Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍କାମ ୨୦୨୪, ସତ କହୁଛି ବିଜେପି?

ନୂଆଦିଲ୍ଲୀ: ମିଛ ଭୋଟର ନେଇ ଦିଲ୍ଲୀରେ ଜୋରଦାର ରାଜନୀତି । ଆମ ଆଦମୀ ପାର୍ଟି ବିରୋଧରେ ମିଛ ଭୋଟର ଅଭିଯୋଗ ଆଣିଲା ବିଜେପି । ଡବଲ୍ ଭୋଟର ମାଧ୍ୟମରେ ଆଗାମୀ ନିର୍ବାଚନରେ ଆପ୍ ଭୋଟ୍ ରିଗିଂ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ନାଁ ଉଭୟ…

ବିଜେପିର ଦିଲ୍ଲୀ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: କେମିତି ଆଗାମୀ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି? ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଆକ୍ରାମକ ରହୁଥିବା ବିଜେପି ଦିଲ୍ଲୀରେ ଏକପ୍ରକାର କନଫ୍ୟୁଜଡ ଲାଗୁଛି । ଶାସନ ବିରୋଧୀ ଲହରର ସାମନା କରୁଥିବା ଆମ ଆଦମୀ ପାର୍ଟି ଏଥର ସବୁଠୁ କଷ୍ଟ ନିର୍ବାଚନ ଲଢୁଛି । ତେବେ ବିଜେପି ଦିଲ୍ଲୀରେ…

ସାବଧାନ! ବଜାରକୁ ଆସିଛି କ୍ୱୁଆର ସ୍କ୍ରାଚ୍ କାର୍ଡ ସ୍କାମ, କୁପନ୍ ଲୋଭ ଦେଖାଇ କରୁଛନ୍ତି ଟଙ୍କା ଲୁଟ

ଆଜିକାଲି ସ୍କାମରମାନେ କ୍ୱୁଆର ସ୍କ୍ରାଚ୍ କୋଡ୍ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଖବର ଅନୁଯାୟୀ, ଅଧିକାଂଶ କ୍ଷେତ୍ରରେ ଡେଲିଭରି ବୋୟ ଆପଣଙ୍କ ନିକଟକୁ ଆସି ଦାବି କରିବ ଯେ ସେ ଆମାଜନ, ଫ୍ଲିପକାର୍ଟ କିମ୍ବା ଅନ୍ୟ କିଛି ଅନଲାଇନ୍ ସପିଂ ପ୍ଲାଟଫର୍ମରୁ ଆସିଛନ୍ତି।…

ହ୍ବାଟସଆପ ଆଣୁଛି ନୂଆ ଫିଚର୍; ଜଣାପଡିବ ଇମେଜ ଅସଲି ନା ନକଲି

ନୂଆଦିଲ୍ଲୀ: ହ୍ବାଟସଆପରେ ଆସୁଥିବା ନକଲି ଫଟୋ ସମସ୍ୟାର ମୁକାବିଲା କରିବାକୁ, ମେଟା ମାଲିକାନା ପ୍ଲାଟଫର୍ମ ଶୀଘ୍ର ଏକ ନୂତନ ଫିଚର ଆଣିବ । ଏକ ରିପୋର୍ଟ ଅନୁସାରେ, ପ୍ଲାଟଫର୍ମ ଏକ ନୂଆ ରିଭର୍ସ ସର୍ଚ୍ଚ ଫିଚର ଉପରେ କାମ କରୁଛି, ଯାହା ମାଧ୍ୟମରେ ୟୁଜରମାନେ ନିଜେ ଫଟୋର ସତ୍ୟତା ଜାଣିପାରିବେ।…

‘ଶୀଘ୍ର ଯୁକ୍ତ ୨ କଳା ଫଳାଫଳ ପ୍ରକାଶ କରିବ ସିଏଚଏସଇ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ । ଏହି ପରୀକ୍ଷା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ ।…

