Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେବେ ଫେରିବ ଜିନ୍ନତ୍?, ଏବେ ଖାଇବା ବି ଛାଡିଲାଣି

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବାଘ ମିଶନରେ ଓଡିଶା ଆସିଥିଲା ବାଘୁଣୀ ‘ଜିନ୍ନତ୍’ । ହେଲେ ଓଡିଶା ତାକୁ ଭଲ ଲାଗୁନି । ଏବେ ସିଏ ଛତିଶଗଡ ଜଙ୍ଗଲ ମୁହାଁଇଛି । ଛତିଶଗଡର ଜଙ୍ଗଲରେ ଏବେ ବିଚରଣ କରୁଛି ଜିନ୍ନତ୍ । ପାଖାପାଖି ୧୦ ଦିନ ହୋଇଗଲାଣି । ହେଲେ…

ଆଉ ନିଯୁକ୍ତି ପରୀକ୍ଷା କରିବନି ଏନଟିଏ…

ନୂଆଦିଲ୍ଲୀ: ଏଣିକି ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ଏନଟିଏ । କେବଳ ପ୍ରବେଶିକ ପରୀକ୍ଷା ଆୟୋଜିତ କରିବ । ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ନୂଆଶିକ୍ଷା ବର୍ଷ ୨୦୨୫ରୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜିତ କରିବ । ନିଯୁକ୍ତି ପରୀକ୍ଷା ଆୟୋଜିତ କରିବ…

ଲୋକସଭାରେ ଆଗତ ହେଲା ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍’ ବିଲ୍, ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି…

ଏଣିକି ଭିକାରୀକୁ ଭିକ ଦେଲେ ଯିବେ ଜେଲ୍…

ଇନ୍ଦୋର: ଏଣିକି ଭିକାରୀକୁ ଭିକ ଦେବା ପଡିବ ମହଙ୍ଗା । ଯେଉଁମାନେ ଭିକାରୀଙ୍କୁ ଟଙ୍କା ଦେବେ ସେମାନଙ୍କୁ ଜେଲ୍ ଯିବାକୁ ପଡିବ । ଏମିତି କିଛି କଡା ଆଇନ ଆଣୁଛନ୍ତି ସରକାର । ଯାହା ନୂଆବର୍ଷ ଅର୍ଥାତ୍ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ନୂଆବର୍ଷ ଠାରୁ ଯଦି ଭିକାରୀଙ୍କୁ କେହି ବି ଭିକ…

ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ପ୍ରତିକ୍ଷା ପରେ ଆଜି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍ । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ସେପଟେ ସରକାରଙ୍କ ଏହି ବିଲକୁ…

ସାଧାରଣତନ୍ତ୍ର ଦିବସରେ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼ । ଏଥିରେ ରାଜ୍ୟର ଐତିହ୍ୟ ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ୟାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର…

ଯାଞ୍ଚ ବେଳେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢାଇଦେଲା ଡ୍ରାଇଭର

ଗୌହାଟି: ଆସାମର ଶ୍ରୀଭୂମି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟ୍ରକ୍‌ ରେ ଡ୍ରଗ୍ସ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାକୁ ଉଦ୍ୟମ କରିଥିବା କନେଷ୍ଟବଳଙ୍କ ଉପରେ ଡ୍ରାଇଭର ଟ୍ରକ୍ ଚଢାଇଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତ କନଷ୍ଟେବଳଜଣକ ହେଲେ ଉଜ୍ଜ୍ୱଳ ବୋରା । ଖବର…

ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ପ୍ରତି ଥାନାକୁ ଦିଆଯିବ ୯ଟି ଲେଖେଁ ବାଇକ । ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ଆଜି ୬୯ତମ ପୋଲିସ…

ବଲାଙ୍ଗୀର ପୋଲିସର ବଡ ସଫଳତା: ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବଲାଙ୍ଗୀର: ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ମିଳିଛି ବଡ଼ ସଫଳତା। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତର ଦଣ୍ଡି ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ। ଡିଭିଏଫ ପୋଲିସ ଚଢାଉରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏହାକୁ ନେଇ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର…

କମିବ ଶୀତ, ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଶିତ ଲହରୀ ସମସ୍ତଙ୍କୁ ଅତିଷ୍ଠ କରୁଛି। ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସାରା ରାଜ୍ୟରେ ଆହୁରି ୨୪ ଘଣ୍ଟା  ଯାଏ ଲାଗି ରହିବ ଶୀତ ଲହରୀ । ହେଲେ ତାପମାତ୍ରା ବୃଦ୍ଧି ପାଇବା ସହ କମିବ ଶୀତ ପ୍ରକୋପ। ଏନେଇ ଜାରି ହୋଇଛି କୋଲଡ…