Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…

ସତ୍ତାକୁ ଫେରିଲେ କ’ଣ କରିବେ କେଜ୍ରିଓ୍ବାଲ? ଦେଲେ ଏପରି ଉତ୍ତର…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ବିଜୟ ଦାବି କରି କହିଛନ୍ତି ଯେ ଆମର କାର୍ଯ୍ୟ ଆଧାରରେ ଆମେ ଲୋକଙ୍କ ପାଖକୁ ଯାଉଛୁ । ଏକ ଜାତୀୟ ଗଣମାଧ୍ୟମ ସହ କଥାହେବା ସମୟରେ ଏହା କହିଥିଲେ । ଯେତେବେଳେ ତାଙ୍କୁ…

ନବୀନ ସରକାରରେ ୧୩ ଶିଳ୍ପ କମ୍ପାନୀ ଏମଓୟୁ ସ୍ୱାକ୍ଷର କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର…

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ନୂଆ ଦାୟିତ୍ୱ। ଶ୍ରୀ ସମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…

ବେଙ୍ଗାଲୁରୁରେ ଦ୍ବୀତିୟ ପତ୍ନୀକୁ ହତ୍ୟା କରି ନାଳରେ ଫିଙ୍ଗିଥିବା ସ୍ବାମୀ ବିହାରରୁ ହେଲା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଡ୍ରେନରେ ଜଣେ ମହିଳାଙ୍କ ମୃତ ଦେହ ମିଳିବା ପରେ ଘଟଣାରେ ଉକ୍ତ ମିହିଳାଙ୍କ ସ୍ବାମୀଙ୍କୁ ବିହାରରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ୩୯ ବର୍ଷୀୟ ମହମ୍ମଦ ନସିମ ।…

ବିମାନ ଅଧିନିୟମ ୧୯୩୪ ବଦଳରେ ଭାରତୀୟ ବାୟୁଯାନ ବିଧେୟକ ବିଲ୍ ୨୦୨୪ ପାରିତ

ନୂଆଦିଲ୍ଲୀ : ଭାରତୀୟ ବାୟୁଯାନ ବିଧେୟକ ବିଲ୍ ୨୦୨୪ ପାରିତ ହୋଇଛି। ଗତକାଲି ଅର୍ଥାତ ୫ ଡିସେମ୍ବରେ ବିମାନ ଅଧିନିୟମ ୧୯୩୪ ବଦଳରେ ଏହି ବିଲ ରାଜ୍ୟସଭାରେ ପାରିତ ହୋଇଛି। ୯ ଅଗଷ୍ଟ ୨୦୨୪ ରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଭାରତୀୟ ବାୟୁଯାନ ବିଧେୟକ (ବିଭିଭି)ରେ ବିମାନ ଅଧିନିୟମର…

ଦେଶର ବଢୁଥିବା ଜନସଂଖ୍ୟାଙ୍କୁ କଣ୍ଟ୍ରୋଲ କରିବ ସରକାରଙ୍କ ‘ପ୍ଲାନ୍ ୨୦୬୦’

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ହୋଇଛି । ଜନସଂଖ୍ୟରେ ସବୁ ଦେଶକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଭାରତ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଅଣ୍ଟା ଭିଡିଲେଣି । ବଢୁଥିବା ଜନସଂଖ୍ୟାକୁ କାବୁ କରିବା ପାଇଁ ସରକାର ଦୀର୍ଘଗାମୀ ଯୋଜନା ଉପରେ କାମ…

କାହିଁକି ତରବରିଆରେ ଖାଦ୍ୟ ଖାଇବା ଉଚିତ ନୁହେଁ? ଜାଣନ୍ତୁ କାରଣ..

ବ୍ୟସ୍ତବହୁଳ ଜୀବନ ମଧ୍ୟ ଜୀବନଶୈଳୀକୁ ବିଶୃଙ୍ଖଳିତ କରିଛି। ଯଦି ଆପଣ ସଠିକ୍ ଜୀବନଶୈଳୀ ଏବଂ ରୁଟିନ୍ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ କିଛି ସମୟ ବାହାର କରି ଆପଣଙ୍କ ଜେଜେ ବାପା-ମାଆଙ୍କ ସହିତ ଟିକିଏ ସମୟ ବିତାନ୍ତୁ। ପୂର୍ବ କାଳର ବ୍ୟକ୍ତିଙ୍କଠାରୁ ଏପରି ଜ୍ଞାନ ପାଇବେ ଯାହା ଆପଣଙ୍କ…

ପୋଲିସ-ଚାଷୀ ଧସ୍ତାଧସ୍ତି: ଦିଲ୍ଲୀ ସିଲ୍, ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ:ପୁଣି ତେଜିଲା ଚାଷୀ ଆନ୍ଦୋଳନ। ପୋଲିସ-ଚାଷୀ ଧସ୍ତାଧସ୍ତି। ଆମ୍ବଲାରେ ଇଣ୍ଟରନେଟ୍‌ ସେବା ବନ୍ଦ। ଆଇନଶୃଙ୍ଖଳା ଆଶଙ୍କାରେ ଆମ୍ବଲାର ୧୦ଟି ଗାଁରେ ଇଣ୍ଟରନେଟ୍‌ ବନ୍ଦ। ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର…