Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଓଡ଼ିଶା ଆସିବେ ଅଢ଼େଇ ହଜାର ପ୍ରବାସୀ, ବିଶ୍ବ ଦେଖିବ ଓଡିଶାର ଆତିଥ୍ୟ’

ଭୁବନେଶ୍ୱର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।…

‘ପର୍ଯ୍ୟଟନ ଶିଳ୍ପକୁ ଛୁଇଁବ ଡବଲ ଡେକର୍ ବସ୍ ଓ ନୂଆ ମୋ ବସ୍’

ଭୁବନେଶ୍ୱର: ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ, ଶୁକ୍ରବାର ଭୁବନେଶ୍ବରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିଛି । ଏହି ବସ୍‌ ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ସେହିପରି ଅତ୍ୟାଧୁନିକ ଡିଜାଇନ୍‌ରେ ୫ଟି ମୋ ବସ ଆସିଥିବା ବେଳେ ଆଉ ୫ଟି ବସ ମଧ୍ୟ…

‘ଭୁବନେଶ୍ୱର ରେଳଷ୍ଟେସନ ଆଗକୁ ଦୈନିକ ୧ ଲକ୍ଷ ୪୪ ହଜାର ଲୋକଙ୍କୁ ସେବା ଯୋଗାଇବ’

ଭୁବନେଶ୍ୱର: ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି…

ବଢିଲା ଦେଶୀ ମଦ ସାଙ୍ଗକୁ ବିୟର ଦର: ୧୦ ଟଙ୍କା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ବଢିଲା ଆସ୍କା-୪୦ ଓ ବିୟର୍‌ ଦାମ୍ । ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍‌ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ…

ମହାକୁମ୍ଭ ୨୦୨୫ : ଟେନସନ୍ ଫ୍ରି ଯାତ୍ରା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରୟାଗରାଜ: ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି । ଭାରତ ସମେତ ସମଗ୍ର ବିଶ୍ୱରୁ ପ୍ରାୟ ଚାଳିଶ କୋଟି ଲୋକ ଏଠାକୁ ଆସିବେ ବୋଲି ଅନୁମାନ କରାଯାଉଛି।  ଏହି ମେଳା  ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬…

୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଭାଇ ଗିରଫ

ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଦୁଇ ଭାଇ…

ଆସିଲା ଦିଲ୍ଲୀ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ଆଲୋଚନା, ସମାଲୋଚନା ପରେ ଆଜି ପରିଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ…

ଫେଲ୍ ମାରିଲା ଚୀନର ତଥ୍ୟ; ଗୋଆରେ ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

ପାନାଜୀ: ଗୋଆରେ ୨୦୨୪ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଯଦି ସରକାରୀ ତଥ୍ୟକୁ ଦେଖାଯାଏ ତେବେ ତେବେ ଗୋଆରେ ପର୍ଯ୍ୟଟକଙ୍କ ଭିଡ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯାହା ପଡୋଶୀ ଦେଶ ଚାଇନା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଫେଲ୍ ମାରିଛି । ତେବେ ଚାଇନାର ଅର୍ଥନୈତିକ…

ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

କେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର…

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ କିସ୍ତି

ଭୁବନେଶ୍ବର: ବଢିଲା ସୁଭଦ୍ରା ଯାଞ୍ଚ ସମୟ । ଏବେ ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ…