Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫ୍ୟାସନ ଶୋ’ରେ ନିଜର ଜଲଓ୍ବା ଦେଖାଇଲେ ପ୍ରଧାମନ୍ତ୍ରୀ ମୋଦିଙ୍କ ଏହି ୨ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପରେ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ମୋଦିଙ୍କ ମନ୍ତ୍ରୀମାନେ ରାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ରାଜ୍ୟ…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ୍: କାରରୁ ମିଳିଲା ପୁଳା ପୁଳା ଟଙ୍କା

ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଅଚାନକ ସିବିଆଇ ରେଡ୍ । ଭୁବନେଶ୍ଵରସ୍ଥିତ ହୋଟେଲ ମେ’ ଫେୟାର ସାମନାରେ ଏକ କାରରୁ ବିଡା ବିଡା ନୋଟ ସହ ସୁନା ଗହଣା ଜବତ କରିଛି ସିବିଆଇ । ଏଥିସହ ୪ଜଣଙ୍କୁ ଉଠାଇ ନେଇଛି ସିବିଆଇ । ନୟାପଲ୍ଲୀ ପୋଲିସର ସହଯୋଗରେ ସିବିଆଇ ଏହି ଚଢାଉ କରିଛି । ଯାହାକୁ ନେଇ…

ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି, ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ- ରାଜ୍ୟପାଳ

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ। ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବକୁ ଉଦଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି। ଆୟୋଜିତ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି, ଯେଉଁ ରାଷ୍ଟ୍ରରେ ଜ୍ଞାନର…

ହିମାଚଳରେ ଆତ୍ମରକ୍ଷା ପ୍ରଶିକ୍ଷଣ ନେଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ନେଇଛନ୍ତି ଆତ୍ମରକ୍ଷା ପ୍ରଶିକ୍ଷଣ।  ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିରରେ ସେମାନେ ତାଲିମ ନେଇଛନ୍ତି।  ରକ୍ କ୍ଲାଇମ୍ବିଂ ସହିତ ପ୍ରତିକୂଳ…

ସୋଆ କ୍ରିଏଟିଭୋ ପକ୍ଷରୁ ‘ମାର୍ଗଶିରର ମହକ’: ଓଡ଼ିଆ ସଂସ୍କୃତି, ପରମ୍ପରାକୁ ମନେପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ 'ମାର୍ଗଶିରର ମହକ'ର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି। ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ…

୩ ବର୍ଷରେ ଜଗନ୍ନାଥ ମନ୍ଦିରକୁ ମିଳିଛି ୧୧୩ କୋଟି

ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ଆୟ ସମ୍ପର୍କରେ ମିଳିଛି ସୂଚନା। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ ଭାବରେ…

ଜାନୁଆରୀ ୮ରେ ପ୍ରବାସୀ ଭାରତୀୟ ଦିବସ: ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା

ଭୁବନେଶ୍ଵର : ଜାନୁଆରୀ ୮ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ। ଅତିଥିଙ୍କ ରହଣି ଠାରୁ ଆରମ୍ଭ କରି ଆବଶ୍ୟକୀୟ ସୁରକ୍ଷା ପାଇଁ ସଜାଗ ରହିଛି ରାଜ୍ୟ ପୋଲିସ ବିଭାଗ। ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ…

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ…

ରାଜ୍ୟରେ ବଢୁଛି ଅବକାରୀ ରାଜସ୍ଵ, ବରଗଡ଼ ଜିଲାରୁ ହୋଇଛି ସର୍ବାଧିକ ଆଦାୟ: ଅବକାରୀ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ। ସର୍ବାଧିକ ରାଜସ୍ବ ବରଗଡ଼ ଜିଲାରୁ ଆଦାୟ ହେଉଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନରେ ଉତ୍ତର ଦେଇଛନ୍ତି  ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟିକା ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନରେ…

ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ନବୀନ

ଭୁବନେଶ୍ଵର: ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶନିବାର ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଶ୍ରମିକମାନଙ୍କ ସ୍ବାର୍ଥକୁ ନେଇ…