Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି  ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ "ପରବ" ରେ ଯୋଗ ଦେବେ। ଏହା…

କାହିଁକି ସାଂସଦ କହିଲେ ବିଜେଡିରେ ଅଛୁ, ରହିବୁ?

ନୂଆଦିଲ୍ଲୀ: ବିଜେଡିରେ ଅଛୁ, ରହିବୁ । ଦିଲ୍ଲୀରେ ଗର୍ଜିଲେ ବିଜେଡି ସାଂସଦ । ଦଳକୁ ନେଇ ଚାଲିଥିବା ଅପପ୍ରଚାର ବିରୋଧରେ କ୍ଷୋଭ ଝାଡିଲେ। ଦିଲ୍ଲୀରେ ବିଜେଡିର ୭ରାଜ୍ୟସଭା ସାଂସଦ ଏକାଠି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ୭ଜଣ ସାଂସଦ ଏକାଠି ରହିଛନ୍ତି ଓ ବିଜେଡି ସହ ସବୁବେଳେ…

ମସ୍କୋରେ ବୋମା ବିସ୍ଫୋରଣ; ରୁଷର ପରମାଣୁ ସୁରକ୍ଷା ବାହିନୀ ମୁଖ୍ୟଙ୍କ ମୃତ୍ୟୁ

ମସ୍କୋ: ରୁଷର ମସ୍କୋରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଇଗୋର କିରିଲୋଭଙ୍କ ସହ ତାଙ୍କ ଆସିଷ୍ଟାଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ…

ପ୍ରିୟଙ୍କାଙ୍କ ବ୍ୟାଗ…ବଢିଲା ରାଜନୀତି

ନୂଆଦିଲ୍ଲୀ: ପ୍ରଥମେ ପାଲେଷ୍ଟାଇନ୍, ଏବେ ବାଂଲାଦେଶୀ ଅଳ୍ପସଂଖ୍ୟକଙ୍କ ଚିନ୍ତା । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ତେଜିଲା ରାଜନୀତି । କାନ୍ଧରେ ବ୍ୟାଗ ପକାଇ କେଉଁ ସନ୍ଦେଶ ଦେଉଛନ୍ତି ପ୍ରିୟଙ୍କା? ନିଜ ବ୍ୟାଗକୁ ନେଇ ଦୁଇ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା…

ସଶକ୍ତ ହେବେ ବନ କର୍ମଚାରୀ; ସାବାଡ ହେବେ ଶିକାରୀ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି ।…

ଆଜିଠୁ କମିବ ଶୀତ, ଆଗାମୀ ୫ ଦିନ ବର୍ଷିବ

ଭୁବନେଶ୍ବର: ଆଗାମୀ ୫ ଦିନ ରାଜ୍ୟରେ ବର୍ଷିବ । ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଭାଁ…

ମହାଦେବଶାଲ: ଜାଣନ୍ତୁ କାହିଁକି ଇଂରେଜମାନେ ଭୟରେ କରିଥିଲେ ରେଳ ଲାଇନର ଦିଗ ପରିବର୍ତ୍ତନ?

ଭୁବନେଶ୍ବର: ଶାସ୍ତ୍ର ଏବଂ ପୁରାଣରେ ଭଙ୍ଗା ମୂର୍ତ୍ତି ପୂଜା କରିବା ପାଇଁ ବାରଣ ଅଛି । କୌଣସି ମନ୍ଦିରର ଗର୍ଭଗୃହରେ ଭଙ୍ଗା କିମ୍ବା ଖଣ୍ଡତ ମୂର୍ତ୍ତି ଦେଖିବାକୁ ମିଳିବ ନାହିଁ । କିନ୍ତୁ ଝାଡଖଣ୍ଡର ଗୋଇଲକେରା ର ବାଦିଲା ଗାଁର କାହାଣୀ ଅଲଗା ଅଟେ। ଏଠାରେ ମହାଦେବଶାଲ ଧାମ ନାମକ ଭଗବାନ…

ସନ୍ଦେହ ଘେରରେ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ଘଟଣା…

କଟକ: ମହାନଦୀରୁ ପୂର୍ବତନ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଯୋବ୍ରା ବ୍ୟାରେଜ ନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ । ତାଙ୍କ ଘର ରାଜେନ୍ଦ୍ରନଗରରେ ବୋଲି ଜଣାପଡିଛି ।…

ପାଲେଷ୍ଟାଇନ ପରେ ପ୍ରିୟଙ୍କାଙ୍କ ହାତରେ ‘ବାଂଲାଦେଶ’ ଲେଖାଥିବା ବ୍ୟାଗ

ନୂଆଦିଲ୍ଲୀ: ୱାୟନାଡ ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ସଂସଦରେ ଏକ ବ୍ୟାଗ ଧରି ପହଞ୍ଚିଥିଲେ। ଯେଉଁଥିରେ ଲେଖାଥିଲା ବାଂଲାଦେଶରେ ଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନେ ଏକାଠି ହୋଇ ରହିବା କଥା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ପାଲେଷ୍ଟାଇନର ସମର୍ଥନରେ ମଧ୍ଯ ସେ ଏକ ବ୍ୟାଗ…