଲେକ୍ଟ ସର୍କଲରେ ଏହାର ୫ଜି ସେବା…

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ୩ ଗିରଫ, ୧୮୦ ଲିଟର ମଦ ଜବତ

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩…

କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା: ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ…

ଏକ ଦେଶ ଏକ ନିର୍ବାଚନ…ସଂଖ୍ୟା ବାଧା

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ଏକ ଦେଶ ଏକ ନିର୍ବାଚନ ବିଲ୍ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବିଲକୁ ମଂଜୁରୀ ଦେଇସାରିଛି । ତେବେ ବିଲକୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସିକୁ ପଠାଯାଇପାରେ । ଏକ ଦେଶ ଏକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଦୁଇଟି ବିଲ୍ ଆଣିଛନ୍ତି । ଗୋଟିଏ…

‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍: ବଦଳିବ ସମ୍ବିଧାନର ଏହି ସବୁ ଧାରା….

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ଏକକ ନିର୍ବାଚନ ବିଲ୍ “ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ” । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିବା ବେଳେ ଏହାକୁ…