Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଲିଗାଲ୍ ନୋଟିସ୍, ଲିଖିତ କ୍ଷମା ମାଗିବାକୁ ଦାବି

ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ଜାତିର ପିତା' ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ…

ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଜଣେ କନଷ୍ଟେବଳ ସହିଦ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ରେ ଏନ୍‌କାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀଷ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଳ ସହିଦ ହୋଇଥିବା ସୂଚନା ରହିଛି। ତାଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି। । ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଥିବା ବେଳେ…

୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ରେକର୍ଡ କଲା ଅଷ୍ଟ୍ରେଲିଆ, ଫାଇନାଲରେ ଏଣ୍ଟ୍ରି

ସିଡନୀ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କଲା ଅଷ୍ଟ୍ରେଲିଆ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ସିଡ୍‌ନୀରେ ଖେଳା ଯାଇଛି। ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି…

କମୁଛି ପାରଦ, ବଢୁଛି ଶୀତ: ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଖସୁଛି ତାପମାତ୍ରା। ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଏହା…

ଭୋରୁ ଭୋରୁ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍‌ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ସେନେଇ ଅସ୍ପଷ୍ଟ । ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଥିଲା ଡ୍ରୋନ । ୧୦୦ ଫୁଟ ଉଚ୍ଚକୁ…

ବାସ୍ତୁ ଟିପ୍ସ: କର୍ପୂର ଆଳତି କଲେ ଘରକୁ ଆସେ ସୁଖଶାନ୍ତି

ଭୁବନେଶ୍ବର: ଆମର ହିନ୍ଦୁଧର୍ମରେ ପୂଜାବେଳେ କର୍ପୂର ଆଳତି କରାଯାଏ । ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଆଳତି କରୁ । ବାସ୍ତୁ ଶାସ୍ତ୍ର ହିସାବରେ କର୍ପୂର ଜଳାଇବା ଦ୍ୱାରା ଘରୁ ସକାରାତ୍ମକ ପ୍ରଭାବ ଘରେ ପଡିଥାଏ । ଆସନ୍ତୁ ଜାଣିବା କର୍ପୂର ଆଳତି ଦ୍ବାରା କଣ ଲାଭ ମିଳେ.. -କର୍ପୂର ଆଳତି…

ପ୍ରତିଦିନ ବ୍ରେଡ ଖାଉଥିଲେ ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଆଧୁନିକ ଛାପ ଆମର ଖାଇବାରେ ଦେଖିବାକୁ ମିଳୁଛି । ସକାଳୁ ଛତୁଆ , ଚୁଡା କଦଳୀ ଖାଇବା ବଦଳରେ ବ୍ରେଡବଟର କିମ୍ବା ଟୋଷ୍ଟ , ସାଣ୍ଡୱିଚ୍ ଖାଉଛନ୍ତି ଆଜିକାଲିର ପିଲା । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ…

ମାତିଛନ୍ତି ସାଇବର ଠକ; ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା ମାତ୍ରେ ଆକାଉଣ୍ଟ ହେଇଯିବ ଖାଲି

ଭୁବନେଶ୍ବର:ଏବେ ସାଇବର ଠକମାନେ ଏକ ନୂତନ ପଦ୍ଧତି ବାହାର କରିଛନ୍ତି । ଯାହାଦ୍ବାରା ସେମାନେ ୟୁପିଆଇ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହାକୁ ‘ଜମ୍ପ ଡିପୋଜିଟ୍ ​​ସ୍କାମ୍’ କୁହାଯାଉଛି। ଏହି ଠକମାନେ ଏତେ ଚତୁର ଯେ ଆକାଉଣ୍ଟରୁ ଟଙ୍କା ନେଇଯିବେ ଆପଣ ଜାଣିପାରିବେ…

୪ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ: ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର କାର୍ଯ୍ୟକାଳରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜାନୁଆରୀ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ୨୮ତାରିଖରେ ପ୍ରଧାନମନ୍ତ୍ରୀ…

ଆକାଶରୁ ପୃଥିବୀକୁ ଖସିଲା ୫୦୦କିଲୋର ଏକ ରିଙ୍ଗ, ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ଅପରାହ୍ନ ସମୟ ହୋଇଥିବ । ହଠାତ୍ ଆପଣଙ୍କ ଅଞ୍ଚଳରେ ଆକାଶରୁ ୫୦୦କେଜିର ବିଶାଳ ରିଙ୍ଗ'ଟି ପଡିବ । ଆପଣ ଛାନିଆ ହୋଇଯିବେ କି ନାହିଁ । ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି କେନିଆର ମାକୁଏନି କାଉଣ୍ଟରେ ଅବସ୍ଥିତ ମୁହୁକୁ ଗାଁରେ । ଖବରମୁତାବକ, ଏହି ଗାଁ ନିକଟରେ ଆକାଶରୁ ପଡିଥିବା…