Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଟଳିଲେ ୭ ମାଓବାଦୀ

ମାଲକାନଗିରି: ଛତିଶଗଡର ଦାନ୍ତେୱାଡା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଦାନ୍ତେୱାଡା ସୀମା ନିକଟସ୍ଥ ଆବୁଜମାଦର ଅର୍କା ବ୍ଳକର ରେକୱା ଏବଂ ହିଟୁଲ ଜଙ୍ଗଲରେ ଏନକାଉଣ୍ଟର ସହିତ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ସୂଚନା…

ପିଲାଙ୍କ ଏହି ଅଭ୍ୟାସ ପକାଇବ ଖରାପ ପ୍ରଭାବ, ସତର୍କ ନରହିଲେ ବଢିଯିବ ରୋଗର ଆଶଙ୍କା

ଆଜିକାଲି ପିଲାମାନଙ୍କ ମଧ୍ୟରେ ସ୍ମାର୍ଟଫୋନ ନିଶା ବୃଦ୍ଧି ପାଉଛି। ଉଠିବା, ବସିବା, ଶୋଇବା, ଖେଳିବା, ଖାଇବା ପିଇବା ସମୟରେ ପିଲାମାନେ ସବୁବେଳେ ଫୋନ ଉପରେ ନଜର ରଖନ୍ତି। ଛୋଟ ଛୁଆ କଥା ଛାଡିଦିଅନ୍ତୁ ଆଜିକାଲି ବଡ଼ ବଡ଼ ଲୋକଙ୍କୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ…

ଦିଲ୍ଲୀ କିପରି ପାଇଲା ରାଜଧାନୀର ମୁକୁଟ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମସ୍ତେ ଜାଣନ୍ତି। ଦେଶର ସମସ୍ତ ରାଜ୍ୟରୁ ଲୋକମାନେ ଏଠାକୁ ଆସନ୍ତି, ରୁହନ୍ତି, ବୁଲାବୁଲି କରନ୍ତି। ଏହା ସହ ଏଠାରେ ବସବାସ ମଧ୍ୟ କରନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ନଥିଲା। ୧୧୩ ବର୍ଷ ପୂର୍ବେ ୧୨ ଡିସେମ୍ବର ୧୯୧୧ରେ…

କେଉଁ ଦେଶରେ ପୁରୁଷଙ୍କ ପ୍ରତି ହେଉଛି ଅଧିକ ଅତ୍ୟାଚାର? ଭାରତର ସ୍ଥାନ କେତେ

ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପତ୍ନୀ ଏବଂ ଶାଶୁଙ୍କ ନିର୍ଯ୍ୟାତନାରେ ସହିନପାରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ପ୍ରାୟ ୮୦ ମିନିଟର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ପୋଷ୍ଟ କରିଥିଲେ। ଏହା ବ୍ୟତୀତ ସେ ଏକ ୨୪ ପୃଷ୍ଠାର ସୁସାଇଡ ନୋଟ୍ ମଧ୍ୟ…

ମଣ୍ଡିରେ ଭୟଙ୍କର ବିସ୍ଫୋରଣ; ଗ୍ୟାସ୍ ସିଲିଣ୍ଡର ଫାଟି ୭ ଜଳିଗଲେ

ମଣ୍ଡି: ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ନେରଚୌକରେ ଅଘଟଣ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ୭ ଜଣ ଲୋକ ଜଳି ଯାଇଛନ୍ତି । ସମସ୍ତ ଗୁରୁର ଆହତଙ୍କୁ ନେରଚୌକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

‘ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ’କୁ କ୍ୟାବିନେଟର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ‘ଓ୍ବାନ୍ ନେସନ ଓ୍ବାନ୍ ଇଲେକ୍ସନ’ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଖୁବ୍ ଶୀଘ୍ର ଏହା ସଂସଦର ଶୀତ କାଳୀନ ଅଧିବେଶନରେ ପାରିତ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ମୋଦି ସରକାରଙ୍କ ବହୁ କଥିତ ଗୋଟିଏ ଦେଶ ଗୋଟିଏ…

ଏବେ ବି ନର୍ଦ୍ଦମାରେ ଶେଷ ହେଉଛି ଜୀବନ, ଜାଣନ୍ତୁ ଭାରତରେ କେତେ ଲୋକ କରନ୍ତି ମାନୁଆଲ ସ୍କାଭେନଜିଂ

ବିନା କୌଣସି ସୁରକ୍ଷା ଉପକରଣରେ ନିଜ ହାତରେ ଶୌଚାଳୟ, ସେପ୍ଟିକ୍ ଟ୍ୟାଙ୍କ୍, ସ୍ବେରେଜ୍ ଏବଂ ମଳ ସଫା କରିବାର କାର୍ଯ୍ୟକୁ ମାନୁଆଲ୍ ସ୍କାଭେନଜିଂ କୁହାଯାଏ। ବିପଜ୍ଜନକ ସ୍ୱେରେଜ୍ ସଫା କରିବା ଏବଂ ଖାଲ ସ୍ଥାନାନ୍ତର କରିବା ସମୟରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପରିସଂଖ୍ୟାନ ଆଧାରରେ…

ନୂଆବର୍ଷରେ ରାଜ୍ୟ ବିଜେପିକୁ ନୂଆ ମୁଖିଆ: ମନମୋହନ ନା ଆଉ କିଏ?

ଭୁବନେଶ୍ବର: ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ପାଇଁ ନିର୍ବାଚନ ହେବ । ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି,ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ…

ମୋତେ ପଶୁ ପରି ନିର୍ଯ୍ୟାତନା ଦେଉଥିଲେ ଅତୁଲ, ମୁହଁ ଖୋଲିଲେ ପତ୍ନୀ

ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି…

ସିଙ୍ଗାପୁରରେ ଭାରତୀୟ ନାଗରିକଙ୍କୁ ଜେଲ, ବେଆଇନ ଭାବେ ୫୮କଇଁଛକୁ ନେଇ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ସିଙ୍ଗାପୁରକୁ ବେଆଇନ ଭାବେ କଇଁଛ ନେଇକି ଯାଉଥିବାରୁ ଜଣେ ଭାରତୀୟ ନାଗରିକଙ୍କୁ ଏକ ବର୍ଷ ଚାରି ମାସ ଜେଲ ଦଣ୍ଡାଦେଶ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଅଭିଯୁକ୍ତ ଜଣକ ୫୮ଟି ଭାରତୀୟ ଷ୍ଟାର କଇଁଛ ସହିତ ଧରାପଡିଥିଲେ। ଦ ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ ଅନୁସାରେ,…