Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିହାରରେ ଲାଗୁ ହେବ ମହାରାଷ୍ଟ୍ର ଫର୍ମୁଲା?

ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରି ନୀତିଶଙ୍କ ହାତରୁ ବି ଯିବ କି ମୁଖ୍ୟମନ୍ତ୍ରୀ ପଦ? ବିହାର ଏନଡିଏରେ ବି ଲାଗୁ ହେବ କି ମହାରାଷ୍ଟ୍ର ଫର୍ମୁଲା? ବିଜେପି ଅଧିକ ସିଟ୍ ଜିତିଲେ ହଟିବେ କି ନୀତିଶ କୁମାର? ଅମିତ ଶାହାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ବଢିଲା ଦ୍ବନ୍ଦ୍ବ । ମହାରାଷ୍ଟ୍ରରେ…

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ 

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ଫେରାଇବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମଏମଏଲ)। ଏହି ସମସ୍ତ ଚିଠିଗୁଡିକୁ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ୨୦୦୮ରେ ପ୍ରଦାନ କରାଯାଇଥିଲା।…

ଶମ୍ଭୁ ସୀମାରେ ତେଜୁଛି ଆନ୍ଦୋଳନ; ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ମାର୍ଚ୍ଚ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ ଆନ୍ଦୋଳନ ଡାକରା ଦେଇଛି ସଂଯୁକ୍ତ ଚାଷୀ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା । ଏହା ସହ ୧୫ଟି ସ୍ଥାନରେ ରେଳରୋକ ଆନ୍ଦୋଳନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ହରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ୨୦ ଦିନ…

ଧନୁ ସଂକ୍ରାନ୍ତି; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଆଜି ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା ମାଧ୍ୟମରେ ଯେକୌଣସି ବ୍ୟକ୍ତି ପ୍ରତି ମାସରେ ଆୟ…

ବିପଦରେ କେନ୍ଦ୍ରାପଡା ଜିଲ୍ଲା: ଡରାଇଲାଣି ଆଇଆଇଟି, ସରକାରଙ୍କୁ ଦେଲା ସତର୍କ ଘଣ୍ଟି

ଭୁବନେଶ୍ବର: ଭୟଙ୍କର ସ୍ଥିତିରେ ଗତି କରୁଛି କେନ୍ଦ୍ରପଡା । କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଏବଂ ମରୁଡି ଆଶଙ୍କା ସବୁଠୁ ଅଧିକ ରହିଛି । ଦେଶର ମୋଟ ୧୧ଟି ଜିଲ୍ଲା ଏଭଳି ସ୍ଥିତି ଦେଇ ଗତି କରୁଥିବା ବେଳେ ଏହା ମଧ୍ୟରେ ଓଡିଶାରୁ କେନ୍ଦ୍ରାପଡା ସ୍ଥିତି ବିପଦରେ ଥିବା ସତର୍କ କରାଯାଇଛି ।…

ପାଇନାହାନ୍ତି ସୁଭଦ୍ରା? ତାହେଲେ ଜାଣନ୍ତୁ କ’ଣ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଡିସେମ୍ବରରେ ସୁଭଦ୍ରାର ଚତୁର୍ଥ କିସ୍ତି ବା ପ୍ରଥମ ପର୍ଯ୍ୟାୟର ଶେଷ କିସ୍ତି ମିଳିବାକୁ ଥିବା ବେଳେ ଏନେଇ ଅନେକ ମହିଳା ଆଶା ବାନ୍ଧି ବସିଛନ୍ତି । ଏଥିର ସେମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଚଢିବ । ତେବେ ଡିସେମ୍ବରରେ ଟଙ୍କା କେବେ ମିଳିବ, ଆଉ କେଉଁମାନେ ପାଇବେ, ସେନେଇ…

ଖସୁଛି ପାରଦ, ବଢୁଛି ଶୀତ: ରେକର୍ଡ କଲା ରାଜଧାନୀ ରାତି

ଭୁବନେଶ୍ବର: ଗତକାଲି ରାଜଧାନୀ ରାତି ଥିଲା ସବୁଠୁ ଥଣ୍ଡା ରାତି । ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ଵରରେ ତାପମାତ୍ରା ୧୦.୯…

ଆସନ୍ତା ମାସରୁ ମହଙ୍ଗା ହେବ କାର୍

ନୂଆଦିଲ୍ଲୀ: ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଏସୟୁଭି(suv) ଏବଂ କମର୍ସିଆଲ ଯାନର ମୂଲ୍ୟ ଆସନ୍ତା ବର୍ଷ ଜାନୁୟାରୀ ଠାରୁ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା (ଏମ ଆଣ୍ଡ ଏମ) ତରଫରୁ କୁହାଯାଇଛି ଯେ, ମୂଲ୍ୟ ବୃଦ୍ଧିର କାରଣ ହେଉଛି କମୋଡିଟି ବସ୍ତୁର…

୪୬କୋଟିର ସୁବର୍ଣ୍ଣ ‘ଖ୍ରୀଷ୍ଟମାସ ଟ୍ରି’

ନୂଆଦିଲ୍ଲୀ: ମହଙ୍ଗା ଖ୍ରୀଷ୍ଟମାସ ଗଛ ଯାହାର ମୂଲ୍ୟ ୪୬କୋଟି । ଏହି ଗଛ ସୁନାରେ ତିଆରି ହୋଇଛି । ଜର୍ମାନୀର ମ୍ୟୁନିକର ସୁନା ବ୍ୟବସାୟ କରୁଥିବା କମ୍ପାନୀ ପ୍ରୋ ଆରୋମ୍ ରେ ଡିଜାଇନ୍ ହୋଇଥିବା ଏହି ସୁବର୍ଣ୍ଣ ମାଷ୍ଟରପିସଟି ୨,୦୨୪ ସୁନା ଭିଏନା ଫିଲହର୍ମୋନିକ୍ ମୁଦ୍ରାର ବ୍ୟବହାର କରି ନିର୍ମିତ…