Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦିଆଗଲା ଗାର୍ଡ ଅଫ ଅନର ।…

ଏଣିକି ଆକାଶରେ ବି ମିଳିବ ଇଣ୍ଟରନେଟ ସେବା…

ନୂଆଦିଲ୍ଲୀ: ଏଣିକି ଆକାଶରେ ମିଳିବ ଇଣ୍ଟରନେଟ ସେବା । ବିମାନରେ ଯାତ୍ରା କରୁଥିବା ବେଳେ ଏବେ ଯାତ୍ରୀ ପାଇବେ ଇଣ୍ଟରନେଟ ସେବା । ଚଲାଇପାରିବେ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ ଚାଳିତ ଯନ୍ତ୍ର ବ୍ୟବହାର କରିପାରିବେ । ଏୟାର ଇଣ୍ଡିଆ, ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବିମାନ…

ତ୍ୱଚା ପାଇଁ ଟୋନର ‘ଟି’ ବ୍ୟାଗ’

ଟି ବ୍ୟାଗ ସାଧାରଣତଃ ଚା ତିଆରି କରିବା ପାଇଁ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଛୋଟ ଚା ବ୍ୟାଗଗୁଡ଼ିକ କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏକ ସହାୟକ ହୋଇପାରେ? ଚା ବ୍ୟାଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ…

ବଦଳିବ ହେଲଥ କାର୍ଡର ଲୋଗୋ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ହେଲଥ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏବେ ହେଲଥ କାର୍ଡର ଲୋଗରେ ପରିବର୍ତ୍ତନ କରାଯିବ । ଏହା ସହ ଖୁବଶୀଘ୍ର ୩.୫ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି ସମସ୍ତ…

ରାଜ୍ୟ ସରକାରଙ୍କ ବଡ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

ଭୁବନେଶ୍ଵର: ବର୍ଷ ଆରମ୍ଭରୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଗତକାଲି ଅର୍ଦ୍ଧରାତ୍ରରେ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଥିବା ବେଳେ ଏବେ ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି…

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ

ଭୁବନେଶ୍ଵର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଏଥିସହ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର…

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ଭୁବନେଶ୍ବର: ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ…

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ…

ଯମୁନା, ଜିନ୍ନତ୍ ପରେ ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ ।  ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା …

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…