Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଜିତ ପାୱାରଙ୍କୁ ବଡ଼ ଆଶ୍ୱସ୍ତି, ମୁକ୍ତ ହେବ ଜବତ ସମ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ। ବେନାମୀ ସମ୍ପତ୍ତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଦିଲ୍ଲୀର ବେନାମୀ ଟ୍ରିବ୍ୟୁନାଲ ପକ୍ଷରୁ…

ବାଙ୍ଗିରିପୋଷିକୁ ରାଷ୍ଟ୍ରପତିଙ୍କ ଭେଟି, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l…

ମହାପ୍ରଭୁଙ୍କ ‘ଘୋଡ ଲାଗି’ ନୀତି କ’ଣ ?

ପୁରୀ: ୧୨ ମାସରେ ୨୪ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ବିଭିନ୍ନ ବେଶର କିଛି ନା କିଛି ବିଶେଷତ୍ବ ରହିଥାଏ । ତନ୍ମଧ୍ୟରୁ ମହାପ୍ରଭୁଙ୍କ ଘୋଡ ଲାଗି ନୀତି ଅନ୍ୟତମ । ଯାହାକି ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯିବ । ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ଦିନ…

ଶମ୍ଭୁ ସୀମାରେ ରହିବେ ଧାରଣରତ ଚାଷୀ ସଂଗଠନ, ସରକାର ସହ ହେବ କି ଆଲୋଚନା?

ନୂଆଦିଲ୍ଲୀ: ୮ ମାସ ହେଲା ଶମ୍ଭୁ ସୀମାରେ ଧାରଣରତ ଚାଷୀ ସଂଗଠନ ପୁଣି ଥରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏହି ସମୟ ମଧ୍ୟରେ ଶମ୍ଭୁ ସୀମାରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ବହୁତ ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦେଖି ପୋଲିସ ଲୁହବୁହା ଗ୍ୟାସ ମାଡ…

ଗୃହ ଚାଲିବାକୁ ଦେଉନି ବିଜେଡି: ୧୧.୩୦ ଯାଏଁ ମୁଲତବି

ଭୁବନେଶ୍ବର: ଗୃହ ଚାଲିବାକୁ ଦେଉନାହାନ୍ତି ବିରୋଧୀ । ପୋଲାଭରମ ପ୍ରସଙ୍ଗ, ଦର ବୃଦ୍ଧି, ଆଇନ ଶୃଙ୍ଖଳା ଅପର୍ଯ୍ୟସ୍ତ ବିଭିନ୍ନ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିଜେଡି…

୨ ଦିନ ଭିତରେ ବଢିବ ଶୀତ, ପାଗ ମେଘୁଆ ରହିବ

ଭୁବନେଶ୍ବର: ପୁଣି ଫେରୁଛି ଶୀତ । ବାତ୍ୟା ଫେଙ୍ଗଲ ପ୍ରଭାବରେ କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭୂତ ହେବାକୁ ଯାଛି । ଆଗାମୀ ଦୁଇ ଦିନ ଭିତରେ ପୁଣି ରାଜ୍ୟକୁ ଜାଡ ଫେରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ୨…

କିଏ ହେବ ଟିଏମସିରେ ମମତାଙ୍କର ଉତ୍ତରାଧିକାରୀ? ଦିଦି ଭାଙ୍ଗିଲେ ନୀରବତା

କୋଲକାତା: ମମତା ବାନାର୍ଜୀଙ୍କ ପରେ କିଏ ତାଙ୍କ ଦଳର ନେତୃତ୍ୱ ନେବେ, ଅର୍ଥାତ୍ ତାଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହା ତାଙ୍କ ନିଷ୍ପତ୍ତି ନୁହେଁ ବରଂ ତାଙ୍କ ଦଳ ନିଷ୍ପତ୍ତି ନେବ। ଏକ ଘରୋଇ ଚ୍ୟାନେଲ…

କୋ ଅପରେଟିଭ୍ ବ୍ୟାଙ୍କ ସମେତ ୭ଟି ସ୍ଥାନରେ ଇଡି ରେଡ, ୧୩ କୋଟିରୁ ଅଧିକ ଟଙ୍କା ଜବତ

ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଇଡି ପକ୍ଷରୁ ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଛି। ବ୍ୟାଙ୍କରୁ ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ…

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ଷ୍ଟେସନ, ଜାତୀୟ ରାଜପଥରୁ ସିଧା ପ୍ରବେଶ

କଟକ: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ରେଳ ଷ୍ଟେସନ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଯାହା ରାଜ୍ୟରେ ପ୍ରଥମ ଯେ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି କଟକ ଷ୍ଟେସନର ପ୍ଲାଟଫର୍ମ । ଅତ୍ୟାଧୁନିକ ପରିବହନ ହବ୍ ସହ ଏକ…

ପିଟ୍ରୋଡାଙ୍କୁ ଧମକ: ଏକକାଳୀନ ହ୍ୟାକ୍ ହେଲା ଲାପଟପ୍, ସ୍ମାର୍ଟଫୋନ୍ ଓ ସର୍ଭର

ନୂଆଦିଲ୍ଲୀ: ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡା ଏକ ବଡ ଅଭିଯୋଗ ଆଣିଛନ୍ତି। ସେ ଶନିବାର କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମୋ ସର୍ଭରକୁ ବାରମ୍ବାର ହ୍ୟାକ୍ କରାଯାଇଛି। ମୋର ଲାପଟପ୍, ସ୍ମାର୍ଟଫୋନ୍ ଏବଂ ସର୍ଭର ହ୍ୟାକ୍ ହୋଇ ଟ୍ୟାମ୍ପରିଂ କରାଯାଇଛି। ହ୍ୟାକରମାନେ ଧମକ…