Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବର ବିମାନବନ୍ଦରରୁ ୧୦ କୋଟିର ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବହୁ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଦୁଇ ଜଣ ଭାରତୀୟ ମହିଳାଙ୍କ ନିକଟରୁ ୧୯ଟି ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଖବର…

‘ଏଚଏମପିଭି ନେଇ ଭୟ କରନ୍ତୁନି, ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି’

ଭୁବନେଶ୍ୱର: ଭାରତର ତିନୋଟି ସହରରେ ଚୀନ୍ ର ଏଚଏମପିଭି ଭାଇରସ୍ ର ଚାରୋଟି ମାମଲା ଚିହ୍ନଟ ହେବାପରେ, ଏହା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି । ଭୟ…

ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ ପରାମର୍ଶ, ଜାଣନ୍ତୁ…

ଭୁବନେଶ୍ୱର: ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ନଜରରେ ରଖି ସୋମବାର ଦିନ ତିନି ଦିନ ପାଇଁ କମିଶନରେଟ୍ ପୋଲିସ ଗମନାଗମନ ନେଇ ପରାମର୍ଶ ଜାରି କରିଛି। ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ କହିଛନ୍ତି ଯେ…

କୋଲକାତାରେ ୫ ମାସର ଶିଶୁ ଏଚଏମପିଭି ଆକ୍ରାନ୍ତ

କୋଲକତା: ଚୀନ୍ ରେ ବ୍ୟାପୁଥିବା ଏଚଏମପିଭି ଭାଇରସ ଏବେ ଭାରତରେ ଚିହ୍ନଟ ହୋଇଛି । ବର୍ତ୍ତମାନ ଚାରୋଟି ମାମଲା ଦେଶରେ ସାମ୍ନାକୁ ଆସିଛି । ପୂର୍ବରୁ କର୍ଣ୍ଣାଟକର ଦୁଇ ପିଲାଙ୍କ ମଧ୍ୟରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଦୁଇ ମାସର ଶିଶୁ ମଧ୍ୟ ସଂକ୍ରମିତ…

ବଜାରକୁ ଆସିଲା ରେଡମିର ୫ଜି ସ୍ମାର୍ଟଫୋନ; ୯,୯୯୯ ଦାମ୍ ରେ 50MP ଡୁଆଲ କ୍ୟାମେରା

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି କମ୍ପାନୀ ଏହି ଦମଦାର ଓ ବଜେଟ୍‌ ଫ୍ରେଣ୍ଡଲି ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ୨୦୨୫ ଆରମ୍ଭରେ ଏହି ଶସ୍ତା 5G ଫୋନରେ ଅନେକ ଦମଦାର୍ ଫିଚର ଅଛି । ଏଥିରେ 120Hz ରିଫ୍ରେସ୍‌ ରେଟ୍‌ ସହିତ…

ରାୟଗଡ ରେଳ ମଣ୍ଡଳର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ରାୟଗଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁରେ ଥାଇ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଏହି…

ଦିଲ୍ଲୀ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ…

ଦ୍ୱିତୀୟ ଥର ପାଇଁ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ପୁଣି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରଓ୍ବାନା । ଢାକାର ଗୋଟିଏ କୋର୍ଟ ଏହି ପରଓ୍ବାନା ଜାରି କରିଛନ୍ତି । ବଳପୂର୍ବକ ବାଂଲଦେଶୀ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି…

ଚିଲିକାରେ ପ୍ରତିଷ୍ଠା ହେବ ପକ୍ଷୀ ସଂଗ୍ରହାଳୟ

ଭୁବନେଶ୍ୱର: ଓଡିଶା ସରକାର ରାଜ୍ୟରେ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଏହାର ଜୈବ ବିବିଧତା ଏବଂ ବିଦେଶାଗତ ପକ୍ଷୀଙ୍କ ଆଗମନ ପାଇଁ ଜଣାଶୁଣା ଚିଲିକା ହ୍ରଦ ନିକଟରେ ଏହି ପ୍ରସ୍ତାବିତ ସଂଗ୍ରହାଳୟ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ହ୍ରଦକୁ ଶୀତ ଋତୁରେ ଦୂର…

୫ଦିନ ପରେ ସିଂହ ଅଭୟାରଣ୍ୟରୁ ଜୀବନ୍ତ ଫେରିଲା ୮ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ: ବେଳେବେଳେ ଦୁନିଆରେ ଏପରି ଘଟଣା ଘଟେ ଯାହା କୌଣସି ଏକ ଚମତ୍କାରଠାରୁ କମ୍ ନୁହେଁ । ଜିମ୍ବାୱେରେ ମଧ୍ୟ ଏଭଳି ଘଟଣା ଘଟିଛି। ଏ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ । ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବାଣ ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ…