Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ'ରୁମକୁ…

୫ ତାରିଖ ପରେ ରାଜ୍ୟରେ କମିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ…

ମହାନଦୀରେ ମାଛ ଧରା ବନ୍ଦ, କଟକଣା ଜାରି କଲା ବନ ବିଭାଗ

କଟକ: ମହାନଦୀ ଉପରେ ଚାଲିବନି ଡଙ୍ଗା କଟକଣା ଜାରି କଲା ବନ ବିଭାଗ । କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି । କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ବନ୍ଦ ରହିବ । ଜାନୁୟାରୀ ୫ରୁ ୯ ମଧ୍ୟରେ କୁମ୍ଭୀରମାନଙ୍କର ବାର୍ଷିକ…

ଘରୋଇ ବସରେ କାମୁଡିଲା ଓଡଶ, ଏବେ ବସ୍ ମାଲିକ ଦେବେ ଲକ୍ଷେ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ମାଙ୍ଗାଲୁରୁର ଏକ ଘରୋଇ ବସ୍‌ରେ ଜଣେ ମହିଳାଙ୍କୁ ଓଡଶ କାମୁଡ଼ିଥିଲା। ବର୍ତ୍ତମାନ କୋର୍ଟ ସେହି ବସ୍ କମ୍ପାନୀ ଏବଂ ବୁକିଂ ଏଜେଣ୍ଟ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସୂଚନାନୁସାରେ,୧୬ ଅଗଷ୍ଟ ୨୦୨୨ରେ ଦୀପିକା ସୁବର୍ଣ୍ଣା ନାମକ ଜଣେ ମହିଳା…

ମାଆ ହେଲା କଳା କଲରାପତରିଆ ବାଘ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ…

ପାଣିରୁ ସୁନା ଛାଣୁଛନ୍ତି ଲୋକେ, ଭଡ଼ାରେ ଆଣୁଛନ୍ତି ମେସିନ୍‌

ଇସଲାମାବାଦ: ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ। ହେଲେ ସୁନା ଛାଣିବା ପାଇଁ ଏଠାକାର ଲୋକ ଭଡ଼ାରେ ମେସିନ୍‌ ଆଣୁଛନ୍ତି। ବେଆଇନ ଭାବେ ଜୋରସୋରରେ ଏହି କାମ ଚଳାଇଛନ୍ତି ପାକିସ୍ତାନ ବାସିନ୍ଦା। କିନ୍ତୁ ପାଣିରୁ ସୁନା ବାହାର କରିବା କାମ ବେଆଇନ, ଯାହାକୁ ରୋକିବାକୁ ପୋଲିସ ଅନେକ…

ସାବଧାନ! ଚୀନରେ କୋଭିଡ୍ ଭଳି ମହାମାରୀ

ନୂଆଦିଲ୍ଲୀ: ୫ବର୍ଷ ପରେ ପୁଣି ଫେରିବ କି କରୋନା ଭଳି ମହାମାରୀ? ଚୀନରେ ବଢିବାରେ ଲାଗିଛି ଶ୍ବାସଜନିତ ଅସୁସ୍ଥତା, ଭାରତରେ ବଢିଲା ଚିନ୍ତା। ୨୦୧୯ ଶେଷ ଆଡକୁ ଚୀନର ବୁହାନ ସହରର ବିଭିନ୍ନ ହସପିଟାଲର ଭିଡିଓ ସାମନାକୁ ଆସିଥିଲା । ନିଶ୍ବାସ ନେବାରେ ସମସ୍ୟା ତଥା କାଶ ପାଇଁ ହସପିଟାଲରେ ଭର୍ତ୍ତି…

ଏହି ନମ୍ବରୁ କଲ୍ ଆସିଲେ ସାବଧାନ! ନିଜକୁ ସାଇବର କ୍ରାଇମ ଡିପାର୍ଟମେଣ୍ଟ କହି ଲୁଟୁଛନ୍ତି ସ୍କାମର୍

ସାରା ଦେଶରେ ସ୍କାମ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍କାମରମାନେ ପ୍ରତିଦିନ ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏଥି ସହିତ ସରକାର ଏହାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସାଇବର ସ୍କାମରମାନେ ବର୍ତ୍ତମାନ ଏକ ନୂଆ ନମ୍ବରରୁ କଲ କରୁଛନ୍ତି। ସାଇବର…

କାହାର ହେବେ ନୀତିଶ କୁମାର?

ନୂଆଦିଲ୍ଲୀ: ନୀତିଶଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ । ଲାଲୁଙ୍କ ଅଫର ତ ତେଜସ୍ବୀଙ୍କ ବିରୋଧ । ଆରଜେଡିରେ ନୀତିଶଙ୍କୁ ନେଇ ଘମାସାନ । ପୁଣି ନିର୍ବାଚନ ପୂର୍ବରୁ ପଲଟି ମାରିବେ କି ନୀତିଶ ? ବିହାର ନିର୍ବାଚନ ଯେତେ ପାଖଉଛି, ନୀତିଶଙ୍କୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । କିଛି…

ଟେକ୍ନୋଲୋଜି ଜଗତରେ ଚୀନ୍‌ର ବଡ ସଫଳତା: ମନ ପଢିପାରେ ଏହି ମେସିନ୍

ଟେକ୍ନୋଲୋଜି ଦୁନିଆରେ ଚୀନ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଟେକ୍ନୋଲୋଜି ଦୃଷ୍ଟିରୁ ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ। ଏହାରି ଭିତରେ ଚୀନ ଦେଶ ଏକ ବଡ଼ ସଫଳତା ହାସଲ କରିଛି। ବାସ୍ତବରେ, ଚାଇନାର ଷ୍ଟାର୍ଟଅପ୍ NeuroAccess ଗୁରୁବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ…