Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ସାରିବା ଲକ୍ଷ୍ୟ: ମନ୍ତ୍ରୀ

ଭୁବନେଶ୍ବର: ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ। ବର୍ତମାନ ସୁଦ୍ଧା ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଥିବା ବେଳେ ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି । ୪ ବର୍ଷ ଅର୍ଥାତ୍…

ନବୀନଙ୍କୁ ଭେଟିଲେ ବଡମ୍ବାର ୯୦ରୁ ଊର୍ଦ୍ଧ୍ଵ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ୯୦ରୁ ଊର୍ଦ୍ଧ୍ଵ  ପଂଚାୟତ ପ୍ରତିନିଧି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ…

ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ବର: ଓମାନରେ ଛାତ ଭୁଷୁଡି ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ । ତାଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ…

କଂଗ୍ରେସ ପକ୍ଷରୁ ମଶାରୀ ଟାଙ୍ଗି ବିରୋଧ: ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା

କଟକ:ସିଏମସି ଅବହେଳାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତଙ୍କ ନେତୃତ୍ୱରେ କଟକ ବାଦାମବାଡ଼ି ଥାନା ସମ୍ମୁଖରେ ମଶାରୀ ଟାଙ୍ଗି ବିରୋଧ  କରିବା ସହ ସିଏମସିର ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା ଦିଆଯାଇଛି। କଟକ ସହରରେ ମଶା ମାନଙ୍କର…

ଓଡ଼ିଶା ଆସିଛନ୍ତି ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଏହି ସମୟ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ସେ କହିଛନ୍ତି ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ଆସିଛନ୍ତି ୨…

ଗୋଲ୍ଡେନ୍ ଗ୍ଲୋବ-୨୦୨୫: ଶ୍ରେଷ୍ଠ ନିର୍ଦ୍ଦେଶକ ଦୌଡରେ ପାୟଲ କପାଡିଆ

ମୁମ୍ବାଇ: ୨୦୨୫ ବର୍ଷ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଭାରତୀୟ ନିର୍ଦ୍ଦେଶକ ପାୟଲ କାପାଡିଆଙ୍କ ଫିଲ୍ମ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରଟି ଗୋଟିଏ ନୁହେଁ ବରଂ ଦୁଇଟି…

ଏହି ସବୁ ଖାଦ୍ୟର ନାହିଁ ଏକ୍ସପାଏରୀ ଡେଟ୍

ବଜାରରୁ କିଛି ସାମଗ୍ରୀ ଯଥା-ଖାଦ୍ୟ ସାମଗ୍ରୀ,କସମେଟିକ୍ କିମ୍ବା ଏଫଏମସିଜି ଭଳି ଆଇଟମକୁ ପ୍ୟାକ୍ କରୁଥିବା ସମୟରେ ପଛରେ ଦିଆଯାଇଥିବା ଦର,ଏକ୍ସପାଏରୀ ତାରିଖରୁ ଜାଣୁ ଯେ ଖାଦ୍ୟ ଖାଇବା ଯୋଗ୍ୟ କି ନୁହେଁ। କିନ୍ତୁ ଆମ ନିକଟରେ ଏପରି କିଛି ଖାଦ୍ୟ ଅଛି ଯାହାର କେବେ ବି ଏକ୍ସପାଏରୀ ଡେଟ୍ ନଥାଏ।…

ମହାକାଶରେ ଏମିତି ପିଅନ୍ତି ଜୁସ୍, ଭର୍ଚୁଆଲ୍ ମାଧ୍ୟମରେ ବୁଝାଇଲେ ମହାକାଶଚାରୀ ସୁନିତା

ନୂଆଦିଲ୍ଲୀ: ମହାକାଶଚାରୀମାନେ ମହାକାଶରେ କିପରି ଜୀବନ ବିତାନ୍ତି, ସେ ସମ୍ବନ୍ଧରେ ଲୋକଙ୍କ ମନରେ ଉଠିଥାଏ ଅନେକ ପ୍ରଶ୍ନ। ମହାକାଶଚାରୀଙ୍କ ସମ୍ପର୍କିତ ଭିଡିଓଗୁଡିକ ସ୍ପେସ୍ ଏଜେନ୍ସି ଦ୍ୱାରା ସେୟାର କରାଯାଉଥିବା ଦେଖିବାକୁ ମିଳିଥାଏ। ନିକଟରେ ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏକ…

ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରନ୍ତି ଏହି ସବୁ କମ୍ପାନୀ, ଜାଣନ୍ତୁ କିପରି କରନ୍ତି କାର୍ଯ୍ୟ

ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ବାସ୍ତବରେ, ରାଜନୈତିକ ଦଳଗୁଡିକ ପାଇଁ ରଣନୀତି ପ୍ରସ୍ତୁତ କରିବା ବ୍ୟତୀତ, ଏହି କମ୍ପାନୀଗୁଡିକ ରାଜନୈତିକ ମିଶନ ପରିଚାଳନା, ଭୋଟର ଅନୁସନ୍ଧାନ…

ଆଗଧାଡିରେ ଦେବେନ୍ଦ୍ର ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ବିଜୟର ସାରଥି ଦେବେନ୍ଦ୍ର ଫଡନାବିସ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପସନ୍ଦ ଫଡନାବିସଙ୍କୁ ମହାରାଷ୍ଟ୍ର ବିଜୟର ମ୍ୟାନ ଅଫ୍ ଦି ମ୍ୟାଚ କୁହାଯାଉଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ସହ ଫଡନାବିସ ବିଜେପିର ବଡ ନେତାଙ୍କ କ୍ଲବରେ ସାମିଲ…