Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଲି ଶାମ୍ବ ଦଶମୀ: ବିନା ଏଣ୍ଟ୍ରି ଫି’ରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ

କୋଣାର୍କ: ଶାମ୍ବଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ। ଗୁରୁବାର ଶାମ୍ବଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ  ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପବିତ୍ର…

ଜାନୁଆରୀ ନୁହେଁ ବରଂ ଏହି ମାସରେ ଲାଗୁ ହେବ ‘ଆୟୁଷ୍ମାନ ଭାରତ’ ଯୋଜନା

ଭୁବନେଶ୍ୱର: ‘ଆୟୁଷ୍ମାନ ଭାରତ’ ଯୋଜନା କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଜାନୁଆରୀ ନୁହେଁ ଫେବୃଆରୀରେ ଲାଗୁ କରାଯିବ ଏହି ଯୋଜନା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଲାଗୁ…

କୋଟପାଡ଼ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର କୋଟପାଡ଼ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ…

କିଟରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ ଉଦଘାଟିତ ହୋଇଯାଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ବୁଧବାର ଏହାକୁ ଉଦ୍‍ଘାଟିତ କରିଛନ୍ତି । ଭାରତର ପ୍ରଥମ ମହିଳା…

ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: ମନ୍ତ୍ରମୁଗ୍ଧ କଲା ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ

ଭୁବନେଶ୍ୱର: ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବୁଧବାର ପରିବେଷିତ ହୋଇଛି ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ । ସଙ୍ଗୀତ ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । ବିଶିଷ୍ଟ ତବଲା ଶିଳ୍ପୀ ଶ୍ରୀ କୁଳମଣି ସାହୁଙ୍କ ନିର୍ଦ୍ଦେଶନାରେ ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ ମିଳିତ…

ପାଣ୍ଠି ଅଭାବରୁ ରାଜ୍ୟରେ ବନ୍ଦ ପଡିଛି CRIF ଅଧିନସ୍ଥ ୪୨ ପ୍ରକଳ୍ପ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି (CRIF) ପକ୍ଷରୁ ପାଣ୍ଠି ପ୍ରଦାନରେ ବିଳମ୍ବ କାରଣରୁ ଓଡ଼ିଶାରେ ୪୨ଟି ପ୍ରମୁଖ ରାସ୍ତା ଏବଂ ସେତୁଗୁଡିକର କାମ ବନ୍ଦ ହୋଇ ପଡିରହିଛି। ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ କେନ୍ଦ୍ର ତରଫରୁ କୌଣସି ପାଣ୍ଠି…

କଳିଯୁଗର ‘କଂସ ମାମୁଁ’, ଭାଣିଜୀ ପ୍ରେମ ବିବାହ କରିବାରୁ ଭୋଜିରେ ବିଷ ମିଶାଇଲା ମାମୁଁ

ମହାରାଷ୍ଚ୍ର: କୋଲହାପୁରରେ ଏକ ଡରେଇବା ପରି ଘଟଣା ସାମ୍ନାକୁ ଆସିଛି। ଭାଣିଜୀ ବିବାହର ରିସେପ୍ସନ ଭୋଜିରେ ବିଷ ମିଶେଇ ଦେଇଛିନ୍ତି ମାମୁଁ । ହଠାତ୍ ତାଙ୍କ ଭାଣିଜୀଙ୍କ ବିବାହ ରିସେପ୍ସନରେ ପ୍ରବେଶ କଲେ । ସେ ବିବାହ ରିସେପ୍ସନ୍ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଦେଇଥିଲେ ।…

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ବର: ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି । ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ…

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ…

ହାତ ମିଳାଇଲେ ମରିୟମ…ବଢିଗଲା ବିବାଦ

ନୂଆଦିଲ୍ଲୀ: ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ୟୁଏଇ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜୟଦଙ୍କ ସହ ହାତ ମିଳାଇବାକୁ ନେଇ ପାକିସ୍ତାନରେ ବିବାଦ। ହାତ ମିଳାଇବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଗଣମାଧ୍ୟମଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଖିବାକୁ…