Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ

ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି…

ପୁଷ୍ପା ଷ୍ଟାଇଲରେ ହାତୀ ଦାନ୍ତ ତସ୍କରୀ: ବନବିଭାଗକୁ ଗୁଳି ମାଡ

ରାୟଗଡ଼ା: ପୁଷ୍ପା ସିନେମା ଷ୍ଟାଇଲରେ ବନବିଭାଗ ଟିମ୍‌ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ହାତୀ ଦାନ୍ତ ତସ୍କରୀରେ ବନବିଭାଗର ଚଢାଉ ବେଳେ ଧଡ ଧଡ ୪ ରାଉଣ୍ଡ ଗୁଳି କରିଥିଲେ ଚୋରା ଚାଲାଣକାରୀ । ତେବେ ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ଚୋରା ଚାଲାଣକାରୀ । ଯାହାର ଖବର ପାଇ ପୋଲିସ…

ଗୋଟିଏ ଯୁଗର ଅବସାନ, ଚାଲିଗଲେ ଉସ୍ତାଦ୍ ହୁସେନ୍: ସ୍ପଷ୍ଟ କଲେ ପରିବାର ଲୋକେ

ନୂଆଦିଲ୍ଲୀ: ଆଉ ନାହାନ୍ତି ଉସ୍ତାଦ୍ ଜାକିର ହୁସେନ୍ । ମୃତ୍ୟୁ ଖବର ଗୁଜବ ଭିତରେ ସ୍ପଷ୍ଟ କରିଛନ୍ତି ପରିବାର ଲୋକେ । ପ୍ରସିଦ୍ଧ ତବଲା ବାଦକ ତବଲା ବାଦକ ଜାକିର ହୁସେନଙ୍କ ହୃଦଘାତ ଜନିତ ଜଟିଳତା ଯୋଗୁଁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ…

ଜୀବିତ ଅଛନ୍ତି ଜାକିର ହୁସେନ! ପରିବାର ଲୋକେ କହିଲେ ମୃତ୍ୟୁ ଖବର ଗୁଜବ…

ନୂଆଦିଲ୍ଲୀ:ବିଶ୍ବ ବିଖ୍ୟାତ ତବଲା ବାଦକ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଜାକିର ହୁସେନ୍ ଜୀବିତ ଅଛନ୍ତି। ଗତକାଲି ତାଙ୍କର ହୃଦଘାତ ଜନିତ ସମସ୍ୟାରୁ ମୃତ୍ୟୁ ହୋଇଥିବା ଖବର ମିଛ। ବର୍ତ୍ତମାନ ସେ ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏବେ ବି ତାଙ୍କର ନିଃଶ୍ୱାସ ଚାଲିଛି। ଜାକିର…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ରାୟଗଡା ଜିଲ୍ଳାରେ କଟକ ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଶନିବାର ମୁନିଗୁଡା…

‘ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ, ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ’

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉନ୍ନତ ଓ ମଜଭୁତ୍ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ଅଣ୍ଟାଭିଡିଛନ୍ତି ନୂଆ ସରକାର । ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ…

ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର । ୟୁପିଏସସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ବିତୀୟ ରାଙ୍କ ପାଇଥିଲେ ଅନିମେଶ । ଅନିମେଶଙ୍କ ସହ ଅନ୍ୟ ୮ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି । ତେବେ ସର୍ବ ଭାରତୀୟ…

ଫ୍ରାନ୍ସର ମାୟୋଟରେ ତାଣ୍ଡବ ରଚୁଛି ବାତ୍ୟା ‘ଚିଡୋ’; ୧୪ ମୃତ

ପ୍ୟାରିସ୍: ଫ୍ରାନ୍ସର ଭାରତ ମହାସାଗର ଅଞ୍ଚଳ ମାୟୋଟରେ ଚିଡୋ ଝଡ଼ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଘଣ୍ଟା ପ୍ରତି ୨୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା କାରଣରୁ ପେଟାଇଟ୍-ଟେରେ ଦ୍ୱୀପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀମାନେ ଦ୍ୱୀପରେ ରେଡ୍ ଆଲର୍ଟ ଜାରି କରିଛନ୍ତି ।…

ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ

ନୂଆଦିଲ୍ଲୀ: ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି।  ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ୭୩ ବର୍ଷ…

ମିଲ୍ ସମେତ ଗୋଦାମ ଉପରେ ଚଢାଉ: ୧୦୦୦ ପ୍ୟାକେଟ୍ ଧାନ ଜବତ

ରାୟଗଡ଼ା: ବେଆଇନ ଧାନ ଗଚ୍ଛିତ ସନ୍ଧେହରେ ବିଭିନ୍ନ ମିଲ୍ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକରେ ଆସନ୍ତା ମଙ୍ଗଳବାର ଦିନ ଧାନ ମଣ୍ଡି ଖୋଲିବା ପୂର୍ବରୁ ଯୋଗାଣ ବିଭାଗ ଏକ ଟିମ୍ ଗଠନ କରି ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ରହିଥିବା ମିଲ ଏବଂ…