ମେଟାର ନୂଆ ଯୋଜନା: ଏଆଇ ୟୁଜର୍ସ ଚଲାଇବେ ଫେସବୁକ୍ ଓ ଇନଷ୍ଟାଗ୍ରାମ

ଯଦି ଆପଣ ସୋସିଆଲ୍ ମିଡିଆ ବ୍ୟବହାର କରନ୍ତି, ତେବେ ଖୁବ ଶୀଘ୍ର ଦେଖିବାକୁ ପାଇବେ ମେଟା ପ୍ଲାଟଫର୍ମରେ ଏଆଇ ବ୍ୟବହାରକାରୀଙ୍କ ଉପସ୍ଥିତି। ଏହି AI ବଟଗୁଡିକର ଆକାଉଣ୍ଟ ସାଧାରଣ ବ୍ୟବହାରକାରୀଙ୍କ ଆକାଉଣ୍ଟ ପରି ରହିବ। ସେମାନେ ଅନ୍ୟ ମାନବ ବ୍ୟବହାରକାରୀଙ୍କ ପରି ଏହି ପ୍ଲାଟଫର୍ମରେ ପୋଷ୍ଟ,…

ୟୁନୁସ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ବାଂଲା ପିଲାଏ ପଢିବେନି ହସିନାଙ୍କ କଥା

ନୂଆଦିଲ୍ଲୀ: ଏଣିକି ବାଂଲାଦେଶୀ ପଢିବେନି ହସିନାଙ୍କ ଇତିହାସ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିଂସା ଆନ୍ଦୋଳନ ଦେଶ ଛାଡି ଏବେ ଭାରତରେ ଲୁକାହିତ ଭାବେ ରହିଛନ୍ତି । ଶେଖ୍ ହସିନା ସରକାର ଭାଙ୍ଗିବା ପରେ ଏବେ ନୂଆ ଅନ୍ତରୀଣ ୟୁନୁସ ସରକାର ବିଦ୍ୟାଳୟରେ ଚାଲିଥିବା…

ଭାରତର କେଉଁ ରାଜ୍ୟରେ ଆପଣ କିଣି ପାରିବେ ନାହିଁ ଜମି, ନିୟମ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଏକ ସୁନ୍ଦର ଘର ନିର୍ମାଣ କରିବାର ସ୍ୱପ୍ନ ଦେଖନ୍ତି। ମଣିଷ ଘର ତିଆରି କରିବା ପାଇଁ ମଧ୍ୟ କଠିନ ପରିଶ୍ରମ କରେ। ଅନେକ ଥର ଜଣେ ବ୍ୟକ୍ତି ନିଜ ସ୍ୱପ୍ନର ଘର ନିର୍ମାଣ ଏବଂ ଶାନ୍ତି ପାଇବା ପାଇଁ ଦେଶର ଯେକୌଣସି କୋଣକୁ ଯିବାକୁ ପ୍ରସ୍ତୁତ ହେଇଯାଏ। କିନ୍ତୁ ଆପଣ…

ରାଜଧାନୀରୁ ହଟିବେ ବୁଲା ଗାଈଗୋରୁ, ଅଧିକ ଗୋଶାଳା ନିର୍ମାଣ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀର ରାସ୍ତାଘାଟ, ବଜାର ଓ ଗଳି କନ୍ଦିରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ରାସ୍ତାରେ ଯାଉଥିବା ଲୋକଙ୍କୁ ଅନେକ ସମୟରେ କେଞ୍ଚି ଖୋବି ପକାଇବା ସହ କଚାଡି ପକଉଛନ୍ତି ଏହି ବୁଲା ଷଣ୍ଢ ଓ…

ଶରୀରରେ କିପରି ବଢିବ ଭିଟାମିନ୍ ବି-୧୨, ଏହାର ଅଭାବର କାରଣ କଣ?

ଆମ ଶରୀର ପାଇଁ ଭିଟାମିନ୍ B12 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଭିଟାମିନ୍ ଆମ ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି କରିବାରେ ସାହାଯ୍ୟ କରେ ଏବଂ ସ୍ନାୟୁ ପ୍ରଣାଳୀକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରେ। ଭିଟାମିନ୍ ବି-୧୨ ର ଅଭାବ ଆମ ଶରୀରରେ ଥକାପଣ, ଦୁର୍ବଳତା, କେଶ ଝଡ଼ିବା, ଚାପ…