Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦରମା ସଞ୍ଚୟ ଫର୍ମୁଲା : ବେତନର ୨୦% କରନ୍ତୁ ନିବେଶ

ନୂଆଦିଲ୍ଲୀ: ଲୋକମାନେ ଅଧିକରୁ ଅଧିକ ଟଙ୍କା ପାଇବାକୁ ଚାହାଁନ୍ତି ଯାହା ଦ୍ବାରା ସେମାନେ ଭଲ ଜୀବନଯାପନ କରିପାରିବେ। ଏଥିଲାଗି ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ତଥାପି, ଅଧିକାଂଶ ଲୋକ ଏଥିରେ ସଫଳ ହେବାକୁ ସକ୍ଷମ ନୁହଁନ୍ତି, ଯାହାର କାରଣ ହେଉଛି ସେମାନଙ୍କର କମ୍ ଦରମା | ଯେଉଁମାନଙ୍କର…

ଏକତରଫା ପ୍ରେମର କରୁଣ ପରିଣତି; ହୋଟେଲ ଛାତରୁ ଡେଇଁଲେ ଯୁବକ

ଭୁବନେଶ୍ବର: ଏକ ତରଫା ପ୍ରେମର କରୁଣ ପରିଣତି । ହୋଟେଲ ଛାତରୁ ଡେଇଁ ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ଓୟୋ ହୋଟେଲ ପଛପଟୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଯୁବକ ଜଣକ ହେଲେ ଦୀପକ ନାୟକ । ତାଙ୍କ ଘର ନୟାଗଡ ଜିଲ୍ଲାରେ ବୋଲି ଜଣାପଡିଛି । ଖବର ମୁତାବକ, ଦୀପକ ନାୟକ ଭୁବନେଶ୍ବରରେ…

ଘଟଗାଁ ମା’ ତାରିଣୀ ମନ୍ଦିରରେ ଦୀପ ନିଆଁରେ ଜଳିଗଲେ ମହିଳା ଶ୍ରଦ୍ଧାଳୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣି ମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ଜଣେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ଅଟୋ ଚାଳକଙ୍କ ଗଳାକାଟି ହତ୍ୟା କଲେ ଦୁର୍ବତ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ ଦୁର୍ବୁତ୍ତ । ମୃତକ ହେଲେ ବଳରାମ ଖରା । ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

ଜୟପୁରରେ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ…

କୋଲେଷ୍ଟ୍ରଲ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବ ‘ଅଳସୀ ମଞ୍ଜି’

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତରେ ଆୟୁର୍ବେଦିକ ଔଷଧରେ ଅଳସୀ ମଞ୍ଜି (ଫ୍ଲେକ୍ସସିଡ୍) ବ୍ୟବହାର କରାଯାଏ | ମଞ୍ଜି, ତେଲ, ପାଉଡର, ବଟିକା, କ୍ୟାପସୁଲ ଏବଂ ଅଟା ଆକାରରେ ଅଳସୀ ଉପଲବ୍ଧ | କୋଷ୍ଠ କାଠିନ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ ରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା…

ଗଡାଣିଆ ରାସ୍ତାରେ ଚାଲିବା ଶିଖୁଛି ଟେସଲାର ରୋବଟ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିର ଯୁଗରେ, ଟେକ୍ନୋଲୋଜିରେ କ୍ରମାଗତ ଭାବରେ ଉନ୍ନତି ହେଉଛି | କିଛି ସମୟ ପୂର୍ବରୁ ଅସମ୍ଭବ ମନେ ହେଉଥିବା କାର୍ଯ୍ୟଗୁଡ଼ିକ ଆଜି ଟେକ୍ନୋଲୋଜିର ବିକାଶ ହେତୁ ଶୀଘ୍ର ହେଇପାରୁଛି | ସେହିଭଳି ରୋବୋଟିକ୍ସ କ୍ଷେତ୍ରରେ ଉନ୍ନତି ଆସିଛି | ସମ୍ପ୍ରତି, ଟେସଲାର ଅପ୍ଟିମସ୍ ରୋବଟର ଏକ…

‘ବିଜେପି ହଜିଗଲାଣି’, ୭୦ ସିଟ୍ ପାଇଁ ପ୍ରାର୍ଥୀ ଦେଇ ବର୍ଷିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ସରଗରମ ରହିଛି ଦିଲ୍ଲୀ ରାଜନୀତି । ମୁଣ୍ଡ ଉପରେ ଜାତୀୟ ରାଜଧାନୀର ବିଧାନସଭା ନିର୍ବାଚନ । ଯାହାକୁ ନେଇ ଆଜି ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୩ୟ ଥର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ ମୋଟ ୩୮ ସିଟରେ ନିଜର…

ଟ୍ରେନରୁ ଖସିପଡି ଦୁଇ ମହିଳା ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଅଘଟଣ । ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଆଜି ଟ୍ରେନ୍ ରେ କଟି ମୃତ୍ୟୁ ବରଣ କରିଛନ୍ତି । ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼ ଓ…

ମାତା ପାର୍ବତୀ କାହିଁକି ଦେବୀ ଅନ୍ନପୂର୍ଣ୍ଣାଙ୍କ ଅବତାର ନେଇଥିଲେ ?

ଭୁବନେଶ୍ବର: କୁହାଯାଏ ଯେ ଦେବୀ ଅନ୍ନପୂର୍ଣ୍ଣା ଯେଉଁ ଘରେ ବାସ କରନ୍ତି ସେଠାରେ କଦାପି ଖାଦ୍ୟର ଅଭାବ ହୋଇନଥାଏ | ଏହା ସହିତ ଜୀବନରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଭରି ରହିଥାଏ | ଅନ୍ନପୂର୍ଣ୍ଣା ଜୟନ୍ତୀ ପ୍ରତିବର୍ଷ ମାର୍ଗଶିର ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ | ବିଶ୍ୱାସ…