Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ବିକ୍ରି ହେବନି ଖଜା

ପୁରୀ: ଏଣିକି ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ମିଳିବନି ଖଜା। ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ବିରୋଧରେ…

ମାଛ ରାନ୍ଧିବା ପରେ ମାଛ ବାସନା ଘରୁ ଯାଉନି? ଆପଣାନ୍ତୁ ଏହି ସହଜ ଉପାୟ ..

ଭୁବନେଶ୍ବର: ଆପଣ ମାଛ ଖାଇବାକୁ ଭଲ ପାଆନ୍ତି କି? ତାହେଲେ ଘରେ ମାଛ ରାନ୍ଧୁଥିବେ, ମାତ୍ର ମାଛ ରାନ୍ଧିବା ପରେ ତାର ବାସନା ଘରୁ ଯାଉନାହିଁ ଶୀଘ୍ର ସେଥିପାଇଁ ଟେନସନ ନେଉଛନ୍ତି କି । ତେବେ ଟେନସନ ନିଅନ୍ତୁ ନାହିଁ । କାରଣ ଆମେ ଆପଣଙ୍କୁ ସହଜ ଟିପ୍ସ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ…

୨୦୨୫ରେ ଜନ୍ମିତ ପିଲାଙ୍କୁ କୁହାଯିବ ‘ଜେନେରେସନ ବିଟା’

ନୂଆଦିଲ୍ଲୀ: ଜାନୁଆରୀ ୧,୨୦୨୫ରୁ ଯେଉଁମାନେ ଜନ୍ମ ହେବେ ସେମାନଙ୍କୁ ବିଟା ଜେନେରେସନ କୁହାଯିବ । ଏହାପୂର୍ବରୁ Gen Y,Z ଏବଂ ଆଲଫା ଜେନେରେସ ଥିଲା । ସାମାଜିକ ରିସର୍ଚ୍ଚର ମାର୍କ ମ୍ୟାକକ୍ରାଇଣ୍ଡଲ୍ କହିଛନ୍ତି ଯେ, ଆଲ୍ଫା ଜେନେରେସନ ସ୍ମାର୍ଟ ଟେକ୍ନୋଲୋଜି ଆସୁଥିବାର ଦେଖିଲା । ଏଆଇକୁ ବଝିଲା…

ପୁରୀରେ ବେଆଇନ୍ ନିର୍ମାଣ ଉପରେ ଲାଗିବ ରୋକ; ଗଠନ ହେଲା ୨୪ ଜଣିଆ ସ୍କ୍ୱାର୍ଡ

ପୁରୀ: ପୁରୀ ସହରରେ ଓ ସମୁଦ୍ରକୂଳରେ ଦିନକୁ ଦିନ ବଢିଚାଲିଥିବା ବେଆଇନ୍ ନିର୍ମାଣ ଉପରେ ଏବେ ରୋକ ଲାଗିବ । ସେନେଇ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବେଆଇନ୍ ନିର୍ମାଣ ରୋକିବାକୁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ରେ ୨୪ ଜଣ…

ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ ବ୍ୟକ୍ତିଗତ ସଚିବ ନିଯୁକ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ସାହୁ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ ସାହୁଙ୍କୁ ନିଯୁକ୍ତି ମିଳିଛି । ଇଣ୍ଟର କ୍ୟାଡର ଡେପୁଟେସନରେ…

ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ଼: ବିଦ୍ୟୁତ କର୍ମଚାରୀ ମୃତ, ୨ ଗୁରୁତର

ଯାଜପୁର: ଲୁଟ୍‌ ପାଇଁ ପିଛା କରୁଥିଲେ ଦୁର୍ବୃତ୍ତ। ତେବେ ଏହି ସମୟରେ ରାସ୍ତାରେ ଦୁର୍ବୃତ୍ତଙ୍କ ବାଇକ୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଏଥିରେ ଉତ୍‌କ୍ଷିତ ହୋଇ ଅଫିସ୍‌ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ଏହାପରେ ସେମାନେ ପିଛା କରୁଥବା ସୁନା…

ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ

ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଜାଣିଥିବେ ଏହି ମକର ସଂକ୍ରାନ୍ତିରେ ଗୁଡି ଉଡାଯାଏ ।…

ସୋସିଆଲ ମିଡିଆରୁ ପିଲାଙ୍କ ଲଗ୍-ଆଉଟ୍ !

ନୂଆଦିଲ୍ଲୀ: ବାପା ମାଆଙ୍କ ଅନୁମତି ବିନା ପିଲା ଚଲାଇ ପାରିବେନି ସୋସିଆଲ୍ ମିଡିଆ । ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା ଆଣିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ଆକ୍ଟ -୨୦୨୫ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଅରବିନ୍ଦ କେଜ୍ରିଓ୍ବାଲ Vs ପ୍ରବେଶ ବର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଭିଓ୍ବେଟ୍ ଟକ୍କର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି।…

କାଶ୍ମୀରରେ ଖାଇକୁ ଖସିଲା ଆର୍ମି ଟ୍ରକ୍; ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଯବାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଗଭୀର ଖାଲକୁ ଖସି ପଡିଛି। ଏହି ଦୁର୍ଘଟଣା ବନ୍ଦିପୋରାର ଏସ୍ କେ ପାଇନ୍ ଅଞ୍ଚଳର ୱୁଲର୍ ଭ୍ୟୁପଏଣ୍ଟ ନିକଟରେ ଘଟିଛି। ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଦୁଇ ଯବାନ ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ଆହତ…