Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଗଧାଡିରେ ଦେବେନ୍ଦ୍ର ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ବିଜୟର ସାରଥି ଦେବେନ୍ଦ୍ର ଫଡନାବିସ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପସନ୍ଦ ଫଡନାବିସଙ୍କୁ ମହାରାଷ୍ଟ୍ର ବିଜୟର ମ୍ୟାନ ଅଫ୍ ଦି ମ୍ୟାଚ କୁହାଯାଉଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ସହ ଫଡନାବିସ ବିଜେପିର ବଡ ନେତାଙ୍କ କ୍ଲବରେ ସାମିଲ…

୩ ଶ୍ରମିକଙ୍କ ଉପରେ ମାଡିଗଲା ଯାତ୍ରାବାହି ବସ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ନିକଟରେ ଅଘଟଣ । ୫୩ ନମ୍ବର ଜାତୀୟ ରାଜପଥର ୩ ଜଣ ଶ୍ରମିକଙ୍କ ଉପରେ ଏକ ବସ୍ ଚଢିଯାଇଛି । ଫଳରେ ତିନି ଜଣଙ୍କର ମୃତତ୍ୟୁ ଘଟିଛି । ମୃତ ଶ୍ରମିକମାନେ ହେଲେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ…

ବିରିୟାନି ଚାଉଳ ପାଇଁ ବିଶ୍ଵ ପାଗଳ, ଜାଣନ୍ତୁ ଉତ୍ପାଦନ ଦୃଷ୍ଟିରୁ କେଉଁ ରାଜ୍ୟ ରହିଛି ଆଗରେ

ବିରିୟାନି, ଏକ ନାମ ଯାହା ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରେ। ଏହି ଖାଦ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଲୋକପ୍ରିୟ। ବିରିୟାନିର ଇତିହାସ ବହୁତ ପୁରୁଣା ଏବଂ ଏହା ବିଭିନ୍ନ ରାଜ୍ୟ ତଥା ଦେଶରେ ନିଜର ବିଶେଷତା ସହିତ ପ୍ରସ୍ତୁତ। ଏହାର ସ୍ୱାଦ ଏବଂ ସୁଗନ୍ଧ ପଛରେ ସବୁଠାରୁ…

ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ପ୍ରଧାନମନ୍ତ୍ରୀ, ଅତିଥିଙ୍କ ପାଇଁ ହୋମ୍ ଷ୍ଟେ ବ୍ୟବସ୍ଥା

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ୧୧ ତାରିଖ ଭିତରେ ଭୁବନେଶ୍ବରରେ…

ଏଣିକି ଯାତାୟାତ ହେବ ଆହୁରି ସରଳ, ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବ ଏହି ନାଲି ବସ

ଭୁବନେଶ୍ୱର: ଏଣିକି ଯାତାୟାତ ହେବ ଆହୁରି ସରଳ l ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ l କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ l ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ l…

ପଦରୁ ହଟିପାରିବେ କି ଉପରାଷ୍ଟ୍ରପତି? କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ..

ନୂଆଦିଲ୍ଲୀ: ବିଶ୍ବାସଭାଜନ ହୋଇପାରୁନାହାନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଧନକଡଙ୍କ ବିରୋଧରେଏବେ ନୋ କନଫିଡେନ୍ସ ମୋସନ ତଥା ଅନସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି କଂଗ୍ରେସ । ଏନେଇ ଇଣ୍ଟି-ମେଣ୍ଟର ଦଳମାନେ ଧନକଡଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପ୍ରସ୍ତାବ…

ବିଧାନସଭାରେ କଂଗ୍ରେସ କଳି: ତାରା କହିଲେ, ‘ଦଳରେ ଆଉ ଶୃଙ୍ଖଳା ନାହିଁ’

ଭୁବନେଶ୍ବର: ‘ଚାଲିଛି ଗୃହ । ଆଗରେ ବସିଛନ୍ତି ବାଚସ୍ପତି । ଜଣେ ଜଣେ କରି ପ୍ରଶ୍ନକର୍ତ୍ତାଙ୍କ ନାଁ ନେଇ ନିଜ ପ୍ରଶ୍ନ ରଖିବାକୁ ଅନୁରୋଧ କରୁଛନ୍ତି ବାଚସ୍ପତି । ଏହାରି ଭିତରେ ମୁଁ କହିବି, ମୁଁ କହିବି ନେଇ ନିଜ ମର୍ଯ୍ୟାଦା ଭୁଲିଗଲେ କଂଗ୍ରେସ ବିଧାୟକ । ଆଉ ତା ପରେ ପରସ୍ପର ମଧ୍ୟରେ ହିଁ…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ…

ମିଶନ ଶକ୍ତି ମହିଳାଙ୍କ ଧାରଣା: ପ୍ରଭାତୀ କହିଲେ,‘ କାହା କଥାରେ ପଡି ରାସ୍ତାରେ ଗଡ ନାହିଁ’

ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ।  ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ…