Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨ କୁଖ୍ୟାତ ଚୋର ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ସୁନ୍ଦରଗଡ: ୨ ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ । ରବିବାର ଘଟିଥିବା ଲୁଟ୍‌ ମାମଲାରେ ଯାଞ୍ଚ କରୁଥିବା ସମୟରେ ଉଭୟଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଏମଡି ଇକ୍କୁ ଓ ଏମଡି ମୋବିନ । ସେମାନେ ସୁନ୍ଦରଗଡ ଟାଉନ ଥାନା ଡେଙ୍ଗିଭାଡି ଅଞ୍ଚଳର ବୋଲି…

ଆସ ଖାଇବା ସୁଆଦିଆ ‘ମାଣ୍ଡିଆ ହାଲୁଆ’

ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ଦିନେ ଲୋକମାନେ ଭାବୁଥିଲେ ମାଣ୍ଡିଆରେ କେବଳ ଜାଉ ତିଆରି ହୁଏ । କିନ୍ତୁ ମାଣ୍ଡିଆରୁ ଟେଷ୍ଟି ଟେଷ୍ଟି ଖାଦ୍ୟ ଏବେ ପ୍ରସ୍ତୁତ କରିଲେଣି ଲୋକେ । ତେବେ ଆସନ୍ତୁ ଆଜି ଶିଖିବା 'ମାଣ୍ଡିଆ ହାଲୁଆ' ରେସିପି  । ସାମଗ୍ରୀ:-…

ରଥଯାତ୍ରା-୨୦୨୫: ବଡରାଉଳ ଠାକୁରାଣୀଙ୍କ ପିଠକୁ ଯାତ୍ରା କଲା ତିନି ଜଣିଆ ଟିମ୍

ପୁରୀ: ୨୦୨୫ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ହେବ । ଏଥିପାଇଁ ଆଜି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧିନ ମାଆ ବଡରାଉଳ ଠାକୁରାଣୀଙ୍କ ପିଠକୁ…

ଶ୍ରୀମନ୍ଦିରରେ ପାଦୁକ ବଣ୍ଟାକୁ ନେଇ ସେବାୟତଙ୍କ ମଧ୍ୟରେ ହାତାହାତି

ପୁରୀ: ଶ୍ରୀମନ୍ଦିର ପରିସରରେ ହାତାହାତି ହୋଇଛନ୍ତି ସେବାୟତ। ଆଜି ପୁଣି ଦୁଇ ସେବାୟତ ଗୋଷ୍ଠୀ ଭିତରେ ହାତାହାତି ହେବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଘଟିଛି ଏହି ଘଟଣା। ଏଥିରେ ଘଟଣାରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।…

ଋଷ ଯିବାକୁ ଚାହୁଁଛନ୍ତି କି? ୨୦୨୫ରୁ ଭାରତୀୟଙ୍କ ପାଇଁ ଭିସା ଫ୍ରି

ନୂଆଦିଲ୍ଲୀ: ୨୦୨୫ରୁ ଋଷ ଭାରତୀୟମାନଙ୍କ ପାଇଁ ଭିସା ଫ୍ରି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଫଳରେ ଯେଉଁ ଭାରତୀୟମାନେ ଋଷ ଯିବାକୁ ଯୋଜନା କରୁଛନ୍ତି ସେମାନେ ଆଉ ଭିସା ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ। ସାଧାରଣତଃ ଋଷ, ଚୀନ୍ ଏବଂ ଇରାନର ଯାତ୍ରୀମାନଙ୍କ ପାଇଁ ଭିସା ଫ୍ରି ଟୁରିଷ୍ଟ…

କଶ୍ମୀରରେ ତାପମାତ୍ରା -୫.୯ ଡିଗ୍ରୀ, ଜମିଗଲା ଜଳପ୍ରପାତ

ଶ୍ରୀନଗର : ଆଜିକାଲି ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଉପତ୍ୟକାର ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି | ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା | ଉତ୍ତର କଶ୍ମୀରର…

ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଷଷ୍ଠ ପାଳିରେ ଆଜି ଅନେକ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ…

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏହା ମିଶେଇକି ପିଅନ୍ତୁ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତଦିନେ ଥଣ୍ଡାକୁ ଏଡାଇବା ପାଇଁ ଶରୀରକୁ ଗରମ ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ |ତେବେ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଜିନିଷ ମିଶେଇକି କ୍ଷୀର ପିଅନ୍ତି, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବ ନାହିଁ ବରଂ ଥଣ୍ଡା କାରଣରୁ ହେଉଥିବା ରୋଗରୁ ମଧ୍ୟ ରକ୍ଷା…

ଗର୍ଜିଲେ ଅଙ୍ଗନବାଡି କର୍ମୀ…ଶୁଣିବେ କି ସରକାର?

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ । ମିଶନ ଶକ୍ତି କର୍ମୀଙ୍କ ପରେ ଅଙ୍ଗନବାଡି କର୍ମୀଙ୍କ ଗର୍ଜନ । ସରକାରୀ କର୍ମଚାରୀ ମାନ୍ୟତା ସହ ବିଭିନ୍ନ ଦାବି ନେଇ ୫୦ହଜାରରୁ ଅଧିକ କର୍ମୀ ଓ ସହାୟିକା ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବହିଷ୍କାର ହୋଇଥିବା କର୍ମୀଙ୍କୁ…

ବିହାରରେ ଲାଗୁ ହେବ ମହାରାଷ୍ଟ୍ର ଫର୍ମୁଲା?

ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରି ନୀତିଶଙ୍କ ହାତରୁ ବି ଯିବ କି ମୁଖ୍ୟମନ୍ତ୍ରୀ ପଦ? ବିହାର ଏନଡିଏରେ ବି ଲାଗୁ ହେବ କି ମହାରାଷ୍ଟ୍ର ଫର୍ମୁଲା? ବିଜେପି ଅଧିକ ସିଟ୍ ଜିତିଲେ ହଟିବେ କି ନୀତିଶ କୁମାର? ଅମିତ ଶାହାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ବଢିଲା ଦ୍ବନ୍ଦ୍ବ । ମହାରାଷ୍ଟ୍ରରେ…