Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିବାଦୀୟ ଆଇପିଏସ୍ ଆଶିଷ ସିଂ ପରେ ଏବେ କୁଟ୍ଟେଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ…

ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

କଟକ: ଡ୍ରେନ୍ କାମବେଳେ ଅଘଟଣ। ପୁଣି କଟକରେ ଡ୍ରେନରେ ଯାଇଛି ଜୀବନ। କଟକରେ ଡ୍ରେନ କାମ ସମୟରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। କଟକର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଏହି ଅଘଟଣ ଘଟିଛି। ସିଏମସିର ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ିବାରୁ ଏହି ଦୁଇ ଶ୍ରମିକ ଚାପି…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଲହୁ ଲୁହାଣ ହୋଇଥିବା ଛାତ୍ର ଜଣକ ହେଲେ ପ୍ରଭାସ ରଞ୍ଜନ ମହାନ୍ତି । କୁହାଯାଉଛି ବିଜୁ ଜନତା ଦଳର ନେତା ଏକ୍ରାମ ଖାନ ଓରଫ ବବି ଓ ତାଙ୍କ ସାଙ୍ଗ ମାନେ କୌଣସି କାରମଣରୁ…

ଡିଜିଟାଲ ପେମେଣ୍ଟ ହଜେଇ ଦେଲାଣି ଏଟିଏମ ଚିହ୍ନ

ନୂଆଦିଲ୍ଲୀ: ଧିରେ ଧିରେ ହଜିବାକୁ ବସିଲାଣି ଏଟିଏମ ଚିହ୍ନ। ଡିଜିଟାଲ ଦୁନିଆରେ ଲୋକେ ଏଟିଏମକୁ ଯେମିତି ପାସୋରି ଦେଲେଣି। ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କାରବାର ଖୁବ୍ ଜୋରରେ ବୃଦ୍ଧି ପାଇବାରେ ଲାଗିଛି । ୟୁପିଆଇ କାରବାର ଏତେ ବଢିଯାଇଛି ଯେ ଏହା…

କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଏହି ସହାୟତା ମିଳିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି…

‘ଦାର୍ଜିଲିଂ’: କିପରି ଯିବେ, ଖର୍ଚ୍ଚ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ

ନୂଆଦିଲ୍ଲୀ: ଦାର୍ଜିଲିଂ ଏକ ବହୁତ ସୁନ୍ଦର ସ୍ଥାନ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚା ବଗିଚା ପାଇଁ ଜଣାଶୁଣା | ଏହା ବ୍ୟତୀତ ଏହି ସହରର ନିଜସ୍ୱ ସ୍ୱତନ୍ତ୍ର ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ରହିଛି |ଏଠାରେ ଆପଣ ବର୍ଷା, ଖରା , ଶୀତ ଏବଂ ସୁନ୍ଦର ପର୍ବତର ମଳୟ ପବନର ଉପଭୋଗ କରି…

ଓଏଏସ ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ

ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କୁ ପାଇଁ ଶକ୍ତ ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଯଦି ବଦଳିହୋଇଥିବା ତଥା ନୂଆ ଦାୟିତ୍ବ ମିଳିଥିବା…

ଚେର ଖୋଜୁଛି ସିବିଆଇ, ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ରେଡ୍

ଭୁବନେଶ୍ଵର: ସିବିଆଇ ହାତରେ ଲାଗିଲା ଆଉ ଏକ ଧଳା ରଙ୍ଗର କାର୍ । ମେଗା ରେଡ୍‌ ବେଳେ ଜଣେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ । ବାଟରେ ୩ଟି ଗାଡ଼ି ବଦଳାଇ ମେ' ଫେୟାର୍ ନିକଟରେ ପହଞ୍ଚିଥିଲେ ସରକାରୀ ଅଧିକାରୀ । ସେଠାରେ ଡିଲ୍‌ ଚାଲିଥିବା ବେଳେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ ଟିମ୍…

ଫୋନ୍ ଟାପିଂ ସମ୍ପର୍କରେ କ’ଣ ରହିଛି ସରକାରଙ୍କର ନୂଆ ନିୟମ?

ନୂଆଦିଲ୍ଲୀ: ଫୋନ୍ ଇଣ୍ଟରସେସ୍ପନ ପାଇଁ ସରକାର ନୂତନ ନିୟମ ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଦେଶର ସମସ୍ତ ରାଜ୍ୟ ସ୍ତରରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ଏବଂ ଉଚ୍ଚ ପଦବୀର ଅଧିକାରୀମାନେ ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ଟାପିଂ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିପାରିବେ ।…