Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ଥଗିତ ରହିଲା ଶୁଣାଣି, ଭରତପୁର ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଯେଉଁକାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବିବାଦୀୟ ଆଇପିଏସ ଆଶିଷ ସିଂ

ଭୁବନେଶ୍ବର: ପୁଣି ବଦଳି ହେଲେ ବିବାଦୀୟ ଆଇପିଏସ ଆଶିଷ ସିଂ । କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ରରେ ଇଣ୍ଡାେ-ତାଇବାନ୍ ବର୍ଡର(ଆଇଟିବିପି) ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଡେପୁଟେସନ୍‌ରେ କାର୍ଯ୍ୟ କରିବେ ।…

ନୂଆ ବର୍ଷରୁ ନୂଆ ଜାଗାକୁ ବିମାନ ସେବା: ଜାଣନ୍ତୁ କେଉଁଠିକୁ ଯିବା ହେବ ସହଜ

ଭୁବନେଶ୍ୱର: ନୂଆ ବର୍ଷରୁ ନୂଆ ସହରକୁ ଉଡାଣ ଭରିବା ବିମାନ ସେବା । ଜାନୁଆରୀ ପହିଲାରୁ ଷ୍ଟାର୍‌ ଏୟାରଲାଇନ୍ସ ଝାରସୁଗୁଡ଼ା ବିମାନ ବନ୍ଦରରୁ ହାଇଦ୍ରାବାଦ ଯୋଗେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏନେଇ ଏୟାରଲାଇନ୍ସ ନିଜ ୱେବ୍‌ସାଇଟ୍‌ରେ ବିମାନ ଚଳାଚଳର ସମୟସାରଣୀ ସମ୍ପର୍କରେ ସୂଚନା…

ଡିସେମ୍ବର ୮ରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ। ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ…

ସାଙ୍କେତିକ ଭାଷା ହେବ ସୁଦୃଢ, ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ହେବେ ସୁଦୃଢ। ଏହି ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା(ଆଇଏସଏଲ) ପାଇଁ…

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍: ଗଫଲତି କଲେ କୋଟିଏ ଜରିମାନା

ଭୁବନେଶ୍ଵର: ରାଜ୍ୟ ପରୀକ୍ଷା ବ୍ୟବସ୍ଥାକୁ ନେଇ କଠୋର ହୋଇଛନ୍ତି ରାଜୟ ସରକାର। ପରୀକ୍ଷାରେ ଗଫଲତି ରୋକିବାକୁ ଆଣିଛନ୍ତି ନୂଆ ବିଲ୍। ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ପରୀକ୍ଷାରେ ହେରଫେର କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ…

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି। ରାଜ୍ୟରେ ସ୍ଥାପନ ହେବ ୮ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ…

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।…

ବଡଗଡ଼ରେ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ମାମଲାର ଆସିଲା ରାୟ

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ଅତି ନିର୍ମମ ଭାବେ ଯୁବକଙ୍କ ଗଳା କାଟି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଙ୍ଗଦ ରାଉତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା…

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…