Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆତଙ୍କୀ ଲିଙ୍କ୍ ଥିବା ନେଇ ଏକାକାଳୀନ ୫ଟି ରାଜ୍ୟରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁରୁବାର ଦିନ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଆକ୍ସନ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା । ଏକାସାଙ୍ଗେ ଦେଶର ୫ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ଆତଙ୍କୀ ଲିଙ୍କ୍ ଥିବା ନେଇ ଏହି ସବୁ ରାଜ୍ୟର ପ୍ରାୟ ୧୯ଟି…

ଶୀତ ଦିନରେ ଏପରି ନିଅନ୍ତୁ ନଖର ଯତ୍ନ..

ଭୁବନେଶ୍ବର: ଶୀତ ଋତୁରେ ନଖ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଥଣ୍ଡା ଏବଂ ଶୁଷ୍କ ପରିବେଶରେ ଆର୍ଦ୍ରତା ଅଭାବ | ଯେଉଁଥିପାଇଁ ଚର୍ମ ଏବଂ ନଖ ଶୁଖିଯାଏ | ଏହି ଶୁଷ୍କତା ନଖକୁ ଦୁର୍ବଳ କରାଏ ଓ ଯାହା ସହଜରେ ଭାଙ୍ଗିଯାଏ | ଏହା ବ୍ୟତୀତ ଲୋକମାନେ ଶୀତଦିନେ କମ୍ ପାଣି ପିଅନ୍ତି, ଯାହା ଦ୍ବାରା ଶରୀର…

ବଢିଲା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା, ବଢିବ ଦରମା

ଭୁବନେଶ୍ବର: ବଢିବ ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା । ରାଜ୍ୟ ସରକାରରେ କାମ କରୁଥିବା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା ୫ ଜହାରକୁ ବୃଦ୍ଧି କରାଯିବ । ପୁର୍ବରୁ ଏହି ସଂଖ୍ୟା ୨,୪୧୬ ରହିଥିବା ବେଳେ ଏବେ ଏହାକୁ ୫୦୦୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୋଲିସର କାର୍ଯ୍ୟ ଦକ୍ଷତାକୁ ଆହୁରି ବଢାଇବା…

ଗୁରୁଗ୍ରାମ କ୍ଲବ ବିସ୍ଫୋରଣ: ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ମୁମ୍ଵାଇ: ଦୁଇ ଦିନ ପୂର୍ବେ ହରିୟାଣାର ଗୁରୁଗ୍ରାମ, ସେକ୍ଟର-୨ରେ ଅବସ୍ଥିତ କ୍ଲବରେ ବିସ୍ଫୋରଣ ଘଟିଥିଲା। ଏଥିପାଇଁ ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ରୋହିତ ଗୋଦରା ଏବଂ ଗୋଲ୍ଡି ବରାର ନିଜକୁ ଦାୟୀ କରିଛନ୍ତି। ଫେସବୁକରେ ସୋସିଆଲ ମିଡିଆରେ ଏହି କଥା ପୋଷ୍ଟ କରାଯାଇଛି। ସୋସିଆଲ ମିଡିଆରେ…

ଜରୁରୀକାଳୀନ ସେବା ଯୋଗାଇବ ପୋଲିସ୍, ମିଳିଲା ୩୦ଟି ଇଆରଏସଏସ ଯାନ

ଭୁବନେଶ୍ବର: ଜରୁରୀକାଳୀନ ସେବା ଯୋଗାଇବ କମିଶନରେଟ ପୋଲିସ୍ । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ । ଅସହାୟଙ୍କୁ ତ୍ବରିତ ସହୟତା କରିବା ପାଇଁ ପୋଲିସକୁ ଆଉ ୩୦ଟି ଇଆରଏସଏସ ଯାନ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଏନେଇ ଆଜି କମିଶନ ରେଟ ପୋଲିସ୍ ପକ୍ଷରୁ ଆୟୋଜିତ…

ରାଜଧାନୀର ସବୁଠାରୁ ଶୀତୁଆ ସକାଳ, ତାପମାତ୍ରା ୪କୁ ଖସିଲା

ନୂଆଦିଲ୍ଲୀ: ଉତ୍ତର ଭାରତରେ ଏବେ ଶୀତର ଲହରି ଜାରି ରହିଛି । ଯେଉଁଥିରେ ରାଜଧାନୀ ଦିଲ୍ଲୀରେ ମଧ୍ୟଶୀତର ପ୍ରକୋପ ଦେଖିବାକୁ ମିଳିଛି । ଧିରେ ଧିରେ ଦିଲ୍ଲୀର ପାଣିପାଗ ବଦଳୁଥିବା ବେଳେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସକୁ ଖସିଛି । ଯାହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି…

ଏଣିକି ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ସହଜ ହେବ ଜଗା ଦର୍ଶନ

ପୁରୀ: ଏଣିକି ଜଗାକୁ ସହଜରେ ଦର୍ଶନ କରିପାରିବେ ବରିଷ୍ଠ ଏବଂ ଭିନ୍ନକ୍ଷମ ଭକ୍ତ । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବାକୁ ଯାଉଛି ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ବାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୬ ଲାଇନ…

ଇତିହାସ ରଚିଲେ ଏଲୋନ୍ ମସ୍କ, ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରିଛନ୍ତି ସ୍ପେସ୍ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ l 400 ବିଲିୟନ ଡଲାର ସମ୍ପତ୍ତି ସହ ମସ୍କ ଦୁନିଆର ପ୍ରଥମ ଧନୀ ବ୍ୟକ୍ତି ହୋଇଛନ୍ତି l ଏହାପୂର୍ବରୁ, ଆଜିପର୍ଯ୍ୟନ୍ତ ଏହି ସଂଖ୍ୟାରେ କେହି ପହଞ୍ଚି ପାରିନାହାଁନ୍ତି l ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ,…

ନୂଆ ବର୍ଷ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ: ନୂଆ ବର୍ଷରେ ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଭଲ ଖବର। ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ସଦସ୍ୟ ହେବେ ଉପକୃତ। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା…

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ କେଉଁ ସମୟରେ ଯିବେନି…

ପୁରୀ: ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ଫାଲଗୁନ ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଭୋଗମଣ୍ଡପରେ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ…